Breaking News

ସିଦ୍ଧାନ୍ତ ମହାପାତ୍ର ଙ୍କ ବାପା ସୁପରମ୍ୟାନ ଚଳଚ୍ଚିତ୍ର କୁ ନେଇ ବଢିଲା ବିବାଦ , କାହାଣୀ ଚୋରି ଅଭିଯୋଗ ଆଣିଲେ ଲେଖକ – ଦେଖନ୍ତୁ ଭିଡିଓ

ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ଵାସ୍ଥ୍ୟ ଅବସ୍ଥା କୁ ନେଇ ତାଙ୍କୁ ସାହାଯ୍ୟ କରିବା ପାଇଁ ସୂତାଂସୁ ମହାପାତ୍ର ପ୍ରଡ୍ୟୁସର୍ 10,000 ଟଙ୍କା ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଦେଇଥିଲେ ।ଆଉ ଏବେ ସୂତାନ୍ସୁ ମହାପାତ୍ର ଜେଲ୍ ରେ ଅଛନ୍ତି ଲୋକ ଙ୍କୁ ଫେକ୍ ଆଇଡି ଖୋଲି ଟଙ୍କା ନେଇ ଠକିଛନ୍ତି। ଆଉ ଏବେ ସେ ଜେଲ୍ ରେ ଅଛନ୍ତି । ତାଙ୍କ ମାଆ ସୋସିଆଲ ମିଡିଆରେ କହିଛନ୍ତି ଯେ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ସେ ଯେଉଁ 10,000 ଟଙ୍କା ଦେଇଛନ୍ତି ସେହି ପଇସା ତାଙ୍କୁ ଫେରାଇ ଦିଅନ୍ତୁ।

ସେ ପଇସା ରେ ସେ ତାଙ୍କ ପୁଅକୁ ବେଲ୍ ରେ ଆଣିବେ ।ତାଙ୍କ ମାଆ କହିଛନ୍ତି ଯେ ସୁତାନ୍ସୁ ମହାପାତ୍ର ଜମି ବାଡି ବିକ୍ରି କରି ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ 10,000 ଟଙ୍କା ଦେଇଛନ୍ତି। ଆଉ ଏବେ ସେହି ଟଙ୍କା ଫେରାଇବାକୁ ସେ କହିଛନ୍ତି।ସେ ଟଙ୍କା ରେ ଜେଲ୍ ରେ ଥିବା ତାଙ୍କ ପୁଅ ସୁଟାନ୍ସୁ ମହାପାତ୍ର ଙ୍କୁ ସେ ବେଲ୍ ରେ ଆଣିବେ। ୟା ପୂର୍ବରୁ ମଧ୍ୟ ସେ ପିଣ୍ଟୁ ନନ୍ଦ ଙ୍କୁ ପଚାଶ ହଜାର ଟଙ୍କା ଦେବେ ବୋଲି କହିଥିଲେ ଆଉ ମିଛ ପବ୍ଲିଶିଟି ପାଇଁ ସେ ବାଉନ୍ସ୍ ଚେକ୍ ଦେଇଥିଲେ।

ସୁତାଂସୁ ମହାପାତ୍ର ଙ୍କ ନାଁ ରେ ବହୁତ୍ ଜଣ କମ୍ପ୍ଲେନ୍ କରିଛନ୍ତି ଯେ ସେ ପଇସା ଲୋକ ଙ୍କ ଠାରୁ ଠକିକି ନେଇ ଯାଇଛନ୍ତି।ଆଉ ଏବେ ସେ ଜେଲ୍ ରେ ଅଛନ୍ତି ।ନିଜ ପାଖରେ ଟଙ୍କାଟେ ନାହିଁ ଆଉ ସେ ଜମି ବିକ୍ରି କରି ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ପଇସା ଦେଇଛନ୍ତି । ଏ କଥା ତାଙ୍କ ମାଆ ଜାଣିବା ପରେ ସେ ସୋସିଆଲ ମିଡ଼ିଆ ରେ କହିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଦେଇଥିବା ପଇସା ତାଙ୍କର ଫେରସ୍ତ କରାଯାଉ।ସେ ପଇସା ରେ ସେ ସୂତାନ୍ସୂ ମହାପାତ୍ର ଙ୍କୁ ବେଲ୍ ରେ ଆଣିବେ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *