Breaking News

ସୁରଟ ରୁ ରୂପା (Rupa) କିଣିଲେ ନୂଆ ଶାଢୀ, ଶାଢୀର ଦାମ ମାତ୍ର… ଶାଢୀର ଦାମ ଜାଣିଲେ ଆପଣ ଚକିତ ହେବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ର ଲୋକ ପ୍ରୀୟତା ଦିନ କୁ ଦିନ ବଢିବା ରେ ଲାଗିଛି । ଏହି ଲୋକ ପ୍ରୀୟତା ଦିନ କୁ ଦିନ ବେଶ୍ ଲୋକ ପ୍ରିୟ ହେବା କାରଣ ହେଲା ଯେ ଏହି ସୋସିଆଲ ମିଡ଼ିଆ ସବୁଦିନ ଅନେକ ଲୋକ ଙ୍କୁ ବେଶ୍ ଲୋକ ପରିଚିତ କରାଇ ପାରିଛି , ବିଭିନ୍ନ ଲୋକ ଙ୍କୁ ଓଡ଼ିଶା ର ଘର୍ ଘରେ ପରିଚିତ କରାଇ ପାରିଛି ।


ଖାଲି ସେତିକି ନୁହେଁ ବରଂ ସେମାନ ଙ୍କୁ ରୋଜଗାର କ୍ଷମ ମଧ୍ୟ କରାଈ ଥାଏ । ହଁ ବନ୍ଧୁ ଆପଣ ପରିଶ୍ରମ କରିବାକୁ ପଡ଼ିବ ଓ ଆପଣ ଙ୍କ ପରିଶ୍ରମ କୁ କେମିତି ଲୋକ ଙ୍କ ପାଖ ରେ ପହଞ୍ଚାଇବା ସେହି କାମ ହେଉଛି ସୋସିଆଲ ମିଡ଼ିଆ ର । ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିଥିବେ ଯେଉଁଥିରେ ବ୍ୟକ୍ତି ନିଜ କଳା କୁ ପ୍ରଦର୍ଶିତ କରାଇ ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି ।


ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଲୋକ ମାନେ ଲୋକ ପ୍ରିୟ ହେବା ନିଜ you tube ଚ୍ୟାନେଲ ନିଜ ବ୍ଲଗ୍ ଭିଡିଓ ପ୍ରସ୍ତୁତ କରି ଥାଆନ୍ତି ଓ ଯାହାକି ନିଜ ବ୍ୟକ୍ତିଗତ ଜୀବନ କାହାଣୀ କୁ ନେଇ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଶା ରେ ଅନେକ ବ୍ଲଗର ଅଛନ୍ତି , ଯେଉଁ ମାନେ କି ନିଜ ବ୍ଲଗ୍ ଭିଡିଓ କରି ଆଜି ଭଲ ଟଙ୍କା ରୋଜଗାର କରୁଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଯେମିତି ଆମ ଓଡ଼ିଶା ର ନମ୍ୱର୍ ୱାନ ବ୍ଲଗର ରୂପା ପିଣ୍ଟୁ, ଯିଏ କି ଓଡ଼ିଶା ର ଘର୍ ଘରେ ପରିଚିତ । ଆପଣ ମାନେ ଜାଣିଥିବେ ଯେ ଏହି ଯୋଡି ଙ୍କ ୟୁ ଟ୍ୟୁବ୍ ଚ୍ୟାନେଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ଚ୍ୟାନେଲ ।

ଏହି ଚ୍ୟାନେଲ ଟି ବହୁତ୍ କମ ଦିନ ରେ ବେଶ୍ ଲୋକ ପ୍ରିୟ ହୋଇ ପାରିଛି ଓ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି । ଏହି ଚ୍ୟାନେଲ ରୂପା ଓ ପିଣ୍ଟୁ ପ୍ରତିଦିନ ବ୍ଲଗ୍ କରି ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରିଥାଆନ୍ତି ଓ ଯାହାକୁ ଦର୍ଶକ ମାନେ ବେଶ୍ ପସନ୍ଦ କରୁଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ରୂପା ପିଣ୍ଟୁ ସୁରାଟ ଯାଇଛନ୍ତି ।

ହଁ ବନ୍ଧୁ ନିଜ ନୂଆ ବ୍ଲଗ୍ ଭିଡିଓ ପାଇଁ ସେ ସୂରାଟ ଯାଇଛନ୍ତି , ସୁରାଟ ଯିବା ର କାରଣ ହେଲା ଯେ ସେ ସୁରାଟ ର ଏକ ଆଜମେରା ଫ୍ୟାସନ କୁ ବୁଲିବା ପାଇଁ ଯାଇଛନ୍ତି ଓ ସେଠାରେ ବହୁତ୍ କମ୍ ମୂଲ୍ୟ ରେ ଦାମୀ ଦାମୀ ଶାଢୀ ମିଳୁଛି , ସେହି ଶାଢ଼ୀ କୁ କିଣି ପ୍ରାୟ ଆମ ଓଡ଼ିଶା ର ଅନେକ ବ୍ୟକ୍ତି ବିକିବା ସହ ଭଲ ଲାଭ କରୁଛନ୍ତି । ସେଠାକୁ ଯାଇ ସବୁକିଛି ଦେଖିଛନ୍ତି ଓ ନିଜ ଦର୍ଶକ ମାନ ଙ୍କୁ ଦେଖାଇଛନ୍ତି , ଏହି ଭିଡିଓ ଟି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *