ବନ୍ଧୁଗଣ ଆପଣ ମାନେ ଆମେ ସମସ୍ତେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବହୁତ ଭଲ ପାଆନ୍ତି । ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ର ବହୁତ ସାରା ଫାନ୍ ମାନେ ଅଛନ୍ତି । ଯେଉଁ ମାନେ ହିରୋଇନ ଅର୍ଚ୍ଚିତା ଙ୍କୁ ବହୁତ ସାରା ଭଲ ପାଇବା ଦେଉଛନ୍ତି । ଆପଣ ମାନେ ଦେଖି ଥିବେ ସୋସିଆଲ ମିଡ଼ିଆ ରେ ସବୁବେଳେ ବହୁତ ଚର୍ଚ୍ଚା ରେ ରହି ଥାନ୍ତି ଅର୍ଚ୍ଚିତା । ତେବେ ଆଜି ଆମେ ମାନେ ଆପଣ ମାନଙ୍କ ର ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ବିଷୟ ରେ କିଛି କହିବାକୁ ଯାଉଛୁ ଯାହା ଆପଣ ମାନେ ଜାଣିଲେ ବହୁତ ଖୁସି ହେବେ ।
ଆପଣ ମାନେ ଯାଦୁ ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ କୁ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ବନ୍ଧୁଗଣ ଏହି କିଛି ଦିନ ହେଲା ଅଭିନେତ୍ରି ଅର୍ଚ୍ଚିତା ବହୁତ ଭାଇରାଲ୍ ହେଉଛନ୍ତି ସୋସିଆଲ ମିଡିଆ ରେ ଆପଣ ମାନେ ଏହା ଜାଣି ଥିବେ । ତାଙ୍କ ଅଭିନୟ ଆଉ ତାଙ୍କ ଷ୍ଟାଇଲସ୍ ଲୋକ୍ସ୍ ପାଇଁ ବହୁତ ଫେମୋସ୍ ସିଏ ।
ସେ ବହୁତ ସାରା ସିନେମା ରେ ଅଭିନୟ ମଧ୍ୟ କରି ସାରିଛନ୍ତି ଆଉ ତାଙ୍କ ର ସବୁ ସିନେମା ସୁପରହିଟ ମଧ୍ୟ ହୋଇ ସାରିଛି ସେ ତାଙ୍କ କ୍ୟାରିଅର ଓଡ଼ିଆ ଆଲବମ୍ ରୁ ଆରମ୍ଭ କରିଥିଲେ । ଏବେ ସେ ଅଭିନେତା ତଥା ସମାଜ ସେବି ସବ୍ୟସାଚ୍ଚୀ ଙ୍କୁ ବିବାହ କରି ସାରିଛନ୍ତି । ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ଙ୍କ ଯୋଡି କୁ ମଧ୍ୟ ସମସ୍ତେ ବହୁତ ଭଲ ପାଇବା ଦେଇଛନ୍ତି ।
ତେବେ ବର୍ତ୍ତମାନ ସମୟରେ ଅର୍ଚ୍ଚିତା ଆଉ ଏକ ଭିଡିଓ ବହୁତ ଭାଇରାଲ୍ ହେଉଛନ୍ତି । ତେବେ ବର୍ତ୍ତମାନ ସମୟରେ ସେ ଯାତ୍ରା ସ୍ବପ୍ନ୍ ମହଲ ରେ ଏକ ଡ୍ୟାନ୍ସ କରିଛନ୍ତି ଆଉ ସେଠାରେ ଥିବା ତାଙ୍କ ଫାନ୍ ମାନେ ତାଙ୍କ ର ବହୁତ ପ୍ରସଂସା କରିବା ସହିତ ବହୁତ ଖୁସି ମଧ୍ୟ ହୋଇ ଯାଇଛନ୍ତି । ଆଉ ସେଥିରେ ସେ ବହୁତ ସାରା ପ୍ରଫୋମାନ୍ସ ଦେଇଛନ୍ତି ।
ଏହି ସ୍ବପ୍ନ୍ ମହଲ ନାଟକ ରେ ଅର୍ଚ୍ଚିତା ଯାଇ ସେଥାରେ ନିଜର ଦମଦାର ପ୍ରଫୋମାନ୍ସ ଦେବା ସହିତ ସବୁ ସେଠାରେ ଥିବା ସବୁ ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିଲେ ସେଠାରେ ଅର୍ଚ୍ଚିତା ତାଙ୍କ ର ଡ୍ୟାନ୍ସ ଦେଖେଇ ଥିଲେ ଆଉ ତାଙ୍କ ସିନେମା ର ସୁପରହିଟ ଗୀତ କୁ ନିଜେ ଗାଇ ଥିଲେ ଏବଂ ସୁପରହିଟ ଡାଇଲଗ ମଧ୍ୟ କରିଥିଲେ ଯାହା ଦର୍ଶକ ମାନେ ସେଠାରେ ବହୁତ ସାରା ମଜ୍ଜା କରିଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।