ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ସମସ୍ତ ଙ୍କ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ଏହି ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କେଉଁ ଚଳଚ୍ଚିତ୍ର ଆସୁଛି ତାହା ଭଲ ଭାବରେ ଜାଣି ହେଉଛି , ହଁ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିବା ସହ ଆଗାମୀ ଦିନ ରେ ଆସିବାକୁ ଯାଉଥିବା ଚଳଚ୍ଚିତ୍ର କିମ୍ବା ଆଉ କିଛି ସେମାନେ ସୂଚନା ଦେଇ ଥାଆନ୍ତି ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଦର୍ଶକ ମାନେ ଅପେକ୍ଷା କରିଥିବା ଚଳଚ୍ଚିତ୍ର ଟି ର ଟ୍ରିଜର ବର୍ତ୍ତମାନ୍ ସମୟ ରେ ଆସି ଯାଇଛି ଓ ଚଳଚ୍ଚିତ୍ର ଟି ଖୁବ୍ ଶୀଘ୍ର ଆସିବାକୁ ଯାଉଛି , ବର୍ତ୍ତମାନ୍ ସମୟ ରେ ଏହି ଟ୍ରିଜର ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି ଓ ବେଶ୍ ଭାଈରାଲ ହେବା ରେ ଲାଗିଛି , ଆଜି ଆମେ ସେହି ବିଷୟ ରେ ଜାଣିବା
ତାହେଲେ ବନ୍ଧୁଗଣ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କ ଅଭିନୟ ଦେଖିବା ପାଇଁ ବେଶ୍ ଇଚ୍ଛୁକ ଥିଲେ କିନ୍ତୁ ଏହି ଅଭିନେତା ଜଣକ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ସେ ରାଜନୀତି ଦୁନିଆ ରେ ପାଦ ଦେଇଥିଲେ , ବର୍ତ୍ତମାନ୍ ସମୟ ରେ ସେ କେନ୍ଦ୍ରାପଡ଼ା ର ସାଂସଦ। ଏହି ଅଭିନେତା ଜଣକ ଆଗାମୀ ଦିନ ରେ ରାବଣ ଚଳଚ୍ଚିତ୍ର ଆସିବାକୁ କୁ ନେଇ ବେଶ୍ ଚର୍ଚ୍ଚା ଚାଲି ଥିଲା । ଆଜି ଆମେ ସେହି ବିଷୟ ରେ ଜାଣିବା ।
ଆପଣ ମାନେ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ ଜବରଦସ୍ତ ଅଭିନୟ କରି ଥିବାର । ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଦୀର୍ଘ ବର୍ଷ କାମ କରି ଆସୁଛନ୍ତି ।ଏହି ଅଭିନେତା ଜଣକ ସର୍ଵ ପ୍ରଥମେ ବହୁ ସାରା ଆଲଵମ୍ ରେ ନଜର ଆସିଥିଲେ ଓ ଏହା ପରେ ସେ ଲୋକ ପରିଚିତ ହେବା ପରେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆ କୁ ପ୍ରବେଶ କରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ସହ ଚଳଚ୍ଚିତ୍ର କରିଥିଲେ ।
ଅନୁଭବ ଙ୍କ ଅଭିନୟ ଦେଖିବାକୁ ଦର୍ଶକ ମାନେ ବେଶ୍ ପସନ୍ଦ କରି ଥାଆନ୍ତି ।ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଜଣକ ରାଜନୀତି ରେ ପାଦ ଦେବା ପରେ ସେ ଅଭିନୟ ଦୁନିଆ ଠାରୁ ଦୂରେଇ ହୋଇ ରହିଥିଲେ , ଅନୁଭବ ଙ୍କୁ ନେଇ ଆଗାମୀ ଦିନ ମାନ ଙ୍କ ରେ ଏକ ଚଳଚିତ୍ର ଆସିବାକୁ ଯାଉଛି ଯାହାର ନାମ ରହିଛି ରାବଣ , ଏହି ରାବଣ ଚଳଚ୍ଚିତ୍ର ଟି କୁ ଦେଖିବା ପାଇଁ ଦର୍ଶକ ମାନେ ଅପେକ୍ଷା କରିଛନ୍ତି ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ରାବଣ ଚଳଚ୍ଚିତ୍ର ର ଟିଜର ଆସି ଯାଇଛି ଓ ଏହି ଟିଜର ଟି ହିନ୍ଦୀ ଭାଷା ରେ ଶୁଣିବାକୁ ମିଳୁଛି , ଏହା ଏକ ଅଡିଓ ଯାହାକି ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରହିଛି ଓ ଆପଣ ମାନେ ଏହି ହିନ୍ଦୀ ଅଡିଓ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।