Breaking News

ସେ ରେ-ପ୍ ସିନ ବେଳେ ହିରୋଇନ ଥିଲେ ଜୟା ମ୍ୟାଡ଼ାମ ,ସେ ସିନ ବେଳେ ବେହୋସ ହେଇଯାଇଥିଲେ :ଅସିତ ପତି Asit Pati

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ଏହି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । କିଛି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ କି ଦୀର୍ଘ ବର୍ଷ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କାମ କରି ଆସୁଛନ୍ତି ଓ ଆଜି ଆମେ ସେହିଭଳି ଜଣେ ଅଭିନେତା ଙ୍କ ବିଷୟ ରେ ଜାଣିବା ।

ଆପଣ ମାନେ ଅସିତ ପତି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଏହି ଅଭିନେତା ଜଣକ ଲୋକ ପ୍ରିୟ ଅଭିନେତା ସହ ଜଣେ ଭଲ ଖେଲାରୀ ମଧ୍ୟ ସେ ଭଲ ଫୁଟବଲ ଖେଳିବା ସହ ଭଲ ଵ୍ୟାଟମିଟନ ଖେଳି ଥାଆନ୍ତି ୬ ରୁ ଅଧିକ ଥର ଚମ୍ପିୟାନ ମଧ୍ୟ ହୋଇଛନ୍ତି । ଏହି ଅଭିନେତା ଜଣକ ଅଭିନୟ ଆରମ୍ଭ ହୋଇଥିଲା ନେଗେଟିଭ ଚରିତ୍ର ରୁ ।

ଅସିତ୍ ପତି ନିଜ ଅଭିନୟ ଜୀବନୀ ମଧ୍ୟ ରେ ବହୁ ସାରା ଚଳଚ୍ଚିତ୍ର ରେ ନେଗେଟିଭ ଚରିତ୍ର ରେ ଅଭିନୟ କରିଛନ୍ତି । ପ୍ରାୟତ ୫୦ ରୁ ଅଧିକ ଚଳଚ୍ଚିତ୍ର ସେ ଉତ୍ତମ ମହାନ୍ତି ଙ୍କ ସହ ଅଭିନୟ କରିଥିଲେ ଓ ସମସ୍ତ ଚଳଚ୍ଚିତ୍ର ରେ ନେଗେଟିଭ ଚରିତ୍ର ରେ ଅଭିନୟ କରୁ ଥିଲେ । ବାରିପଦା କୁ ପିକିନିକ ବୁଲିବାକୁ ଯାଇଥିବା ସମୟରେ ତାଙ୍କୁ ଅଭିନୟ କରିବା ସୁଯୋଗ ମିଳିଥିଲା ।

ବର୍ତ୍ତମାନ ସମୟରେ ନେଗେଟିଭ ଚରିତ୍ର ଆଉ ନଜର ଆସୁ ନାହାନ୍ତି ବରଂ ସେ ପଜେଟିଭି ଚରିତ୍ର ରେ ନଜର ଆସୁଛନ୍ତି । ଅସିତ୍ ପତି ନିଜ ଅତୀତ ଚଳଚ୍ଚିତ୍ର ଜଗା ହାତ ରେ ପଘା ଚଳଚ୍ଚିତ୍ର ବିଷୟ ରେ କହିଛନ୍ତି । ଏହି ଚଳଚ୍ଚିତ୍ର ରେ ଉତ୍ତମ ମହାନ୍ତି, ବିଜୟ ମହାନ୍ତି ଓ ଅସିତ୍ ପତି ନିଜେ ଥିଲେ । ଏହି ଚଳଚ୍ଚିତ୍ର ରେ ଅସିତ୍ ପତି ନେ-ଗେଟିଭ ଚରିତ୍ର ରେ ନଜର ଆସିଥିଲେ ।

ଏହି ଚଳଚ୍ଚିତ୍ର ରେ ସେ ଜଣେ ଗୁଙ୍ଗି ଯୁବତୀ ଙ୍କୁ ଖରା-ପ ବ୍ୟବହାର ଦେଖାଇ ଥିଲେ । ଏହି ଖରାପ ବ୍ୟବହାର ଟି ତାଙ୍କ ବାସ୍ତବିକ୍ ଜୀବନ ରେ ପ୍ରଭାବ ପକାଇଥିଲା ଓ ସେ ଏକ ଷ୍ଟେଜ ସୋ ରେ ମହିଳା ଙ୍କ ଠାରୁ ଗାଳି ଶୁଣିଥିଲେ । ହାକିମ ବାବୁ ଚଳଚ୍ଚିତ୍ର ବିଷୟ ରେ କହିଛନ୍ତି ଯେ ସେ ନେଗେଟିଭ ଚରିତ୍ର ରେ ନଜର ଆସି ଥିଲେ ଓ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ଜୟା ନଜର ଆସିଥିଲେ ।

ଏହି ଚଳଚ୍ଚିତ୍ର ଅସିତ୍ ପତି ଓ ଜୟା ଏକ ଦୃଶ୍ୟ ଚାଲୁ ଥିବା ସମୟ ରେ ଜୟା ବେହୋସ୍ ହୋଇ ଯାଇଥିଲେ। ଏହି ଭଳି ସେ ଅନେକ କିଛି କଥା କହିଛନ୍ତି ଗଣ ମାଧ୍ୟମ ନିକଟ ରେ । ଅଭିନେତା ଉତ୍ତମ ମହାନ୍ତି ଙ୍କ ବିଷୟ ରେ ମଧ୍ୟ ଅନେକ କିଛି କଥା କହିଛନ୍ତି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *