Breaking News

ସୁଟିଙ୍ଗ ନାଁ ରେ ବି ଦୁବାଇ ବି ଅକ୍ଷୟ ପରିଜା (Akshay Parija) କରନ୍ତି ଖେଳ? କାମ ମିଳିଯାଏ ବୋଲି କେହି ମୁହଁ ଖୋଲନ୍ତି ନାହିଁ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ପୁଣି ଫେରିଲା କା-ଷ୍ଟିଂ କାଉଚ , ଚଳଚ୍ଚିତ୍ର ରେ ସୁଯୋଗ ଦେବା କୁ କହି ଶା-ରି-ରୀ-କ ସମ୍ପର୍କ ରଖନ୍ତି । କେବଳ ଓଡ଼ିଶା ରେ ନୁହେଁ ବରଂ ଦୁବାଇ ରେ ବି ଚାଲେ କାମ ବୋଲି ଏବେ ଚର୍ଚ୍ଚା ହେଉଛି  । କାମ ମିଳିଯାଏ ବୋଲି ଅନେକ ଯୁବତୀ ନିଜ ମୁହଁ କୁ ବନ୍ଦ୍ କରି ଥାଆନ୍ତି । ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରାଳ ହେଉଛି ଅକ୍ଷୟ ପରିଜା ଙ୍କ ଅ-ଶ୍ଳୀ- ଳ ଫଟୋ ।

ପ୍ରଯୋଜକ ଅକ୍ଷୟ ପରିଜା ଜଣେ ଯୁବତୀ ଙ୍କୁ ଅଭିନେତ୍ରୀ କରିଦେବା ପାଇଁ କହି ତାଙ୍କ ସହ ଶା-ରି-ରୀ-କ ସମ୍ପର୍କ ରଖି ଆସୁଥିଲେ । ବନ୍ଧୁଗଣ ଖାଲି ଶାରି-ରୀକ ସମ୍ପର୍କ ନୁହେଁ ତା ସହିତ ମାନସିକ ନି-ର୍ଯା-ତ-ନା ଦେଇ ଥାଆନ୍ତି ଏହି ଲୋକ ପରିଚିତ ପ୍ରଯୋଜକ ଜଣକ । ଏହି ସମୟ ରେ ଏହି ଘଟଣା କୁ ନେଇ କିଛି ସମକ୍ଷିକ ମତ ଦେଇ କହିଛନ୍ତି ଏହା ଆଜି ଲୋକ ଲୋଚନ ଆସିଛି ।

କିନ୍ତୁ ଏହିଭଳି ଘଟଣା ବିଗତ ଦିନ ଧରି ଚାଲି ଆସୁଛି , ସିନେମା ରେ ଅଭିନୟ କରିବାକୁ ଯାଇ ଅନେକ ଅଭିନେତ୍ରୀ ଏହି ଭଳି କାର୍ଯ୍ୟ କରିଛନ୍ତି । ଯେଉଁ ଗରିବ ଘର୍ ଝିଅ କଳା କୁ କିମ୍ବା ଅଭିନୟ କରାଇ ଦେବାର ଫାଇଦା ଉଠାଉଛନ୍ତି । ଗ୍ଲାମର ଦୁନିଆ ରେ ଏହି ଭଳି ଘଟଣା ଘଟିବା କିଛି ବଡ କଥା ନୁହେଁ କିନ୍ତୁ ଓଡ଼ିଶା ଜଣେ ଜଣା ଶୁଣା ପ୍ରଯୋଜକ ଏହି ଭଳି କାର୍ଯ୍ୟ କରିବା ଦ୍ୱାରା ସିନେମା କୁ , କୁ ପ୍ରଭାବ ପକାଉଛି ।

ଅନେକ ଅଭିନେତ୍ରୀ ଙ୍କୁ ନେଇ ଦୁବାଇ ଯାଇ ସେଠାରେ ସେମାନ ଙ୍କ ସହ ସଂପର୍କ ରଖନ୍ତି କିନ୍ତୁ କାମ ପାଉ ଥିବାରୁ କେହି ବି ମୁହଁ ଖୋଲନ୍ତି ନାହିଁ । ଯେଉଁ ନୂତନ ଅଭିନେତ୍ରୀ ମାନେ ଅଭିନୟ ଜଗତ କୁ ଆସିବା ପାଇଁ ଚାହୁଁଛନ୍ତି , ସେମାନେ ଏହି ଘଟଣା ଟି ଦେଖିବା ପରେ ଅଭିନୟ ଠାରୁ ମୁହଁ ଫେରାଇ ଦେବେ । ଏହି କାରଣ ଅନେକ ବାପା ମା ମାନେ ନିଜ ଝିଅ କୁ ଏହି ଅଭିନୟ ଦୁନିଆ କୁ ଛାଡନ୍ତି ନାହିଁ ।

ଏହାର ଖୁବ୍ ଶୀଘ୍ର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର । ସୋସିଆଲ ମିଡ଼ିଆ ରେ ଅକ୍ଷୟ ପରିଜା ଙ୍କ ଅ-ଶ୍ଳୀ-ଳ ଫଟୋ ଭାଇରାଳ ହେବା ପରେ ବର୍ତ୍ତମାନ୍ ସମୟ ରେ ଏହାକୁ ଖଣ୍ଡନ କରିଛନ୍ତି ଓ ପ୍ରତିକ୍ରିୟା ରଖିଛନ୍ତି ଯେ ଏହି ଫଟୋ ତାଙ୍କର ନୁହେଁ ଏହାକୁ କିଏ ଏଡିଟିଙ୍ଗ କରିଛି। ଏହା ସହିତ ଅଭିଯୋଗ ଆଣିଥିବା ଯୁବତୀ ଙ୍କ ନାମ ରେ ଥାନା ରେ ଅଭିଯୋଗ କରିଛନ୍ତି ।

ଯୁବତୀ ଜଣକ ତାଙ୍କୁ ଧ-ମ-କ ଦେବା ସହ ତାଙ୍କୁ ୩ କୋଟି ଟଙ୍କା ଡିମାଣ୍ଡ କରୁଥିଲେ । ଘଟଣା ପଛରେ କେତେ ସତ୍ୟା ସତ୍ୟ ରହିଛି ତାହା ପୋଲିସ ର ତଦନ୍ତ ପରେ ଜଣା ପଡ଼ିବ । ଏହା ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଥିବା ସମୟ ଏହାକୁ ଅନେକ ବ୍ୟକ୍ତି ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ଏହି ପ୍ରଯୋଜକ ପାଇଁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟତା କମିବା ସହ ଓଡିଆ ଇଣ୍ଡଷ୍ଟ୍ରି ବଦନାମ ହେଉଛି ଭଳି ଅନେକ କିଛି ।।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *