Breaking News

ସିନେମା ନିର୍ଦେଶକ ସୁଧାକର ବସନ୍ତ (Sudhakar Basant) କହିଲେ ଅର୍ଚ୍ଚନା ଘରେ ମୋ ଫିଲ୍ମ ସୁଟିଂ କରିଥିଲି – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅର୍ଚ୍ଚନା ଗିରଫ ହେବା ପରେ ତାଙ୍କ ର ସବୁ ଗୁମର ଖୋଲିବାରେ ଲାଗୁଚି । ମାୟାବିନୀ ଥିଲା ସେ ଅର୍ଚ୍ଚନା । ତା ମାୟା ରେ ବହୁତ ଜଣ ଅଛନ୍ତି । କେଉଁଠି ଆଉ କଣ କରୁଥିଲା କୁଆଡେ ଯାଉଥିଲା ଆଉ କାହା ସହ କଣ କଥା ହେଉ ଥିଲା । କାହାକୁ କେଉଁ କାମ ରେ ଲଗାଉ ଥିଲା । ଏ ସବୁ ଗୋଟି ଗୋଟି କରି ସବୁ ତଥ୍ୟ ଏବେ ସାମ୍ନା କୁ ଆସୁଛି ।

ତାହା ସହ ବହୁତ ବଡ଼ ବଡ଼ିଆ ଲୋକ ଙ୍କ ସହ ଫଟୋ ଉଠେଇ ଥିବାର ମଧ୍ୟ ନଜର ରେ ଆସିଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଂକୁ ଏ ନେଇ ବିଷୟ କହିବାକୁ ଯାଉଛୁ ଆପଣ ମାନେ ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ବାକୁ ଚାହୁଁ ଥିଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।

ବନ୍ଧୁଗଣ ଆପଣ ମାନେ ଡିରେକ୍ଟର ସୁଧାକର ବସନ୍ତ ସାର୍ ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ । ତେବେ ଏହି ଡିରେକ୍ଟର ଙ୍କ ନାଁ ଏବେ ଏଠି ପାଇଁ ଉଠୁନି କି ସେ ଭଲ ସିନେମା କରୁଛନ୍ତି ବୋଲି ନାଁ ଉଥୁଛୁ ତାଙ୍କ୍ ର କାରଣ ତାଙ୍କ ର ଏବେ ଏକ ଫଟୋ ଭାଇରାଲ ହେଉଛି ଅର୍ଚ୍ଚନା ନାଗ ଙ୍କ ସହିତ । ଏ ନେଇ ସାର୍ କଣ କହୁଛନ୍ତି ଆପଣ ମାନେ ମଧ୍ୟ ଜାଣିବାକୁ ନିଶ୍ଚିତ ଭାବରେ ଚାହୁଁ ଥିବେ ।

ବନ୍ଧୁଗଣ ଏ ନେଇ ଡିରେକ୍ଟର ସୁଧାକର ବସନ୍ତ କହିଛନ୍ତି କି ସତ୍ୟ ବିହାର ରେ ତାଙ୍କ ର ଗୋଟିଏ ସାଙ୍ଗ ର ଷ୍ଟୁଡ଼ିଓ ଥିଲା । ଯିଏ ଏଡିଟର୍ ପ୍ରକାଶ ଥିଲେ । ଯେତେବେଳେ ସେ ଏଡିଟିଙ୍ଗ କରୁଥିଲେ ସେତେବେଳେ ସେ ସୁନ୍ଦର ଘର କୁ ଦେଖିବାକୁ ପାଇ ଥିଲେ । ଆଉ ତାଙ୍କୁ ଏହି ଭଳି ସୁନ୍ଦର ଘର ଦରକାର ଥିଲା ସେହି ସମୟ ରେ ସାର୍ ଙ୍କ ର ଏକ ସିନେମା ଥିଲା ତେଣୁ କରି ସେ ସେହି ଘର କୁ ଚୋସ୍ କରି ଥିଲେ ସିନେମା କରିବା ପାଇଁ ।

ଆଉ ସେଇଠି ସେ ଦେଖା ହେଇଥିଲେ 1 ଦିନ ହିଁ । ସେଦିନ ବହୁତ କାମ ଥିଲା ସୁଟିଂ ରେ । ଆଉ ସେଦିନ ବର୍ଷ ବି ହେଉ ଥିଲା ଅର୍ଚ୍ଚନା ନାଗ ସୁଟିଂ ସମୟ ରେ ଆସି ବାସ ସୁଟିଂ ପାଇଁ ରୋମ ଖୋଲୁ ଥିଲେ ପରେ ସେ ତାଙ୍କ ଉପର ରୋମ୍ କୁ ଚାଲି ଯାଉ ଥିଲେ ଆଉ ସୁଟିଂ ତଳେ ହିଁ ହେଉ ଥିଲା ୟାଠାରୁ ଅଧିକ କିଛି ବି ନାହିଁ ।

ତାହା ସହ କହିଛନ୍ତି ଅର୍ଚ୍ଚନା ନାଗ ବାସ ଏକ ଫାନ୍ ହିସାବ ରେ ଫଟୋ ଉଠେଇ ଥିଲା କିନ୍ତୁ ଏବେ ନିଜ ର ସେଫ୍ ପାଇଁ କାହା ସ ଫଟୋ ଉଠେଇବା ବା ଦେବା ସେଫ୍ ନୁହଁ । କାହିଁକି ନାଁ କେହି କେତେବେଳେ ବି କାହାକୁ ବ୍ଲା-କ-ମେ-ଲ୍ କିଛି କୁ ନେଇ କରି ପାରନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *