ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ବହୁତ ନୂଆ ନୂଆ ଭିଡିଓ ଭାଇରାଲ ହେଉଛି ସୋସିଆଲ୍ ମିଡ଼ିଆ ରେ । ବହୁତ କିଛି ଭିଡିଓ ଭାଇରାଲ ହେଉଛି ଯାହା କି ସମାଜ ଉପରେ ବହୁତ ଖରାପ ପ୍ରଭାବ ପକାଉଛି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ନୂଆ ନୂଆ ଭିଡିଓସବୁ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ।
ଆଉ ଯେଉଁ ଭାବରେ ଭିଡିଓ ଆସୁଛି ତାହା କେବେ ବି ବିଶ୍ବାସ କରି ହେଉ ନାହିଁ କେଉଁ କଥା ସତ ଆଉ କେଉଁ କଥା ମିଛ ଏହି କଥା ଭାବିବା ବେଳ କୁ ବହୁତ କଷ୍ଟ ହେଇ ଯାଉଛି ତେବେ ବର୍ତ୍ତମାନ ସମୟରେ ମଧ୍ୟ ଏମିତି ଏକ ଭିଡିଓ ଆସିଛି ଯେଉଁ ଥିରେ ଜଣେ କେମିତି ତା ସ୍ବାମି ଙ୍କୁ ମା-ରି ଦେଇଛି । ତେବେ ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
ବନ୍ଧୁଗଣ ଏବେ ଏମିତି ଏକ ଖବର ବର୍ତ୍ତମାନ ସମୟରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ଯାହା ଆପଣ ମାନେ ଜାଣିଲେ ବି ବିଶ୍ବାସ କରି ପାରିବେ ନାହିଁ । ଏବେ ଭାଇରାଲ ହେଉଛି ଏକ ମହିଳା ଙ୍କ ପାଇଁ ଭିଡିଓ । ସେହି ମହିଳା ଜଣକୁ ଯେତେ ଥର ମନା କଲେ ବି ସେ ପ-ର ପୁରୁଷ ସହ ମି-ଶୁ ଥିଲେ । ତାଙ୍କ ସ୍ବାମି ତାଙ୍କୁ ପ୍ରେମ କରି ବିବାହ କରିଥିଲେ । କାମ କରିବା ପାଇଁ ସ୍ବାମି ଯେତେବେଳେ ବାହାରକୁ ଚାଲି ଯାଉଥିଲେ ସେତେବେଳେ ଘର ଭିତ ରେ ପସୁଥିଲେ ଗାଁ ର ସରପଞ୍ଚ । ଆଉ ତାଙ୍କ ସ୍ତ୍ରୀ ସହ ରଖୁ ଥିଲେ ଶା-ରୀ-ରି-କ ସମ୍ପର୍କ ।
ଏ ସବୁ ଦେଖି ସ୍ବାମି ସଦାବେଲେ କାନ୍ଦି କାନ୍ଦି ଯାଇ ପାଖ ପଡୋଶୀ ଙ୍କ ଘରେ କହୁଥିଲେ । କହୁଥୁଲେ ମୋ ସ୍ତ୍ରୀ କେମିତି ଅ-ନ୍ୟ ପୁରୁଷ ସହ ସ-ମ୍ପ-ର୍କ ରଖୁ ଥିଲେ ସେ କେମିତି କିଛି ବୁଝି ପାରୁନି ତାର ସ୍ବାମି ର ଦୁଃଖ କଥା । ଦୁହେଁ ପ୍ରେମ କରି ବିବାହ କରିଥିଲେ କିନ୍ତୁ ସ୍ତ୍ରୀ ଯାଇ ଅନ୍ୟ ପୁ-ରୁ-ଷ ସହ ସମ୍ପର୍କ ରଖୁଥିଲା । ସେଥି ପାଇଁ ତାଙ୍କ ସ୍ବାମି ଭିତ ରେ ଭିତରେ ଭାଙ୍ଗି ପଡୁଥିଲେ ।
ବାହାଘର କୁ 6 ବର୍ଷ ହେଇ ଗଲାଣି ହେଲେ ତାର ସ୍ତ୍ରୀ ଆଉ କାହା ସହ ସମ୍ପର୍କ ରଖୁଛି ତାର ସ୍ତ୍ରୀ ସ୍ବାମି ର କଥା ବୁଝି ପାରୁନି । ଏମିତି ସବୁବେଳେ ଛଟ୍ ପଟ ହେଉଥିଲେ ସ୍ବାମି । ଆଉ ଏ ସବୁ ସ୍ବାମି ଜାଣି ଦେଇଛନ୍ତି ବୋଲି ତାଙ୍କ ସ୍ତ୍ରୀ ଜାଣିଲେ ସେତେବେଳେ ସେ ଆଉ ସରପଞ୍ଚ ମିଶି ତାଙ୍କ ସ୍ବାମି ଙ୍କୁ ଜୀବନ ରୁ ମାରି ଦେଲେ । ମା-ରି ଦେଲା ପରେ ସେ ମ-ରି ଗଲେ ବୋଲି କାହାକୁ ଜଣେଇ ତାଙ୍କୁ ପୋଷ୍ଟବଟନ୍ କରି ତାଙ୍କ ପକେଇ ଛନ୍ତି ପଛେ କାହା କୁ ଜଣେ ନଥିଲେ ଏହି ମହିଳା ଜଣକ ।
ସରପଞ୍ଚ୍ ଙ୍କ ନାଁ ହେଉଛି ବିଷ୍ଣୁ । ଏହି ଘଟଣା ଟି ସମସ୍ତେ ଜାଣିଲା ପରେ ଏହି କଥା କୁ ନେଇ ସମସ୍ତେ ପ୍ରତିବାଦ କରୁଛନ୍ତି । ସମସ୍ତ ଙ୍କ ମନ ରେ ରାଗ ଭରି ଅଛି । ଆପଣ ମାନେ ଏହି ଭାଇରାଲ ଭିଡିଓ ମାଧ୍ୟମ ରେ ଦେଖି ପାରୁଥିବେ କିପରି ଭାବରେ ଅଞ୍ଚଳ ରେ ପ୍ରତିବାଦ ର ସ୍ବର ଦେଖି ବାକୁ ମିଳିଛି । ସରପଞ୍ଚ ଙ୍କ କୁସପୁତୁଳା କୁ ମଧ୍ୟ ଦାହ କରୁଛନ୍ତି । ଲୋକ ମାନେ ନ୍ୟାୟ୍ ମାଗୁଛନ୍ତି କାରଣ ରାମ କୃଷ୍ଣ ଥିଲେ ଜଣେ ସାଧାସିଧା ଲୋକ । ଆଉ ସେ ତାଙ୍କ ସ୍ତ୍ରୀ ଙ୍କୁ ପ୍ରେମ କରି ବିବାହ କରିଥିଲେ ।
ଯେତେବେଳେ ସ୍ବାମି ବାହାରକୁ ଚାଲି ଯାଉଥିଲେ ସେତେବେଳେ ସ୍ତ୍ରୀ ଅନ୍ୟ ପୁରୁଷ ସହ ମି-ଶୁ ଥିଲେ । ଶେଷ ରେ ସ୍ବାମି ଯେତେବେଳେ ଦେଖି ଦେଲେ ସେତେବେଳେ ସ୍ବମି ଙ୍କୁ ଜୀବନ ରୁ ମା-ରି ଦେଲେ । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।