Breaking News

ସିନେମା ନିର୍ଦେଶକ ସୁଧାକର ବସନ୍ତ (Sudhakar Basant) କହିଲେ ଓଡିଆ ଦର୍ଶକ ବି ଦେଖିବେ ସଲମାନ ହ୍ରୀତିକ ଓ ଅନୁଭବଙ୍କୁ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟରେ ଓଡ଼ିଆ ଇଣ୍ଡଷ୍ଟ୍ରୀ ଏବେ କେଉଁ ଅବସ୍ଥା ରେ ଚାଲିଛି । ଆପଣ ମାନେ ଜାଣି ଥିବେ କୋଭିଡ୍ କଟକଣା ପାଇଁ ପ୍ରାୟ 2 ବର୍ଷ କୌଣସି ସିନେମା ରିଲିଜ ହୋଇ ନଥିଲା ଆଉ 2 ବର୍ଷ ପରେ ଯେତେବେଳେ ସିନେମା କରା ଯାଉଛି ସେତେବେଳେ ଓଡ଼ିଆ ସିନେମା କୁ ହଲ ମିଳୁ ନାହିଁ ।

ବର୍ତ୍ତମାନ ସମୟରେ ସମସ୍ତେ କହିଛନ୍ତି କି ଓଡ଼ିଆ ସିନେମା ରେ କେବଳ କପି ହେଉଛି ଆଉ ଏହା କୁ କେହି ପସନ୍ଦ ମଧ୍ୟ କରୁ ନାହାନ୍ତି । ଏ ନେଇ ନିର୍ଦ୍ଦେଶକ ସୁଧାକର ବସନ୍ତ କିଛି ପ୍ରତିକ୍ରିୟା ଦେଇଛନ୍ତି ତେବେ ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁ ଥିଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେହେଲେ ଆପଣ ମାନେ ଆମେ ଦେଇ ଥିବା ସମ୍ପୁର୍ଣ୍ଣ ବିବରଣୀ ବିଷୟ ରେ ଜାଣି ପାରିବେ ।

ସୁଧାକର ବସନ୍ତ କହିଛନ୍ତି କି ଆଗରୁ ବହୁତ ସାରା ସିନେମା ହେଉ ଥିଲା ଆଉ ସେ ସିନେମା ବି କିଛି କପି ହେଉ ଥିଲା ହେଲେ ବି ଲୋକ ମାନେ ପସନ୍ଦ କରୁ ଥିଲେ ସିନେମା କୁ ଦେଖିବା ପାଇଁ ଆଉ ଫିଲ୍ମ ହଲ ଫୁଲ ମଧ୍ୟ ହେଉ ଥିଲା । ସେତେବେଳେ କାହାଣୀ ଭଲ ଥିବା ସହିତ ଡବଲ ହିରୋ ଙ୍କୁ ନେଇ ଅଭିନୟ କରା ଯାଉଥିଲା ଯାହା କି ସମସ୍ତ ଙ୍କୁ ଭଲ ଲାଗୁ ଥିଲା ତାହା ସହ ସମଥିଙ୍ଗ୍ ସମଥିଙ୍ଗ୍ , ପାଗଳ ପ୍ରେମୀ , ମେଟ୍ରିକ୍ ଫେଲ ଏ ସବୁ ସିନେମା ସମୟ ରେ ସେତେବେଳେ ଏତେ ଡିଜିଟାଲ୍ ଚାଲୁ ନଥିଲା କି ଏତେ ସୋସିଆଲ୍ ମିଡ଼ିଆ ନଥିଲା ।

ଆଉ ଏବେ ୟ୍ୟୁଟବ୍ ସୋସିଆଲ ମିଡ଼ିଆ ରେ ଏ ସବୁ ପ୍ଲାଟଫର୍ମ ଆସି ଯାଇଛି । ଏହା ମାଧ୍ୟମ ରେ ସମସ୍ତେ ସିନେମା କୁ ଦେଖିଲେ ସେମାନେ ଜାଣିଲେ କଣ ଚେଞ୍ଜ୍ ହେଲା କି ନାହିଁ । ତେବେ ବର୍ତ୍ତମାନ ସମୟରେ ଯଦି ଭଲ ସିନେମା ଆସିବ ତହେଲେ ଦର୍ଶକ ମାନେ ନିଶ୍ଚିନ୍ତ ଭାବରେ ଦେଖିବେ ।

ବହୁତ ବଡ଼ ପ୍ରୋଜେକ୍ଟ ରେ ଯେମିତିକି ଗଡ ଫାଡର ସିନେମା ରେ ଚିରଞ୍ଜିବ୍ ଓ ସଲମନ୍ନ ଖାନ୍ନ୍ ତାପରେ ସିନେମା ବିକ୍ରମ ବେଧା ହିର୍ଟିକ୍ ସେଲ ଅଲ୍ଲୀ ଖାନ ଏମିତି ମଲ୍ଟୀପୁଲ୍ ଥିଲେ କିଛି ଅଲଗା ଲାଗିଲେ ଦର୍ଶକ ମାନେ ପସନ୍ଦ କରିବେ ଦେଖିବା ପାଇଁ ଯେମିତି ବାବୁଶାନ ଓ ଅନୁଭବ , ସବ୍ୟସାଚ୍ଚୀ ଓ ଆକାଶ , ବାବୁଶାନ ଓ ଅରିନ୍ଦମ , ଅରିନ୍ଦମ ଓ ଅନୁଭବ ଏମିତି ମଲ୍ଟୀପୁଲ୍ ସିନେମା ଆସିଲେ ଦର୍ଶକ ମାନେ ସିନେମା ଦେଖି ବାକୁ ପସନ୍ଦ କରିବେ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *