Breaking News

ସିଦ୍ଧାର୍ଥ ଟିଭିର ନାଚ ଓଡିଶା ମଞ୍ଚରେ ମମିତା ଏମିତି ଡ୍ୟାନ୍ସ କରିଲେ ଓଡିଶାରେ ଆଗରୁ କେହି କରି ନଥିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆପଣ ମାନ ଙ୍କ ମନୋରଞ୍ଜନ କରାଇବା ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଚଳଚିତ୍ର ପ୍ରସାରିତ ହୋଇଥାଏ , ଏହି ଚଳଚ୍ଚିତ୍ର ରେ ଆପଣ ମାନେ ଅଭିନୟ , ନାଚ, ଗୀତ ଭଳି ଅନେକ କିଛି ଦେଖିବାକୁ ପାଇ ଥାଆନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଅଛନ୍ତି ଓ ସେମାନେ ନିଜ କଳା ପାଇଁ ବେଶ୍ ଲୋକ ପରିଚିତ ।

ହଁ ବନ୍ଧୁ କିଏ ନିଜ ଅଭିନୟ କଳା ପାଇଁ ବେଶ୍ ଲୋକ ପ୍ରିୟ ତ ଆଉ କିଏ ନାଚ ଓ ଗୀତ କଳା ପାଇଁ ବେଶ୍ ଲୋକ ପରିଚିତ । ଓଡିଆ ଇଣ୍ଡଷ୍ଟ୍ରି ରେ ଯେଉଁ କଳାକାର ମାନେ ପ୍ରବେଶ କରିବା ପୁର୍ବ ରୁ ଇଣ୍ଟରଭ୍ୟୁ କିମ୍ବା ରିଆଲିଟ ସୋ ମାଧ୍ୟମ ରେ ପ୍ରବେଶ କରି ଥାଆନ୍ତି । ସାଧାରଣ ବହୁ କମ୍ ରିଆଲିଟ ସୋ ହୋଇଥାଏ ଅଭିନୟ କୁ ନେଇ ।

କିନ୍ତୁ ପ୍ରତି ବର୍ଷ ନାଚ ଓ ଗୀତ ପାଇଁ ଅନେକ ଚ୍ୟାନେଲ ଭିନ୍ନ ରିଆଲଟ ସୋ ପ୍ରସ୍ତୁତ ହୋଇଥାଏ । ଏହି ରିଆଲିଟ ସୋ ରେ ଅନେକ ପ୍ରତିଭା ମାନେ ଭାଗ ନେଇ ନିଜ ଜବରଦସ୍ତ କଳା ଦେଖାଇ ଜଜେସ ମାନ ଙ୍କ ମନୋରଞ୍ଜନ କରି ଥାଆନ୍ତି । ସମସ୍ତ ପ୍ରତିଭା ମାନ ଙ୍କ ରୁ ବହୁ ପ୍ରତିଭା କୌଣସି କାରଣ ରୁ ତାଙ୍କୁ ରିଯେକ୍ଟ କରା ଯାଇଥାଏ ଓ କିଛି ପ୍ରତିଭା ମାନ ଙ୍କୁ ସୁଯୋଗ ଦିଆ ଯାଇଥାଏ ସେମାନ ଙ୍କ କଳା କୁ ଦେଖି ।

ଗୋଟେ ରିଆଲିଟ ସୋ ରେ ୩ ଟି ଷ୍ଟେଜ ରହିଛି ପ୍ରଥମେ ଆରମ୍ଭ ଓ ଶେଷ ଟି ହେଉଛି ଗ୍ରାଣ୍ଡ ଫାଇନାଲ । ପ୍ରତିଭା ମାନେ ଗ୍ରାଣ୍ଡ ଫାଇନାଲ ରେ ବହୁତ୍ ପ୍ରସ୍ତୁତ ହୋଇ ଆସି ଥାଆନ୍ତି , ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆପଣ ଙ୍କୁ ଏହିକଥା ଟି କହିବା ର କାରଣ ହେଉଛି ଯେ ସିଦ୍ଧାର୍ଥ ଟିଭି ର ରିଆଲିଟ ସୋ ନାଚ ଓଡ଼ିଶା ।

ନାଚ ଓଡ଼ିଶା ବର୍ତ୍ତମାନ୍ ସମୟ ରେ ତାର ଗ୍ରାଣ୍ଡ ଫାଇନାଲ ପର୍ଯ୍ୟାୟ ଚାଲିଛି ଓ ଏହି ଗ୍ରାଣ୍ଡ ଫାଇନାଲ ରେ ମମିତା ମାଝୀ ନାମକ ଜଣେ ଯୁବତୀ ଗ୍ରାଣ୍ଡ ଫାଇନାଲ ରେ ପହଂଚିଛନ୍ତି ଓ ସେ ଏହି ଗ୍ରାଣ୍ଡ ଫାଇନାଲ ରେ ଏମିତି ନିଜ performance ଦେଖାଇ ଛନ୍ତି ଯାହାକୁ ଦେଖିବା ପରେ ଯାଜେଶ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଏହି ନାଚ କୁ ଯିଏ ବି ଦେଖିବ ସେ ନିଶ୍ଚିନ୍ତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ ଯେଉଁ ଭଳି ଓଡ଼ିଆ ଗୀତ ରେ ଜବରଦସ୍ତ ନାଚ କରିବା ସହ ଯେଉଁ ଭଳି ଷ୍ଟଣ୍ଡ କରିଛନ୍ତି ତାହାକୁ ଯିଏ ଦେଖିବ ସେ ନିଶ୍ଚିନ୍ତ ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ ଓ ତାଙ୍କ performance ଙ୍କୁ ଦେଖି ଜଜେଶ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି , ଆପଣ ମାନେ ଏହି ଭିଡିଓ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *