Breaking News

ସୋନାଲି ମସ୍ତି କରୁଛି ବାହାଘର ଭୋଜିରେ !! ସୋନାଲୀ ନନ୍ଦ ଜୋକ ଠାରୁ କମ ନୁହେଁ , ଏମିତି କହିଲେ …

ଗୋଟିଏ ମାଆ ର କୁଳ କୁ ଶୂନ୍ୟ କରି ବାହାଘର ଭୋଜି ଖାଉଛି ସୋନାଲି । ଭଉଣୀ ଠାରୁ ଭାଇ କୁ ଛଡେଇ ନେଇ କ୍ୟାମେରା ଆଗରେ ପୋଜ୍ ଦେଉଛି ସୋନାଲି । ଗୋଟିଏ ପରିବାର କୁ ବେ ସାହରା କରି ଦେଇ ସାଙ୍ଗ ସାଥି ମେଳ ରେ ମୌଜ କରୁଛି ସେ ମାୟାବିନି ସୋନଲି । ଯଦି ରୂପ ଯୌବନ କୁ ନେଇ ତାଙ୍କ ର ଏତେ ଗର୍ବ ଯଦି ନିଜ ର ସୌନ୍ଦର୍ୟ୍ଯ କୁ ନେଇ ସୌଦା କରିବା ପାଇଁ ଇଚ୍ଛା ତାହେଲେ ତୋର ଯୋଗ୍ୟ ପିଲା ଙ୍କ ସହ ମିଶିବା ଦରକାର ଥିଲା । ହେଲେ ତୋର ରୂପ ର ଜାଲ ରେ ଗୋଟିଏ ଭଉଣୀ ର ଭାଇ କୁ ମାରିଦେଇ କି ଲାଭ ପାଇଲୁ । ସେଇଠି ପାଇଁ ଆଜି ଗୋଟିଏ ଭଉଣୀ ତା ଭାଇ କୁ ଝୁରି କାନ୍ଦୁଚି କେଉଁଠି ଆଉ ପାଇବ ତା ଭାଇ କୁ ।

ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା ସବୁ ଝିଅ ମାନେ ଚାହିଁ ବସିଥାନ୍ତି ଭାଇ ହାତ ରେ ରାକ୍ଷୀ ବାନ୍ଧିବା ପାଇଁ ସୌମ୍ୟ ଙ୍କ ଭଉଣୀ ଙ୍କ ର ବି ଇଚ୍ଛା ହେଉଛି ତା ଭାଇ ହାତ ରେ ରାକ୍ଷୀ ବାନ୍ଧିବା ପାଇଁ ହେଲେ କ’ଣ ହେବ ଅଧା ବାଟ ରୁ ସେ ତା ଭାଇ କୁ ହରେଇ ଦେଲା । ଆଜି ଗୋଟିଏ ଝିଅ ତା ଭାଇ କୁ ହରେଇ କାନ୍ଦୁଚି ଆଉ ସେଇଠି ପାଇଁ ଦାୟୀ ହେଉଛି ସୋନାଲି ନନ୍ଦ । ସୋନାଲି ନନ୍ଦ ହିଁ ତାଙ୍କ ଭାଇ ସହ ଭଲ ପାଇବା ର ଅଭିନୟ କଲା ତା ସହ ମିଛି ମିଛିକା ଭଲ ପାଇବା ର ନାଟକ କରି ତାର ସର୍ବସ୍ବ ଲୋଟି ସରିବା ପରେ ପର ପୁରୁଷ ସହ ସମ୍ପର୍କ ରଖିଲା ।

ତାକୁ ଜୀବନ ଦେଇ ଭଲ ପାଉଥିବା ସୌମ୍ୟ ଏକଥା କାଳେ ସହି ପାରି ଥାନ୍ତା ଆଉ ସେ କେବେ ବି ଭୁଲ ନିଷ୍ପତି ନେଇ ନଥାନ୍ତା । ଆଜି ଗୋଟିଏ ଭଉଣୀ ତା ଭାଇ କୁ ହରେଇ ଯେମିତି ଛାତି ଫଟେଇ କାନ୍ଦୁଚି ସୋନାଲି ବି ଦିନେ ଗୋଟିଏ ଭଉଣୀ ର ଅଭିଶାପ ରେ ଲୁହ ଗଡେଇ କାନ୍ଦିବ । ଝିଅ ନାଁ ରେ ଗୋଟିଏ କଳଙ୍କ ନିଜ ର ସ୍ବାର୍ଥ୍ ଆଉ କିଛି ଟଙ୍କା ପାଇଁ ମଣିଷ ପଣିଆ କେତେ ହିନ ହେଇ ପାରେ ସୋନାଲି ତାର ଗୋଟିଏ ପ୍ରକୃତ ଉଦାହରଣ ।

sonali

କେବଳ ଗୋଟିଏ ଭଉଣୀ ପାଇଁ ଭାଇ ଟେ ମରି ଜାଇନି ତାହା ସହ ବାପା ମାଆ ଙ୍କ ର କୂଳ ମଧ୍ୟ୍ ଖାଲି ହୋଇ ଯାଇଛି । ଗୋଟିଏ ଭଉଣୀ ତା ଭାଇ କୁ ହରେଇ କାନ୍ଦୁଚି ଆଉ ଆଜି ସେଇ ଭାଇ କୁ ଖୋଜୁଛି ରାକ୍ଷୀ ପିନ୍ଧେଇବା ପାଇଁ ହେଲେ ସୋନାଲି ଏ ସବୁ କ’ଣ ବା ବୁଝିବ ସେ କ’ଣ ଜାଣିବା ଭାଇ ଭଉଣୀ ଙ୍କ ଭଲ ପାଇବା ତା ପାଖ ରେ ତ ହୃଦୟ ନାହିଁ ସେ କେବଳ ବୁଝେ ନିଜ ସୁନ୍ଦରତା କେତେ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *