ଆପଣ ମାନେ ଜାଣିଥିବେ ଏହି କିଛି ଦିନ ତଳେ ଜଣେ ଯୁବକ ଅଭିଯୋଗ ଆଣି ଥିବେ ଓଡ଼ିଆ ସିନେମା ବାପା କୁ ନେଇ। ସେ ଯୁବକ ଜଣକ କହିଥିଲେ ବାପା ସିନେମା ର କାହାଣୀ ଟି ହେଉଛି ତାଙ୍କ ପ୍ରକୃତ ଜୀବନୀ କାହାଣୀ ଆଉ କାହାଣୀ କୁ ନେଇ ସେ ଏକ କାହାଣୀ ଟିଏ ଲେଖି ଥିଲେ ଯେଉଁ କାହାଣୀ କୁ ସେ ତାଙ୍କ ଛୋଟ ବେଳ ର ସାଙ୍ଗ ପ୍ରକାଶ ଜେନା ଙ୍କୁ କହି ଥିଲେ ।
ଆଉ ପ୍ରକାଶ ଜେନା ତାଙ୍କୁ କିଛି ନ କହି ତାଙ୍କ କାହାଣୀ ଙ୍କୁ ନେଇ ଏକ ସିନେମା ବନେଇ ଛନ୍ତି କିନ୍ତୁ ଏ ନେଇ କେଉଁ ଠାରେ ତାଙ୍କ ପ୍ରକୃତ କାହାଣୀ ବୋଲି ବିବେଚନା କରା ଯାଇ ନାହିଁ କିମ୍ବା ତାଙ୍କ ନାମ କୁ ଲୋକ ଆଗକୁ ଆଣି ନାହାନ୍ତି ଏ ନେଇ ମିଡ଼ିଆ ଆଗରେ ଏମିତି କିଛି ଅଭିଯୋଗ କରିଥିଲେ ସେହି ଯୁବକ ଜଣକ ।
ତାହା ସହ ମଧ୍ୟ କହି ଥିଲେ କି ସିଦ୍ଧାନ୍ତ୍ ମହାପାତ୍ର ସବୁ ବେଳେ ପରଦା ଆଗରେ ଖଳନାୟକ ଭାବରେ ଅଭିନୟ୍ କରନ୍ତି ତାହା ସହ ସେ ପରଦା ପଛ ର ମଧ୍ୟ ଖଳନାୟକ ବୋଲି କହିଥିଲେ । ତେବେ ଏ ନେଇ ସିଦ୍ଧାନ୍ତ ମହାପାତ୍ର କଣ କହିଛନ୍ତି ଆସନ୍ତୁ ଜାଣିବା । ସିଦ୍ଧାନ୍ତ୍ ମହାପାତ୍ର କହିବା ଅନୁଯାୟୀ ଯଦି ସେହି ଯୁବକ ଙ୍କ ର କିଛି ପ୍ରକୃତ ଅଭିଯୋଗ ଅଛି ତାହେଲେ ସେ ଯଥା ଶୀଘ୍ର ପୋଲିସ ଥାନା ରେ ଆଫେୟାର ଲେଖେଇବା ଦରକାର ।
ଯାହା ସେ କହୁଛନ୍ତି ସେ ସବୁ କାମ କରିବା ଆବଶ୍ୟକ । ଯଦି କାହାଣୀ ଚୋରି ହେଇଛି ସେ ନେଇ ପଦକ୍ଷେପ ନେବା ଆବଶ୍ୟକ ମଧ୍ୟ । ଯଦି କେହି ଭୁଲ କରିବ ତାହେଲେ ସିଦ୍ଧାନ୍ତ୍ ମହାପାତ୍ର କେବେ ବି ତାଙ୍କୁ ସମର୍ଥନ କରିବେ ନାହିଁ । ଯଦି ସେହି ଯୁବକ ଆଫେୟାର ଦେବେ ତାହେଲେ ତାଙ୍କ ପାଖରେ ନିଶ୍ଚୟ ପ୍ରମାଣ ମଧ୍ୟ ଥିବ ।
ତାହା ସହ କହିଲେ ସେ କେବେ ଚାହାନ୍ତି ନାହିଁ କି ତାଙ୍କ କାହାଣୀ ଟି ଏମିତି କିଛି ବିବଦିୟ୍ ରେ ରହିବ ବା ଏକ କଣ୍ଟ୍ରୋବସି ହେବ ତାପରେ ସମସ୍ତେ କହିବେ ଏଇଠି ପାଇଁ ସିନେମା ହିଟ ହେଲା ଏମିତି ଯଦି ହେଇ ଯିବା ତାହେଲେ ଏହି ସିନେମା କାମ କରି ଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କ ର କିଛି ବି ମୂଲ୍ୟ ରହିବ ନାହିଁ । ତାହା ସହ ଦର୍ଶକ ମାନଙ୍କ ପ୍ରତି ଯେଉଁ ସମ୍ମାନ ସେହି ସମ୍ମାନ ରହିବ ନାହିଁ । ଯଦି ସେ ଯୁବକ ପାଖ ରେ ଏ ନେଇ ପ୍ରମାଣ ଥିବ ତାହେଲେ ସିଦ୍ଧାନ୍ତ୍ ମହାପାତ୍ର ନିଶ୍ଚୟ ତାଙ୍କୁ ସାଥ ଦେବେ ।।