Breaking News

ସାୟା ପିନ୍ଧି ସାମୀ ସାମୀ ନାଚିଥିଲେ ମତେ ଝୁଣି ପକେଇ ଥାନ୍ତେ : ଅଭିନେତ୍ରୀ ରାନୀ (Rani) … ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ଙ୍କ ବିଷୟ ରେ ଯାହାଙ୍କ ଉପରକୁ ଜଣେ ମହିଳା ଙ୍କ ର ଚପଲ୍ ଫିଙ୍ଗି ଥିଲେ ଆଉ ଏହି କଥା ଟି ବର୍ତ୍ତମାନ ସମୟରେ ସୋସିଆଲ୍ ମିଡ଼ିଆ ରେ ବହୁତ ମାତ୍ରା ରେ ଭାଇରାଲ ହେବାକୁ ଲାଗୁଚି । ଯାହାକି ଏହି ଘଟଣା ଟି ଭଦ୍ରକ ଜିଲ୍ଲା ରେ ହୋଇଛି ଯାତ୍ରା ରେ ମେଲୋଡି ହେବା ସମୟ ରେ ରାନୀ ପ୍ରିୟଦର୍ଶିନୀ ଙ୍କ ଉପର କୁ ଜଣେ ମହିଳା ଚପଲ ମାଡ଼ କରଛନ୍ତି । ତେବେ ଏହି ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।

ରାନୀ ପ୍ରିୟଦର୍ଶିନୀ କହିଛନ୍ତି ଯେ ତାଙ୍କୁ ମା-ଡ ମାରିଥିବା ମହିଳା ଜଣକ ଙ୍କ ଝିଅ ଜଣେ ମଡେଲର । ମୁଁ ବି ମଡେଲିଂ କରୁଛି କିନ୍ତୁ ମଡେଲିଂ ରେ କେଉଁ ଡ୍ରେସ୍ ପିନ୍ଧା ଯାଉଛି କଣ ମୁଁ ଜାଣିନି , ମାଡ ମାରିଥିବା ମହିଳା ଙ୍କୁ ଭୁବନେଶ୍ଵର ନେଇ କି ଯିବେ କେମିତି ସେଠାରେ କଷ୍ଟୁମ୍ ପିନ୍ଧୁଛନ୍ତି ଓ ନିଜ ଝିଅ ମଧ୍ୟ ସେହିଭଳି ଡ୍ରେସ୍ ପିନ୍ଧୁଚି ।

ମୋ ସଦା ସର୍ବଦା ମୋ ସୀମା ରେ ଥାଏ ସୀମା ଉଲଂଘନ କେବେ ବି କରେ ନାହିଁ । ମୋତେ ଯେହେତୁ ଆଇଟମ କରିବା ପାଇଁ ଡକା ହୋଇଛି ତାହେଲେ ନିସ୍ଚୟ ମୁଁ ଆଇଟମ କରିବି । ଭଦ୍ର ମହିଳା ହଠାତ୍ ଜଣେ ସେଲିବ୍ରେଟି କୁ ଚପଲ ମାରିଲା ତାଙ୍କୁ କିଏ ଅଧିକାର ଦେଲା ଚପଳ ମାରିବାକୁ । ନିଜର ସମ୍ମାନ ବୋଲି କିଛି ନାହିଁ

ତାଙ୍କ ର ଯଦି ଅଭିଯୋଗ କରିବାର ଥିଲା ତହେଲେ ସେ ଯାତ୍ରା ର ମାଲିକ ଙ୍କୁ ଅଭିଯୋଗ କରି ପାରି ଥାନ୍ତେ କି ମ୍ୟାନେଜର୍ କୁ ଅଭିଯୋଗ କରି ପାରି ଥାନ୍ତେ କି ନହେଲେ ଯାତ୍ରା କମିଣ୍ଟି ଲୋକ ଙ୍କ ସହ ଯାତ୍ରା ପେଣ୍ଡାଲ୍ ପଛରେ କଥା ହୋଇ ପରି ଥାନ୍ତେ ଏମିତି ନିଜେ ଆଇନ କୁ ହାତ ମୁଠା କୁ ନେବା ଠିକ ନଥିଲା ଏମିତି କିଛି କହି ଥିବାର ନଜର ରେ ଆସିଛନ୍ତି ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ।

ଯାତ୍ରା ଜଗତ ରେ ବର୍ତ୍ତମାନ୍ ସମୟ ରେ ଅ-ଶ୍ଳୀ-ଳ ନୃତ୍ୟ କରିବା ସାଧାରଣ କଥା ଭଳି ହୋଈ ଗଲାଣି । ଏହି ବିବାଦ ଟି ରେ ଆପଣ ଙ୍କୁ କଣ ଲାଗୁଛି ଏହା ଠିକ୍ ନା ଭୁଲ ।।ରାନୀ ଆହୁରି ମଧ୍ୟ କହିଛନ୍ତି ଯଦି ମୁଁ ଧଳା ସାୟା ପିନ୍ଧି ସମୀ ସାମି ଗୀତରେ ନାଚିଥାନ୍ତି ଆହୁରି ବର୍ଷା ବି ପଡ଼ିଥନ୍ତ ଓଦା ହୋଇ ନାଚିଥାନ୍ତି ତେବେ ମତେ ଷ୍ଟେଜ ରେ ଲୋକ ଝୁଣି ପକେଇ ଥାନ୍ତେ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *