ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଯୁଗ ଏତେ ଆଗକୁ ଗତି କରିଛି ଯେ ବର୍ତ୍ତମାନ ସମୟ ରେ ପାଠ ବୋଲି ଏକ ଜିନିସ ଜାଣିବା ର ଅଛି । ବର୍ତ୍ତମାନ ସମୟ ରେ ପାଠ ବୋଲି କିଛି ଜାଣିବା ର ଅଛି ନ ହେଲେ ଦୁନିଆ ରେ ଚଳି ପାରିବେ ନାହିଁ । ପାଠ ପଢିବା ର ଇଚ୍ଛା ଶକ୍ତି ନିଶ୍ଚୟ ବଢିବ ତାର ଉପାୟ ଅନେକ କିଛି ରହିଛି ।
ଶିକ୍ଷକ ମାନ ଙ୍କ ପାଖ କୁ ପାଠ ପଢ଼ିବା ପାଇଁ ପିଲା ମାନେ ଯିବା ପୂର୍ବରୁ ଘର ଅଭିଭାବକ ମାନେ ନିଜ ପିଲା ଙ୍କୁ କିଛି ଶିଖାଇ ବାର ଅଛି । ପିଲା ଙ୍କୁ ଚାପ୍ ଦେଇ ପାଠ ପଢା ଯାଏ ନାହିଁ , ଚାପ୍ ଦେଇ ପାଠ ପଢ଼ାଇଲେ ପିଲା ମାନ ଙ୍କ ଉପରେ ତାର ପ୍ରଭାବ ପଡ଼ିବ । ଅନେକ ଉପାୟ ରହିଛି । ଚାପ୍ ବଦଳ ରେ ପିଲା ଙ୍କ ମନୋରଞ୍ଜନ କରାଇ ପାଠ ପଢା ଅନ୍ତୁ , ମାନେ ସେ ଯାହା ଚାହୁଁ ଛନ୍ତି ସେହା ହିଁ କରନ୍ତୁ ତାହା ଭବିଷ୍ୟତ ପାଇଁ ଭଲ ହେବ ଏମିତି କିଛି କରନ୍ତୁ ନାହିଁ ଯାହା ଫଳ ରେ ତାର ପ୍ରଭାବ ପଡ଼ିବ ପିଲା ମାନ ଙ୍କ ଉପରେ ।
ସାଧାରଣ ତ ପିଲା ମାନେ ଖେଳ ଚାହାଁନ୍ତି, ନାଚ ଗୀତ କରିବା ପାଇଁ ଉଚ୍ଚା କରନ୍ତି ଆପଣ ଷେହା ହିଁ କରନ୍ତୁ । ନାଚ ଗୀତ ତାଙ୍କ ସହ କରାଇବା ସହ ପାଠ ପଢାନ୍ତୁ, ଭୁଲ ରେ ପିଲା ଙ୍କୁ ଚାପ୍ ଦେଇ ପାଠ ପଢାଆନ୍ତୁ । ମାଇଣ୍ଡ ଫ୍ରେସ କରନ୍ତୁ , ବର୍ତ୍ତମାନ ସମୟ ରେ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନ ଙ୍କ ରେ ପିଲା ମାନଙ୍କ ମନୋରଞ୍ଜନ କରାଇବା ପାଇଁ ଅନେକ କିଛି ପ୍ରସ୍ତୁତ ହେଉଛି ।
ପାଠ ସହ କଳା ଓ କ୍ରୀଡ଼ା ଗୁରୁତ୍ଵ ଦେଉଛନ୍ତି , ପାଠ ପଢିବା ସମୟ ରେ ପାଠ ପଢିବେ ନାଚ ଗୀତ ଓ ଖେଳ ସମୟ ରେ ଖେଳ । ଏହା କରିବା ଦ୍ଵାରା ନିଶ୍ଚିନ୍ତ ଭାବରେ ରେ ପିଲା ମାନେ ପରିବର୍ତ୍ତନ ହେବେ ପାଠ ପ୍ରତି ଆଗ୍ରହ ଆସିବ , ପାଠ ସହ କଳା ମଧ୍ୟ ରହିବ । ଭବିଷ୍ୟତ ରେ ଏହି ଦୁଇ ଟି ଯାକ ମଧ୍ୟ କାମ ଆସିବ ଯିଏ ପାଠ ରେ ହେବ ନ ହେଲେ କଳା ରେ ହେବ ।
ବର୍ତ୍ତମାନ ସମୟ ରେ ପିଲା ମାନ ଙ୍କ ପାଠ ପଢା ପାଇଁ ସ୍କୁଲ ରେ ଅନେକ କିଛି ପ୍ରସ୍ତୁତ ହେଉଛି । କଳା ଓ କ୍ରୀଡ଼ା ପାଇଁ ମଧ୍ୟ ଶିକ୍ଷକ ମାନେ ନିଯୁକ୍ତି ହେଉଛନ୍ତି । ବର୍ତ୍ତମାନ ସମୟ ରେ ଜଣେ ସ୍କୁଲ ର ଦିଦି ପିଲା ମାନ ଙ୍କୁ ନାଚ କରାଉ ଥିବା ର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ଓ ଯାହାକି ଅନେକ ଲୋକ ମାନେ ପ୍ରଶଂସା କରିଛନ୍ତି ।
ଯାହାର ଦୃଶ୍ୟ ଟି କୁ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉଥିବା ଗୀତ ଟି ବାଜିବା ସହ ଦିଦି ନାଚ କରୁଛନ୍ତି ଓ ତାଙ୍କୁ ଦେଖି ପିଲା ମାନେ ନାଚ କରୁଛନ୍ତି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।