Breaking News

ସୋସିଆଲ ମିଡିଆ ରେ ହିରୋଇନ୍ ଏଲିନା ସାମନ୍ତରାୟ ଙ୍କ ବୋବାଲ ଡାନ୍ସ … ଦେଖନ୍ତୁ ଭିଡିଓ

ଓଲିଉଡ଼ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ହିରୋଇନ୍ ଏଲିନା ସାମନ୍ତରାୟ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ଆଉ ଅଭିନେତ୍ରୀ ଏଲିନା ଙ୍କ ର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇ ରାଲ୍ ହେବାରେ ଲାଗିଛି । ଅଭିନେତ୍ରୀ ଏଲିନା ନିକଟରେ ଓସ୍କାର ଆୱାର୍ଡ଼ ପାଇଥିବା ସଙ୍ଗ ରେ ଜବରଦସ୍ତ ଡାନ୍ସ କରିଛନ୍ତି । ଆଉ ତାଙ୍କ ର ଏହି ଡାନ୍ସ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇ ରାଲ୍ ହେବାରେ ଲାଗିଛି ।

ଅଭିନେତ୍ରୀ ଏଲିନା ଓଡ଼ିଆ ସିନେମା ରେ ଅଭିନୟ କରନ୍ତି । ତାଙ୍କର ସୁନ୍ଦର୍ ଅଭିନୟ ପାଇଁ ଓଡ଼ିଆ ଦର୍ଶକ ମାନେ ତାଙ୍କୁ ବହୁତ୍ ପସନ୍ଦ କରନ୍ତି ଆଉ ଅନେକ ଭଲ ପାଇବା ମଧ୍ୟ ଦେଇଛନ୍ତି। ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ରିଆଲିଟି ସୋ କିଏ ହେବ ମୋ ହିରୋଇନ୍ ସିଜନ୍ ୱାନ୍ ର ୱିନର୍ ହେଉଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ। ଆଉ ସେହି ସୋ ରେ ଅଭିନେତା ଅରିନ୍ଦମ ଙ୍କ ର ନୂଆ ସିନେମା ପାଇଁ ହିରୋଇନ୍ ବଛା ଯାଉଥିଲା ।

ଅଭିନେତ୍ରୀ ଏଲିନା ସାମନ୍ତରାୟ ଅଭିନେତା ଅରିନ୍ଦମ ରାୟ ଙ୍କ ସହିତ ତାଙ୍କର ପ୍ରଥମ ସିନେମା ଇସ୍କ ତୁହି ତୁ ରେ ଅଭିନୟ କରିଥିଲେ । ସିନେମା ଟି ସୁପରହିଟ ହୋଇଥିଲା । ଦର୍ଶକ ମାନେ ତାଙ୍କ ଅଭିନୟ କୁ ବହୁତ୍ ତାରିଫ କରିଥିଲେ । ତା ପରେ ସେ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ସହିତ ଅଭିନୟ କରିଥିଲେ। ଏବଂ ଓଲିଉଡ଼ ର ଆଗଧାଡିର କଳାକାର ମାନଙ୍କ ସହିତ ଅଭିନୟ କରିଥିଲେ । ଆଉ ଆଜି ସେ ସାରା ଓଡ଼ିଶା ରେ ପରିଚିତ ହୋଇ ପାରିଛନ୍ତି ।

ଆଉ ସେ ଖାଲି ଓଲିଉଡ଼ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ନୁହେଁ ଅନ୍ୟ ଇଣ୍ଡଷ୍ଟ୍ରି ରେ ମଧ୍ଯ ଅଭିନୟ କରିଛନ୍ତି । ଆଉ ଏବେ ତାଙ୍କର ଜବରଦସ୍ତ ଡାନ୍ସ କୁ ନେଇ ଚର୍ଚ୍ଚା ଚାଲିଛି । ତାଙ୍କର ଏହି ଡାନ୍ସ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଜୋର୍ ରେ ଭାଇ ରାଲ୍ ହେବା ରେ ଲାଗିଛି।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *