Breaking News

ସ୍ଵାମୀଙ୍କୁ ଗୀତ ଶିଖାଉଛନ୍ତି ଓଡିଶାର ସବୁଠାରୁ ଲୋକପ୍ରିୟ ସିଙ୍ଗର ନମିତା ଅଗ୍ରୱାଲ (Namita Agrawal) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଗାୟିକା ଅଛନ୍ତି ଓ ଏହି ଗାୟିକା ମାନେ ତାଙ୍କ ଜବରଦସ୍ତ ଗୀତ ଓ ସୂ ମଧୂର୍ କଣ୍ଠ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ସେହିଭଳି ଜଣେ ଲୋକ ପ୍ରିୟ ଗାୟିକା ଙ୍କ ବିଷୟ ରେ ଜାଣିବା , ଯିଏ କି ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।


ତାହେଲେ ବନ୍ଧୁଗଣ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର କଳାକାର ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରୀୟ ରହିବା ସହିତ ନିଜ ବ୍ୟକ୍ତିଗତ ଜୀବନ ର ଦୃଶ୍ୟ କୁ ନେଇ ବେଶ୍ ଚର୍ଚ୍ଚା ରେ ରୁହନ୍ତି ଓ ବର୍ତ୍ତମାନ୍ ସମୟ ରେ ଜଣେ ଲୋକ ଗାୟିକା ନିଜ ବ୍ୟକ୍ତିଗତ ଜୀବନ ର ଦୃଶ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ଏହି ଗାୟିକା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଗାୟିକା ନମିତା ଅଗ୍ରୱାଲ ,ଏହି ଗାୟିକା ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଆମ ଓଡିଆ ଇଣ୍ଡଷ୍ଟ୍ରି ର ସୁନାମ ଧନ୍ୟ ଗାୟିକା ନମିତା ଅଗ୍ରୱାଲ , ତାଙ୍କ ସୂ ମଧୁର କଣ୍ଠ ରୁ ଆପଣ ମାନେ ବହୁତ୍ ସାରା ଗୀତ ନିଶ୍ଚୟ ଶୁଣିଥିବ ।

ସେ ପ୍ରାୟ ଅଧିକ ଭଜନ ଗୀତ ଗାଇଛନ୍ତି ଓ ଯାହାକି ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ନିଜ ସୂ ମଧୁର କଣ୍ଠ ପାଇଁ ସେ ଆଜି ଓଡ଼ିଶା ର ଘର୍ ଘରେ ପରିଚିତ । ନମିତା ଅଗ୍ରୱାଲ ଙ୍କୁ ଛୋଟ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି । ନମିତା ଅଗ୍ରୱାଲ ଙ୍କ ସମସ୍ତ ଗୀତ ସୁପର ହିଟ ହୋଇଛି ଓ ଆଗକୁ ରହିବ ।

ତାହେଲେ ବନ୍ଧୁଗଣ ନମିତା ଅଗ୍ରୱାଲ ଙ୍କ ପରିବାର କହିଲେ ସ୍ବାମୀ ଓ ଦୁଇ ପୁଅ । ବର୍ତ୍ତମାନ୍ ସମୟ ରେ ନମିତା ଅଗ୍ରୱାଲ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଦେଖିବାକୁ ମିଳିଛି ଓ ଏହି ଭିଡିଓ ରେ ନମିତା ଅଗ୍ରୱାଲ ତାଙ୍କ ସ୍ଵାମୀ ଙ୍କୁ କିଛି ରାଗି କି କହୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ତାହେଲେ ନମିତା ଅଗ୍ରୱାଲ ଓ ତାଙ୍କ ସ୍ଵାମୀ ଦୁଇ ଚେୟାର ରେ ବସି କଥା ହେଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକି ଆପଣ ମାନେ ଆମର ଏହି ପେଜ ରେ ଦେଖିବାକୁ ପାଉ ଥିବେ । ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ନମିତା ଅଗ୍ରୱାଲ ଙ୍କ ଚ୍ୟାନେଲ ସାର୍ଥକ ଟିଭି ଜୀ ଚ୍ୟାନେଲ କିଣି ନେବା ପରେ ସେ ସିଦ୍ଧାର୍ଥ ଓ ସିଦ୍ଧାର୍ଥ ଭକ୍ତି ଭଳି ଆଉ ଗୋଟିଏ ଚ୍ୟାନେଲ ରହିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *