ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ପାଉ ଥିବେ । ସୋସିଆଲ ମିଡ଼ିଆ ରେ ଭାଇରାଳ ହେଉଥିବା ଅନେକ ଭିଡିଓ ସ୍ୱାମୀ ସ୍ତ୍ରୀ ଙ୍କ ବିବାଦ କୁ ନେଇ ଆସିଥାଏ , ଆଜି ଆମେ ଆପଣ ଙ୍କୁ ସେହିଭଳି ଖବର ବିଷୟ ରେ ଜଣାଇବୁ ଯାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବେ , ତାହେଲେ ଆସନ୍ତୁ ଜାଣିବା
ବନ୍ଧୁଗଣ ଏଠି ଜଣେ ମହିଳା ସଭା ମଝି ରେ ନିଜ ସ୍ୱାମୀ ଓ ଶଶୁର ଙ୍କୁ ଯେଉଁ ଭଳି କଥା କହୁଛନ୍ତି ସେଥିରୁ ସ୍ପଷ୍ଟ ଭାବରେ ଜଣା ପଡି ଯାଉଛି ଯେ ସବୁ ଦୋଷ ମହିଳା ଙ୍କ ସ୍ୱାମୀ ଓ ତାଙ୍କ ଶଶୁର ର । ସ୍ବାମୀ ଶଶୁର ତାଙ୍କୁ ଭାରି ନି-ର୍ଯା-ତ-ନା କଷ୍ଟ ଦେଉଛନ୍ତି ଓ ଶେଷ ରେ କୁଆଡେ ତାଙ୍କୁ ଘରୁ ବାହାର୍ କରି ଦେଇଛନ୍ତି ଓ ମହିଳା ଜଣକ ତାଙ୍କ ବାପା ଘରେ ରହୁଛନ୍ତି ।
ସ୍ୱାମୀ କହୁଛନ୍ତି ସେ ନିଜ ଇଛା ଅନୁଯାୟୀ ନିଜ ବାପ ଘରେ ରହୁଛନ୍ତି , ବର୍ତ୍ତମାନ୍ ସମୟ ରେ ସେ ତାଙ୍କ୍ ପତ୍ନୀ ଠାରୁ ଅଲଗା ହେବା ପାଇଁ କୋର୍ଟ ର ଦ୍ୱରସ୍ଥ ହୋଇଛନ୍ତି । ତାଙ୍କ୍ ପତ୍ନୀ ଓ ପତ୍ନୀ ପ୍ରେମିକ ତାଙ୍କୁ ଜୀବନ ରୁ ମାରିଦେବେ ବୋଲି ଚକ୍ରାନ୍ତ ଚଳାଇଛନ୍ତି । ଏହି ଭଳି ଭାବେ ପତ୍ନୀ ଯାହା ବି କିଛି କରିଛନ୍ତି ସବୁ କିଛି କହିଛନ୍ତି ତାଙ୍କ୍ ବାପା ଙ୍କୁ ଓ ତାଙ୍କୁ ଆଉ ଏକ ଗାଆଁ ରେ ମା-ଡ ମାରି ଥିବାର ।
ଏଠି ସ୍ୱାମୀ ସ୍ତ୍ରୀ କୁ ଦୋଷ ଦେଉଛି ସ୍ତ୍ରୀ ସ୍ୱାମୀ କୁ ଦୋଷ ଦେଉଛି , ଯାହାକି ଆପଣ ମାନେ ଦ୍ଵନ୍ଦ ରେ ନିଶ୍ଚିନ୍ତ ଥିବେ । ପ୍ରକୃତ କଥା ଟି ହେଉଛି ଯେ ଯେଉଁ ମହିଳା ଟି ନିଜ ସ୍ବାମୀ ଶଶୁର କୁ ଦୋଷ ଦେଉଛି ସେହି ମହିଳା ଜଣକ ମୁଣ୍ଡ ରେ ସିନ୍ଦୂର ଓ ହାତ ରେ ଚୁଡ଼ି ପିନ୍ଧିଛି ଓ ଆଉ ଜଣେ ପର ପୁରୁଷ ବାହୁ ରେ ରହି ଫଟୋ ଉଠାଇଛି ।
ଏହି ଫଟୋ ରୁ ଯାହା ସ୍ପଷ୍ଟ ଭାବରେ ଜଣା ପଡ଼ୁଛି ଯେ ମହିଳା ଙ୍କ ପରକ୍ରୀୟା ରହିଛି ଅଲଗା ପୁରୁଷ ଙ୍କ ସହ । ବନ୍ଧୁଗଣ ଆମେ କହୁଛୁ ଆଠଗଡ଼ ତାଳସାହି ର ବସନ୍ତ ରାଉତ ଙ୍କ ପୁଅ ପୂର୍ଣମ୍ କୁମାର ରାଉତ ଯିଏ କି ଆଠଗଡ଼ ପୋଲିସ କଲୋନୀ କୈଳାଶ ପ୍ରଧାନ ଙ୍କ ଝିଅ ପାୟଲ ରାଉତ ଙ୍କୁ ବିବାହ କରିଥିଲେ । ଗୋଟିଏ ବର୍ଷ ସୁଖ ର ସଂସାର ଗଢିଲେ ପିଲା ଟିଏ ମଧ୍ୟ ହେଲା ।
ପରେ ସ୍ୱାମୀ ଜଣକ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ଵାମୀ ଆଉ କାହାକୁ ଭଲ ପାଉଛନ୍ତି ବୋଲି । ତାଙ୍କ୍ ସ୍ତ୍ରୀ ଆଉ ଜଣେ ପୁରୁଷ କୁ ମନ୍ ଦେଇଛି । ସ୍ତ୍ରୀ ଜଣକ ସ୍ବାମୀ ର ଅନୁପସ୍ଥିତ ରେ ଅଲଗା ପୁରୁଷ ସହ ଚାଟିଂ କରୁଛି । ମାଆ ଛେଉଣ୍ଡ ପୁଣ୍ଣମ ତାର ବାପା କୁ ସବୁକିଛି କହିଲା । ସ୍ୱାମୀ ଶଶୁର ଆଜି ମହିଳା ଙ୍କୁ ବୁଝାଇଲେ କିନ୍ତୁ ବୋହୂ କିଛି ଶୁଣି ନ ଥିଲା ।
ପରେ ବର୍ତ୍ତମାନ୍ ସମୟ ରେ ଥାନା ରେ ଅଭିଯୋଗ ପରେ ଅଭିଯୋଗ ଟି କୋର୍ଟ ର ଦ୍ବାରସ୍ଥ ହୋଇଛି । ଅତି ନିକଟ ରେ ସ୍ବାମୀ ଓ ଶଶୁର ଜଣେ ସମ୍ପର୍କୀୟ ଘର୍ କୁ ଖାଇବା କୁ ଯାଇଥିଲେ , ହଁ ବନ୍ଧୁ ଉଭୟ ଙ୍କୁ ରୋଷେଇ କରି ଦେବା ପାଇଁ କେହି ବି ନାହାଁନ୍ତି । ଖାଇବାକୁ ଯାଇଥିବା ସମୟ ରେ ସେହି ମହିଳା ଜଣକ ଓ ତାଙ୍କ ପୁରୁଷ ବନ୍ଧୁ ମିଶି ସ୍ୱାମୀ ଶଶୁର କୁ ବହୁତ କଥା କହିବା ସହ ମାଡ ମାରି ଥିଲେ ଓ ଗାଆଁ ଲୋକ ଙ୍କୁ ଡକାଇ ମହିଳା ଙ୍କୁ ସପୋର୍ଟ କରିବା ସହ ବାପା ପୁଅ କୁ ବସ୍ ଉଠୁ କରାଇ ଥିଲେ ।
କୋଉ ସ୍ବାମୀ ସହ୍ୟ କରି ପାରିବ ତାର ପତ୍ନୀ ଅଲଗା ପୁରୁଷ ବାହୁ ରେ ସୋଇ ଫଟୋ ଉଠାଉ ଥିବାର । ଦେଖାଯାଉ ଆଗାମୀ ଦିନ ରେ ଏହା କେଉଁ ମୋଡ଼ ନେଉଛି ।।