ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟରେ ଆମ ସଂସ୍କୃତି ରେ ଅନେକ ପର୍ବ ରହିଛି ଯାହାକୁ ମଣିଷ ମାନେ ବେଶ୍ ଧୁମ୍ ଧାମରେ ପାଳନ କରି ଥାଆନ୍ତି । ବର୍ତ୍ତମାନ ସମୟରେ ସରି ଯାଇଛି ରଙ୍ଗ ର ପର୍ବ ହୋଲି । ଏହି ଦିନ ଟି ଏମିତି ହୋଇ ଥାଏ ମଣିଷ ଅନେକ ରଙ୍ଗ ରେ ବୋଲି ହୋଇ ଅନ୍ୟ ଲୋକ ମାନ ଙ୍କ ଠାରେ ରଙ୍ଗ ବୋଲି ବେଶ୍ ଧୁମ୍ ଧାମରେ ପାଳନ କରି ଥାଏ ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଗତକାଲି ସରି ଯାଇଛି ହୋଲି ର ଦିନ ଟି । ଓଡ଼ିଶା ର ଲୋକ ମାନେ ଏହାକୁ ଧୁମ୍ ଧାମରେ ପାଳନ କରି ଥାଆନ୍ତି । ଏହି ହୋଲି ପର୍ବ କଣ ପାଇଁ ପାଳନ କରି ଯାଇଥାଏ ତାହା ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ବର୍ତ୍ତମାନ ସମୟ ରେ ହୋଲି ର ପର୍ବ ରେ ଲୋକ ମାନେ ଭୋଜି ଭାତ କରି ହସ ଖୁସି ହୋଇଥାଏ ।
ଆପଣ ମାନେ ଜଟଣୀ ବିଧାୟକ ସୁର ରାଉତରାୟ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ସୁର ରାଉତରାୟ ଯିଏ ଓଡ଼ିଶା ର ଲୋକ ଙ୍କ ର ଅତି ପ୍ରିୟ ର ଅଭିନେତା । ବର୍ତ୍ତମାନ ସମୟ ର ଯୁବ ପିଢ଼ି ମାନେ ତାଙ୍କୁ ସୁର ଅଜା ବୋଲି ଡାକି ଥାଆନ୍ତି । ସମସ୍ତ ଙ୍କ ପ୍ରିୟ ହେଉଛନ୍ତି ସୁର ଅଜା , ବର୍ତ୍ତମାନ ସମୟ ରେ ସୁର ଅଜା ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ହୋଲି ର ପର୍ବ କୁ ନେଇ ।
ବର୍ତ୍ତମାନ ସମୟରେ ସୁର ଅଜା କଂଗ୍ରେସ ଭବନ ରେ ଦଳୀୟ ଲୋକ ମାନ ଙ୍କ ସହ ହୋଲି ଟି କୁ ବେଶ୍ ଧୁମ୍ ଧାମରେ ପାଳନ କରି ଛନ୍ତି ରଙ୍ଗ ବୋଳା ବୋଲି ହୋଇ । ସବୁଠୁ ବଡ କଥା ହେଲା ଯେ ସୁର ରାଉତରାୟ ଙ୍କ ସହ ନଜର ଆସିଛନ୍ତି ମେଲୋଡି କୁଇନି ନିଶା ମହାରଣା । ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ।
ନିଜ ନୃତ୍ୟ ପାଇଁ ସେ ବେଶ୍ ଲୋକ ପ୍ରିୟ ହେବା ସହ ବିବାଦ ଘେର କୁ ମଧ୍ୟ ଆସିଛନ୍ତି । ଅ-ଶ୍ଳୀଳ ମନ୍ତବ୍ୟ ପାଇଁ ମଧ୍ୟ ସେ ବେଶ୍ ବିବାଦ କୁ ଆସି ଥାଆନ୍ତି । ବର୍ତ୍ତମାନ ସମୟ ରେ ଲୋକ ମାନେ ନିଶା ମହାରଣା ଙ୍କ ଜବରଦସ୍ତ ନାଚ କୁ ବହୁତ୍ ପଶନ୍ଦ କରିଛନ୍ତି । ବର୍ତ୍ତମାନ ସମୟ ରେ ହୋଲି ର ଦିନ ରେ ନିଶା ମହାରଣା ଯିଏ କି କଂଗେସ ଭବନ ରେ ପହଂଚିଛନ୍ତି ସୁର ରାଉତରାୟ ଙ୍କ ହୋଲି ଖେଳିବା ପାଇଁ।
ପରେ ସୁର ରାଉତରାୟ ଙ୍କ ହୋଲି ଖେଲିଛନ୍ତି ସୁର ରାଉତରାୟ । ବର୍ତ୍ତମାନ ସମୟ ରେ ସୁର ଭାଇ ଓ ନିଶା ମହାରଣା ଗଣ ମାଧ୍ୟମ ନିକଟ ରେ ଅନେକ କିଛି ପ୍ରତିକ୍ରିୟା ରଖି ଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।