ଆପଣ ମାନେ କାଳିଆ ଷଣ୍ଢ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେ ତାଙ୍କ କମେଡିୟାନ ଭିଡିଓ ମାଧ୍ୟମ୍ ରେ ଓଡିଶା ରେ ଖୁବ୍ ପରିଚିତ୍ ଅଛନ୍ତି । ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡ଼ିଆ ରେ ୟ୍ୟୁଟୁବର ମାନେ ବହୁତ ଅଛନ୍ତି ଆଉ ସମସ୍ତେ ଭିନ୍ନ ପ୍ରକାର ର ଭିଡିଓ ବନାନ୍ତି ଯାହାକି ଆମେ ତାକୁ ୟ୍ୟୁଟବ୍ ମାଧ୍ୟମ ରେ ଦେଖି ଥାଉ। ତାହା ସହ କିଛି ଭିନ୍ନ ପ୍ରକାର ଭିଡିଓ ଦେଖିବାକୁ ବହୁତ ଭଲ ମଧ୍ୟ ପାଇଥାନ୍ତି ଦର୍ଶକ ମାନେ ।
ମିଷ୍ଟର୍ ଗୁଲୁଆ , କାଳିଆ ଷଣ୍ଢ ଆଉ ତାଙ୍କ ର ଟିମ୍ ମିଶିକି ଭିଡିଓ ବନାନ୍ତି । ଯାହାକି ଆପଣ ମାନେ ଦେଖି ଥିବେ । ତେବେ ବର୍ତ୍ତମାନ ସମୟ ରେ କାଳିଆ ଷଣ୍ଢ ର ଏକ ଭିଡିଓ ଭାଇରାଲ୍ ହେବାକୁ ଲାଗୁଚି ଯଦି ଆପଣ ମାନେ ବିଷୟ ରେ ଜାଣିବାକୁ ଚାହୁଁଛନ୍ତି ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ତାପରେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ତଥ୍ୟ ଟିକୁ ଜାଣି ପାରିବେ ।
ମିଷ୍ଟର୍ ଗୁଲୁଆ ,କାଳିଆ ଷଣ୍ଢ ଆଉ ତାଙ୍କ ଗ୍ୟାଙ୍ଗ୍ ବିଷୟ ରେ ସମସ୍ତେ ଜାଣିଛନ୍ତି । ତାଙ୍କ ଗ୍ରୁପ ରେ ଯେଉଁ ମାନେ ଅଛନ୍ତି ସେମାନେ ନିଜ ର ଅଭିନୟ କୁ ବହୁତ ଭଲ ଭାବରେ କରିଥାନ୍ତି । ତେବେ ସିନେମା କୁ ଯେପରି ଦର୍ଶକ ମାନେ ଦେଖି ମଜ୍ଜା ଉଠାଉଛନ୍ତି ସେହି ପରି ଦର୍ଶକ ମାନେ ଏହି ୟ୍ୟୁଟବ୍ ଭିଡିଓ କୁ ଦେଖି ମଜ୍ଜା ଉଠାଉଛନ୍ତି ।
ଆଉ ଦର୍ଶକ ମାନେ ଏହି ୟ୍ୟୁଟୁବ୍ ଭିଡିଓ କୁ ଏତେ ଭଲ ପାଅନ୍ତି ଯେ କେବଳ ଏହି ଭିଡିଓ ଗୁଡିକ ହିଁ ଦେଖି ଥାନ୍ତି । ବହୁତ ପ୍ରକାର ର ୟ୍ୟୁଟୁବ୍ ରେ ଭିଡିଓ ବନି ଥାଏ । ସେ କିଛି କାହାଣୀ କୁ ନେଇ କିମ୍ବା କମେଡିଆନ୍ । ଏମାନ ଙ୍କ ମନୋରଞ୍ଜନ କେଉଁ ସିନେମା ଠାରୁ ମଧ୍ୟ କମ୍ ନୁହଁ । ତେବେ କାଳିଆ ଷଣ୍ଢ ଆୱାର୍ଡ ଦେଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପିପିଲ୍ ର ଏମଏଲ୍ ରୁଦ୍ର ମହାରଥି ।
ଯାହା କୁ ପାଇ ବହୁତ ଖୁସି ଅଛନ୍ତି କାଳିଆ ଷଣ୍ଢ । ଏହି ଆୱାର୍ଡ ପାଇଲା ପରେ ତାଙ୍କ ର ସମସ୍ତେ ଫଟୋ ଉଠାଉଛନ୍ତି ତାଙ୍କ ର ବହୁତ ପ୍ରଶଂସା ହେଉଛି ଯାହାକି ଆପଣ ମାନେ ଭାଇରାଲ୍ ହେଉ ଥିବା ଭିଡିଓ ମାଧ୍ୟ ରେ ଦେଖି ପରୁଥିବକାଳିଆ ଷଣ୍ଢ ସହ ତାଙ୍କ ସ୍ତ୍ରୀ ମଧ୍ୟ ଆସିଛନ୍ତି । ଅନୁଭବ ମହାନ୍ତି ଏହି ଯୋଡି କୁ ଦେଖି କହିଛନ୍ତି ଆଜି ଦୁହେଁ ବହୁତ ଚମକୁଜ ।
ଏହି ଆୱାର୍ଡ ଟି ତାଙ୍କୁ ପ୍ରଥମ ନୀଳକଣ୍ଠେଶ୍ଵର ମହୋତ୍ସବ ତରଫ ରୁ ମିଳିଛି । ତେବେ ଏହି ଭିଡିଓ ଟି ବର୍ତ୍ତମାନ ସମୟରେ ବହୁତ ଭାଇରାଲ୍ ହେବାକୁ ଲାଗୁଚି ସୋସିଆଲ୍ ମିଡ଼ିଆ ରେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।