ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଏହି ଅଭିନୟ ଦୁନିଆ ରେ ଦର୍ଶକ ମାନ ଙ୍କ ମନୋରଂଜନ କରାଇବା ପାଇଁ ଅନେକ ଚଳଚିତ୍ର ନିର୍ମିତ ହୋଇଥାଏ । ଦର୍ଶକ ମାନ ଙ୍କ ସବୁଦିନ ମନୋରଂଜନ କରାଇବା ପାଇଁ ସବୁଦିନ ଧାରାବାହିକ ମଧ୍ଯ ପ୍ରସାରିତ ହେଉଥାଏ । ଚଳଚ୍ଚିତ୍ର ମାନ ଙ୍କ ରେ ଦର୍ଶକ ମାନ ଙ୍କ ମନୋରଂଜନ କରାଇବା ପାଇଁ ଚଳଚ୍ଚିତ୍ର ରେ ଅନେକ କିଛି ଥାଏ ।
ହଁ ବନ୍ଧୁ ହସ୍ ଖୁସି, କାନ୍ଦ ଲୁହ , ରୋମାନ୍ସ ଏବଂ କମେଡି ଭଳି ଅନେକ ଦୃଶ୍ୟ ଥାଏ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି ।
ଯେଉଁ ମାନେ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ କିନ୍ତୁ ନିଜ ଅଭିନୟ ପାଇଁ ସେ ବେଶ୍ ଲୋକ ପରିଚିତ । ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ ଦେଖିବାକୁ ବେଶ୍ ଇଚ୍ଛୁକ ଅଟନ୍ତି । ଆଜି ଆମେ ଯେଉଁ ଅଭିନେତା ଙ୍କ ବିଷୟ ରେ ଜାଣିବାକୁ ପାଇବା ସେହି ଅଭିନେତା ଜଣକ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ଯିବା ପରେ ବର୍ତ୍ତମାନ୍ ସମୟ ରେ ରାଜନୀତି କରୁଛନ୍ତି ।
ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ଅନୁଭବ ମହାନ୍ତି । ଆପଣ ମାନେ ଅନୁଭବ ମହାନ୍ତି ଙ୍କୁ ଭଲ ଭାବ ରେ ଜାଣିଥିବେ । ଅଭିନେତା ଅନୁଭବ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଦୀର୍ଘ ବର୍ଷ ହେଲା କାମ କରି ଆସୁଛନ୍ତି ଓ ବର୍ତ୍ତମାନ ସମୟ ରେ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରାଜନୀତି ଦୁନିଆ ରେ ପାଦ ଥାପି ଛନ୍ତି ।
ଆପଣ ମାନେ ଜାଣିଥିବେ ଅନୁଭବ ମହାନ୍ତି ତାଙ୍କ ଅଭିନୟ ଜୀବନୀ ମଧ୍ୟ ରେ ବହୁ ସାରା ଚଳଚିତ୍ର ଅଭିନୟ କରିଛନ୍ତି । ଦର୍ଶକ ମାନେ ମଧ୍ୟ ଅନୁଭବ ଙ୍କୁ ବେସ ପସନ୍ଦ କରିବା ସହିତ ତାଙ୍କ ଅଭିନୟ କୁ ବେସ ପସନ୍ଦ କରିଥାନ୍ତି । ତାହେଲେ ବନ୍ଧୁଗଣ ଅନୁଭବ ଆଜି ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଘର ଘରେ ପରିଚିତ ।
ବର୍ତ୍ତମାନ୍ ସମୟ ରେ ସେ କେନ୍ଦ୍ରାପଡ଼ା ର ସାଂସଦ । ଅନୁଭବ ନିଜ ପ୍ରଶଂସକ ପାଇଁ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିଥାନ୍ତି । ବର୍ତ୍ତମାନ୍ ସମୟ ରେ ଅନୁଭବ ନିଜ ପ୍ରଶଂସକ ମାନ ଙ୍କୁ ଭଲ ଖବର ଦେଇଛନ୍ତି , ହଁ ବନ୍ଧୁ ଖୁବ୍ ଶୀଘ୍ର ନିଜ ପ୍ରଶଂସକ ମାନ ଙ୍କୁ ଏକ ଖୁସି ଖବର ଦେବା କୁ ଯାଉଛନ୍ତି ଅନୁଭବ । ଏହି ଖୁସି ଖବର ଟି କଣ ସେ ତାହା ଆଗାମୀ ଦିନ ମାନ ଙ୍କ ରେ ଜଣାଇବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।