Breaking News

ସିରିଏଲ ଓ ଯାତ୍ରା ଜଗତର ଲୋକପ୍ରିୟ ହିରୋ ଆକାଶ (Anubhab Prusty) କହିଲେ ସିରିଏଲ ଓ ଯାତ୍ରା ଉଭୟ ସମାନ, କାହିଁକି ଏମିତି କହିଲେ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଅଭିନେତା ଆକାଶ ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ । ତେବେ ଆପଣ ମାନଙ୍କ ର ମନେ ଥିବା ସାର୍ଥକ ଚ୍ୟାନେଲ୍ ରେ ପରି ସିରିଏଲ ଟି ପ୍ରସାରିତ୍ ହେଉ ଥିଲା ଯେଉଁ ସିରିଏଲ ଟି ଏବେ ସରି ଯାଇଛି ସେହି ସିରିଏଲ ଆକାଶ ହିରୋ ରୋଲ ରେ ଅଭିନୟ କରୁ ଥିଲେ ।

ତାଙ୍କ ର ଅଭିନୟ କୁ ଦର୍ଶକ ମାନେ ବହୁତ ଭଲ ପାଆନ୍ତି ସେ ବହୁତ ସିରିଏଲ ରେ ଅଭିନୟ କରି ଥିବାର ନଜର ରେ ଆସିଛନ୍ତି । ତାହା ସହ ମଙ୍ଗୁଳା କନ୍ୟା ମେଘା ସିରିଏଲ ରେ ଅଭିନୟ ମଧ୍ୟ କରି ଥିଲେ । ତେବେ ଆପଣ ମାନଙ୍କ ର ଏହି ପ୍ରିୟ ଅଭିନେତା ଆକାଶ ଏକ ଯାତ୍ରା ରେ ମଧ୍ୟ ନଜର ରେ ଆସିଛନ୍ତି ଏହି ଯାତ୍ରା ର ନାଁ ହେଉଛି ତୁମେ ହିଁ ସ୍ବର୍ଗ୍ ମୋର ।

ଏହି ନାଟକ ଟି ବହୁତ ଭଲ ହେଇଚି ଆଉ ଦର୍ଶକ ମାନେ ମଧ୍ୟ ଏହି ନାଟକ କୁ ଡିମାଣ୍ଡ୍ ମଧ୍ୟ ବହୁତ କରୁଛନ୍ତି । ଆକାଶ ମାୟାନଗରୀ ର ଗଣନଟ୍ୟ୍ ରେ ଅଭିନୟ କରୁଛନ୍ତି ଏଥିରେ ସେ ଦୁଇଟି ନାଟକ କରୁଛନ୍ତି ଗୋଟିଏ ହେଲା ତୁମେ ହିଁ ସ୍ବର୍ଗ୍ ମୋର ଆଉ ଗୋଟିଏ ହେଲା ବାପା ଙ୍କ ର ଭୁଲ ମୋ ପାଇଁ ଗଙ୍ଗା ତୁଳସୀ । ଆକାଶ ଅଭିନୟ କୁ ବହୁତ ଭଲ ପାଆନ୍ତି । ତାଙ୍କ ର ଯେତିକି ଭଲ ପାଇବା ନାଟକ ପ୍ରତି ଅଛି ସେତିକି ଭଲ ପାଇବା ସିରିଏଲ ପ୍ରତି ମଧ୍ୟ ଅଛି ।

ଆକାଶ ଅଭିନୟ କୁ ବହୁତ ଭଲ ପାଆନ୍ତି ପ୍ରଥମେ ସେ ଅଭିନୟ ତାଙ୍କ ଗାଁ ରୁ ଆରମ୍ଭ କରି ଥିଲେ ଡ୍ରାମା ରେ ଯେମିତି ଜାଣିଲେ ତାଙ୍କ ଦ୍ବାରା ଅଭିନୟ ଭଲ ହେଉଛି ତାପରେ ସେ ସିରିଏଲ ପାଇଁ ଚେଷ୍ଟ କଲେ ଆଉ ପରେ ଯାତ୍ରା ରେ ମଧ୍ୟ ଅଭିନୟ କଲେ । ସେ ପର୍ଯ୍ୟନ୍ତ 5 ଟା ସିରିଏଲ ରେ ଅଭିନୟ କଲେଣି ।

ଆକାଶ ଗୋଟିଏ ସଟ୍ ସିନେମ ମଧ୍ୟ କରିଛନ୍ତି କିନ୍ତୁ ଆଉ ଭଲ କ୍ୟାରେକ୍ଟର୍ ନ୍ ମିଳି ଥିବାରୁ ଏପର୍ଯ୍ୟନ୍ତ ସେ କୌଣସି ସିନେମା ରେ ଅଭିନୟ କରି ନାହାନ୍ତି । ସେ କେବେ ମ୍ୟାଟର୍ କରି ନଥାନ୍ତି କି ସେ କେଉଁଠି ଅଭିନୟ କରନ୍ତି ସେ ସିନେମା ହେଉ କି ସିରିଏଲ କିମ୍ବା ହେଉ ଯାତ୍ରା ରେ ସେ ବାସ ନିଜର ଅଭିନୟ କୁ ଲକ୍ଷ କରନ୍ତି ନିଜ ର ଅଭିନୟ କି ଭଲ କରିବାକୁ ସବୁବେଳେ ଚେଷ୍ଟା କରନ୍ତି । ଆଉ ସେ କୁହନ୍ତି ତାଙ୍କ ଅଭିନୟ ରେ ସେ ସବୁବେଳେ ଦର୍ଶକ ମାନଂକୁ ଭଲ ପାଇବା ଦେବେ ଆଉ ଦର୍ଶକ ମାନଙ୍କ ଠାରୁ ଭଲ ପାଇବା ପାଇବେ ତାଙ୍କ ଅଭିନୟ ମାଧ୍ୟମ ରେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *