Breaking News

ସିନ୍ଦୁରର ଅଧିକାର ସିରିଏଲର ପବିତ୍ରା (Rosy) ଙ୍କର ଦୁଇ ଭଉଣୀ ବହୁତ ସୁନ୍ଦର, ଓଡିଆ ହିରୋଇନ ମାନଙ୍କ ସୁନ୍ଦରତା ବି ପଛରେ ପଡିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ , କିଏ ଚଳଚ୍ଚିତ୍ର ଦୁନିଆ ରେ ଅଭିନୟ କରି ତ ଆଉ କିଏ ଧାରାବାହିକ ଜଗତ ରେ ଅଭିନୟ କରି । ବନ୍ଧୁଗଣ ଆଜି ଆମେ ଜାଣିବା ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ


ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଧାରାବାହିକ ଜଗତ ର ଲୋକ ପରିଚିତ ଅଭିନେତ୍ରୀ ପବିତ୍ରା । ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଙ୍କ ବିଷୟ ରେ ଆପଣ ମାନେ ଅନେକ କିଛି ଜାଣିଥିବେ । ଆଜି ଆମେ ଏହି ଅଭିନେତ୍ରୀ ଙ୍କ ଦୁଇ ଭଉଣୀ ଙ୍କ ବିଷୟ ରେ ଜାଣିବା ।

ଆପଣ ମାନେ ପବିତ୍ରା ଙ୍କ ଅଭିନୟ ବହୁ ସାରା ଧାରାବାହିକ ରେ ଦେଖିଥିବେ । ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଓଡ଼ିଶା ର ଘର୍ ଘରେ ପରିଚିତ । ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ଜାରି ରଖିଛନ୍ତି ।

ସେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ସିନ୍ଦୂର ର ଅଧିକାର ରେ ଇତିଶ୍ରୀ ଙ୍କ ମାଆ ଚରିତ୍ର ରେ ନଜର ଆସୁଛନ୍ତି । ଆପଣ ମାନେ ଏହି ଧାରାବାହିକ ରେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ , ସେ ପ୍ରତ୍ୟେକ ଦିନ ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇ ଥାଆନ୍ତି ଏହି ଧାରାବାହିକ ମାଧ୍ୟମ ରେ ।

ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ସିନ୍ଦୂର ର ଅଧିକାର ଧାରାବାହିକ ଟି କରିବା ପୂର୍ବ ରୁ ସେ ଅନେକ ଧାରାବାହିକ ରେ ଅଭିନୟ କରିବା ସହ ଅନେକ ଚଳଚ୍ଚିତ୍ର ରେ ମଧ୍ୟ ନଜର ଆସିଛନ୍ତି । ଆପଣ ମାନେ ତାଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ନିଶ୍ଚିନ୍ତ ଭାବରେ ଦେଖିଥିବେ ।

ପବିତ୍ରା ଙ୍କ ଦୁଇ ଭଉଣୀ ଙ୍କୁ ଆପଣ ମାନେ ଆମେ ଏହି ପେଜ ମାଧ୍ୟମ ରେ ବେଶ୍ ଭଲ ଭାବରେ ଦେଖିବାକୁ ପାଉ ଥିବେ । ପବିତ୍ରା ଙ୍କ ସହ ଏହି ଫଟୋ ରେ ତାଙ୍କ ଦୁଇ ଭଉଣୀ ନଜର ଆସୁଛନ୍ତି ପବିତ୍ରା ନିଜେ ଏହି ଫଟୋ ଟି କୁ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *