ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଶା ଘର୍ ଘରେ ପରିଚିତ । ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ।
ବେଳେ ବେଳେ କିଛି ଦୃଶ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି , କହିବାକୁ ଗଲେ ପ୍ରାୟତ ଅଧିକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ବ୍ୟକ୍ତିଗତ ଜୀବନ ର କିଛି ଦୃଶ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି , ଠିକ୍ ସେହିପରି ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।
ହଁ ବନ୍ଧୁ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ । ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ ହୋଇ ପାରିଥିଲେ । ଆପଣ ମାନେ ଅଭିନେତ୍ରୀ ଝିଲ୍ଲିକ ଙ୍କୁ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ ।
ଏହି ଅଭିନେତ୍ରୀ ଜନକ ଜଣେ ବଙ୍ଗୀୟ ହୋଇଥିଲେ ମଧ୍ୟ ସେ ଓଡ଼ିଶା ର ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପରିଚିତ ହେବା ସହ ଅନେକ ନାମ ଅର୍ଜନ କରିଛନ୍ତି । ଆଜି ସେ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଶା କୋଣ ଅନୁକୋଣ ରେ ବେଶ୍ ପରିଚିତ । ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ଓଡ଼ିଆ ବୋହୂ ମଧ୍ୟ ।
ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇ ଙ୍କୁ ବିବାହ କରି ଥିଲେ ଓ ବର୍ତ୍ତମାନ୍ ସମୟ ଝିଲ୍ଲିକ ଦୁଇ ଯାଆଁଳା କନ୍ୟା ସନ୍ତାନ ର ମାଆ ହୋଇ ସାରିଛନ୍ତି । ତଥାପି ସେ ନିଜ ଅଭିନୟ ଜାରୀ ରଖିଛନ୍ତି , ଅତି ନିକଟ ରେ ରୁଦ୍ରାଣି ଚଳଚ୍ଚିତ୍ର ରିଲିଜ୍ ହୋଇଥିଲା ଓ ଏହି ଚଳଚ୍ଚିତ୍ର ରେ ଝିଲ୍ଲିକ ମୁଖ୍ୟ ଚରିତ୍ର ରେ ନଜର ଆସିବା ସହ ପ୍ରଯୋଜକ ମଧ୍ୟ ।
ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହୁଛନ୍ତି ଓ ବେଳେ ବେଳେ କିଛି ଦୃଶ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି , ତାହେଲେ ବର୍ତ୍ତମାନ୍ ସମୟ ରେ ଝିଲ୍ଲିକ ନିଜ ସ୍ବାମୀ ଙ୍କ ସହ ଯେ କୌଣସି ସ୍ଥାନ କୁ ଯିବା ପୁର୍ବ ରୁ କେମିତି ସଜେଇ ହୁଅନ୍ତି ତାହାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।