ବନ୍ଧୁଗଣ ଆପଣ ମାନେ ଜାଣିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିନ୍ଦୁର ର ଅଧିକାର ସିରିଏଲ୍ । ତେବେ ଆପଣ ମାନେ ପବିତ୍ରା ଙ୍କୁ ବହୁତ ଭଲ ଭାବ ରେ ଜାଣିଥିବେ । ସେ ସିନ୍ଦୁର ର ଅଧିକାର ସିରିଏଲ ର ହିରୋଇନ ର ମାଆ ଭୂମିକା ରେ ବେସ ସୁନ୍ଦର ଅଭିନୟ କରୁଥିବାର ନଜର ରେ ଆସନ୍ତି । ତେବେ ପବିତ୍ରା ଙ୍କ ର ସିନ୍ଦୁର ର ଆଧିକାର ସିରିଏଲ ରେ ଦମଦାର ଅଭିନୟ ରେ ନଜର ରେ ଆସିଛନ୍ତି ଏବଂ ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ଅଧିକ ଭଲ ପାଇବା ମଧ୍ୟ ଦେଉଛନ୍ତି ।
ତେବେ ଆସନ୍ତୁ ଜାଣିବା ପବିତ୍ରା ଙ୍କ ପ୍ରକୃତ ଭଉଣୀ ମାନଙ୍କ ବିଷୟ ରେ । ଆପଣ ମାନେ ଯଦି ଏହି ବିବରଣୀ ଟି ସମ୍ପୁର୍ଣ୍ଣ ରୁପେ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢ଼ନ୍ତୁ ତେବେ ଆସନ୍ତୁ ଜାଣିବା ଆଜି ପବିତ୍ରା ଙ୍କ ବିଷୟ ରେ ତାଙ୍କ ର ପ୍ରକୃତ ଭଉଣୀ ମାନଙ୍କ ବିଷୟ ରେ । ବନ୍ଧୁଗଣ ପବିତ୍ରା ଙ୍କ ପ୍ରକୃତ ନାଁ ହେଉଛି ମୋନିକା କରନ । ସେ ବହୁତ ସାରା ସିରିଏଲ ଓ ସିନେମା ରେ ବହୁତ ସୁନ୍ଦର ଭାବରେ ଅଭିନୟ କରିଥିବା ର ନଜ ର ରେ ଆସିଛନ୍ତି ।
ତାଙ୍କ ର ସବୁ ଅଭିନୟ କୁ ଦର୍ସକ ମାନେ ବହୁତ ପସନ୍ଦ କରୁଛନ୍ତି । ପବିତ୍ରା ବହୁତ ସିରିଏଲ ଅଭିନୟ କରିଥିବାର ନଜର ରେ ଆସିଛନ୍ତି । ତେବେ ବର୍ତ୍ତମାନ ସମୟରେ ସେ ସିନ୍ଦୁର ର ଅଧିକାର ସିରିଏଲ ରେ ଦମଦାର ଅଭିନୟ କରିଥିବା ର ନଜର ରେ ଆସିଛନ୍ତି ସେ ଏହି ସିରିଏଲ ରେ ପବିତ୍ରା ଭୂମିକା ରେ ହିଁ ଅଭିନୟ କରୁଛନ୍ତି ।
ଏହି ସିରିଏଲ କି ମଧ୍ୟ ବହୁତ ଦର୍ଶକ ମାନେ ଅଧିକ ଭଲ ପାଇବା ଦେଉଛନ୍ତି । ସିନ୍ଦୁର ର ଅଧିକାର ସିରିଏଲ ରେ ତାଙ୍କ ର ଭୂମିକା ବହୁତ ଭଲ ରହିଛି ଯାହା ପାଇଁ କି ଦର୍ଶକ ମାନେ ତାଙ୍କ ଅଭିନୟ କୁ ଦେଖିବାକୁ ବହୁତ ପସନ୍ଦ କରୁଛନ୍ତି । ତେବେ ପବିତ୍ରା ବହୁତ କମ ସମୟ ରେ ସେ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି । ପବିତ୍ରା ଙ୍କ ପ୍ରକୃତ ରେ 2 ଟି ଭଉଣୀ ଅଛନ୍ତି ଯାହାକୁ ଆପଣ ମାନେ ଭାଇରାଲ ହେଉଥିବା ଏହି ଭିଡିଓ ମାଧ୍ୟମ ରେ ଦେଖି ପାରୁଥିବେ ।
ତାଙ୍କ ର 2 ଭଉଣୀ ମାନେ ମଧ୍ୟ ଦେଖିବାକୁ ପବିତ୍ରା ଭଳି ହିଁ ସୁନ୍ଦର । ପବିତ୍ର ଓ ତାଙ୍କ ଭଉଣୀ ମାନଙ୍କ ସହିତ ବହୁତ ଭଲ ରେ ମିଶନ୍ତି ଓ ତାଙ୍କ ମାନଙ୍କ ଭୀତ ରେ ବହୁତ ଅଧିକ ଭଲ ପାଇବା ଥିବା ର ଦେଖିବାକୁ ମିଳିଛି । ମୋନିକା ସେ ତାଙ୍କ ଭଉଣୀ ଙ୍କୁ ସବୁଠୁ ଅଧିକ ଭଲ ପାଇବା ଦିଅନ୍ତି । ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଫୋଟ ଗୁଡିକ ଅଧିକ ଭାଇରାଲ ହେବାରେ ଲାଗିଛି ଆଉ ସବୁ ଦର୍ସକ୍ ମାନେ ପ୍ରଥମ ଥର ପାଇଁ ଜାଣିଲେ ପବିତ୍ରା ଙ୍କ ପରିବାର ବିଷୟ ରେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।