ଆଜି ଆମେ ଆପଣ ମାନଙ୍କୁ ଓଲିଉଡ଼ ର ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ର ବ୍ୟକ୍ତିଗତ ବିଷୟରେ କିଛି କହିବୁ । ସିଦ୍ଧାନ୍ତ ମହାପାତ୍ର ହେଉଛନ୍ତି ଓଲିଉଡ଼ ର ଅଭିନେତା । ଅଭିନେତା ସିଦ୍ଧାନ୍ତ ମେ 6 ରେ ଜନ୍ମ ଗ୍ରହଣ କରିଥିଲେ । ସହର ଜଳୁଛି ଓଡ଼ିଆ ସିନେମା ଜରିଆରେ ସେ ଓଲିଉଡ଼ ସିନେମା ଜଗତରେ ପାଦ ଦେଇଥିଲେ। ତାଙ୍କର ପ୍ରଥମ ସିନେମା ରୁ ହିଁ ସେ ଦର୍ଶକ ମାନଙ୍କ ର ପସନ୍ଦ ହୋଇ ଯାଇଥିଲେ ।
ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ର ଡାକ ନାଁ ହେଉଛି ମୁନା। ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ତାଙ୍କୁ ସମସ୍ତେ ମୁନା ଭାଇ ବୋଲି ଡାକନ୍ତି । ସିଦ୍ଧାନ୍ତ ମହାପାତ୍ର ହେଉଛନ୍ତି ଓଲିଉଡ଼ ର ମେଗା ଷ୍ଟାର। ସେ ସବୁବେଳେ ତାଙ୍କର ମନ ପସନ୍ଦ କାମରେ ବ୍ୟସ୍ତ ରହିବାକୁ ପସନ୍ଦ କରିଥାନ୍ତି। ଓଲିଉଡ଼ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ସମସ୍ତଙ୍କୁ ସେ ବହୁତ୍ ଭଲ ପାଆନ୍ତି। ଆଉ ସମସ୍ତେ ତାଙ୍କର ବେଷ୍ଟ ଫ୍ରେଣ୍ଡ୍। ସେ ଖାଇବାକୁ କୁ ଡ୍ରାଇଭ୍ କରିବାକୁ ପସନ୍ଦ କରନ୍ତି ନାହିଁ ।
ସିଦ୍ଧାନ୍ତ ମହାପାତ୍ର ଙ୍କ ବାପା ଙ୍କ ନାଁ ହେଉଛି ମନମୋହନ ମହାପାତ୍ର ଆଉ ସେ ପ୍ରଫେଶନ ଜଣେ ଡକ୍ଟର। ତାଙ୍କ ମାଆ ଙ୍କ ନାଁ ହେଉଛି କନକ ମହାପାତ୍ର । ସିଦ୍ଧାନ୍ତ ମହାପାତ୍ର 2004 ମସିହାରେ ଓଲିଉଡ଼ ଅଭିନେତ୍ରୀ ମାମା ମିଶ୍ର ଙ୍କୁ ବିବାହ କରିଥିଲେ। ଆଉ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ସିଦ୍ଧାନ୍ତ ମହାପାତ୍ର ଓଲିଉଡ଼ ରେ ପ୍ରାୟ ପାଞ୍ଚ ହଜାର ରୁ ଅଧିକ ଓଡ଼ିଆ ସିନେମା ରେ ଅଭିନୟ କରିଛନ୍ତି ।
ଖାଲି ଓଡ଼ିଆ ନୁହେଁ ସେ ବେଙ୍ଗଲୀ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ମଧ୍ୟ କାମ କରିଛନ୍ତି । ସିଦ୍ଧାନ୍ତ ମହାପାତ୍ର ଉଭୟ ହିରୋ ଭିଲିଆନ୍ ଚରିତ୍ର ରେ ନଜର ଆସିଛନ୍ତି । ହେଲେ ଦର୍ଶକ ମାନେ ତାଙ୍କୁ ହିରୋ ଚରିତ୍ର ରେ ଦେଖିବା ପାଇଁ ବହୁତ୍ ପସନ୍ଦ କରିଥାନ୍ତି । ତାଙ୍କର ପ୍ରାୟତଃ ସବୁ ସିନେମା ଗୁଡ଼ିକ ସୁପରହିଟ। ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ କୁ ବେସ୍ ପସନ୍ଦ କରନ୍ତି । ତାଙ୍କର ସୁନ୍ଦର୍ ଅଭିନୟ ପାଇଁ ସେ ଖାଲି ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ନୁହେଁ ବରଂ ବେଙ୍ଗଲୀ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ମଧ୍ୟ ପରିଚିତ ହୋଇ ପାରିଛନ୍ତି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।