ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ସମସ୍ତ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ । ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ୍ ଅଭିନେତା ଅଛନ୍ତି ଯେଉଁମାନେ କି ନେଗେଟିଭ ଚରିତ୍ର ରେ ଅଭିନୟ କରୁଛନ୍ତି ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ନେଗେଟିଭ ଚରିତ୍ର ରେ ଅଭିନୟ କରି ବେସ୍ ଲୋକ ପରିଚିତ ହୋଇ ପାରିଛନ୍ତି , ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଓ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ବିଦୁସ୍ମିତା
ଏହି ଅଭିନେତ୍ରୀ ଜଣକ କେବଳ ନେଗେଟିଭ ଚରିତ୍ର ରେ ନୁହେଁ ସେ ଭିନ୍ନ ଭିନ୍ନ ଚରିତ୍ର ରେ ନଜର ଆସି ଥାଆନ୍ତି । ଅଭିନେତ୍ରୀ ବିଦୁସ୍ମିତା ନିଜ ଜବରଦସ୍ତ ଅଭିନୟ ପାଇଁ ଆଜି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ବତନ୍ତ୍ର ପରିଚୟ ପାଇବା ସହିତ ଓଡ଼ିଶା ର ଘର୍ ଘରେ ପରିଚିତ । ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟ ଜୀବନୀ ମଧ୍ୟ ରେ ବହୁ ସାରା ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ।
ଏହି ଅଭିନେତ୍ରୀ ଜନକ କେବଳ ଚଳଚ୍ଚିତ୍ର ନୁହେଁ ବରଂ ଧାରାବାହିକ , ଆଲବମ ରେ ମଧ୍ୟ ନିଜ ଜବରଦସ୍ତ ଜଳବା ଦେଖାଇଛନ୍ତି । ଏହି ଅଭିନେତ୍ରୀ ଅନେକ ଆଲବମ୍ କରିଛନ୍ତି ଯାହାକି ସୁପର ହିଟ ହୋଇଛି । ଜବରଦସ୍ତ ଅଭିନୟ ପାଇଁ ଆଜି ବେଶ୍ ଲୋକ ପରିଚିତ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଇଟମ ଗାର୍ଲ୍ ।
ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ଜାରୀ ରଖିବା ସହ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରୀୟ ରୁହନ୍ତି । ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ଏହି ଚର୍ଚ୍ଚା ର କାରଣ ଟି ଆମର ଏହି ପେଜ ମାଧ୍ୟମ ରେ ଜାଣିବା ।
ବନ୍ଧୁଗଣ ବିଦୁସ୍ମିତା ଙ୍କ ଜନ୍ମ ଦିନ ଗତକାଲି ଥିଲା ଓ ଏହି ଜନ୍ମ ଦିନ ଉପଲକ୍ଷେ ବିଦୁସ୍ମିତା ଯାତ୍ରା ସ୍ଵର୍ଣମହଲ ମଞ୍ଚରେ କଳାକାରମାନଙ୍କ ସହ ଜନ୍ମ ଦିନ ଟି କୁ ବେଶ୍ ଧୁମ ଧାମ ରେ ପାଳନ କରିଛନ୍ତି ଓ ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଆପଣ ମାନେ ଏହି ଦୃଶ୍ୟ ଟି ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।