Breaking News

ସ୍ଵାମୀ ଙ୍କ ସହ ଡିଭୋର୍ସ ପରେ ଗାଁ ରେ ମା ଙ୍କ ସହ ଏମିତି ରହୁଛନ୍ତି ବର୍ଷା(Varsha) …. ଦେଖନ୍ତୁ

ଓଲିଉଡ଼ ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ତାଙ୍କ ମାଆ ଙ୍କ ସହିତ ଗାଁ ରେ ରହିବା ର ନଜର ଆସୁଛନ୍ତି । ମାଆ ଙ୍କ ସାଙ୍ଗରେ ଗାଁ ରେ ଅଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ର ଡିଭୋର୍ସ୍ କେଶ୍ ବର୍ତ୍ତମାନ କୋର୍ଟ ରେ ଜାରି ରହିଛି । ଆଉ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଶାଶୁ ଘର ଛାଡ଼ି ତାଙ୍କ ବାପା ଙ୍କ ଘରେ ରହୁଥିଲେ । ଆଉ ଏବେ ସେ ତାଙ୍କ ମାଆ ଙ୍କ ସହିତ ଗାଁ ରେ ରହୁଛନ୍ତି।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ 2014 ମସିହାରେ ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କୁ ବିବାହ କରିଥିଲେ। ଆଉ କିଛି ବର୍ଷ ସେମାନେ ଭଲରେ ରହିଥିଲେ । ହେଲେ ଏ ଖୁସି ତାଙ୍କର ବେଶୀ ଦିନର ନଥିଲା । କିଛି ପାରିବାରିକ ସମସ୍ୟା କୁ ନେଇ ଦୁହିଁଙ୍କ ମଧ୍ୟ ରେ ଝଗଡ଼ା ହୋଇଥିଲା । ବର୍ଷା ପ୍ରିୟଦର୍ଶିନୀ ଙ୍କ ଅଭିଯୋଗ ଥିଲା ଯେ ତାଙ୍କ ସ୍ବାମୀ ଅନୁଭବ ମହାନ୍ତି ତାଙ୍କୁ ମଦ ପିଇ କି ମାଡ଼ ମାରନ୍ତି ଆଉ ଖରାପ ବ୍ୟବହାର ମଧ୍ୟ କରନ୍ତି ।

ଆଉ ସେପଟେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଛାଡ଼ପତ୍ର ଦେବା ପାଇଁ କୋର୍ଟ ରେ ଆପିଲ କରିଥିଲେ । ପ୍ରଥମେ କୋର୍ଟ ରୁ ଅର୍ଡର୍ ଆସିଥିଲା ଯେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ଙ୍କ ପୈତୃକ ଘର ଛାଡ଼ିବେ । ଆଉ ତା ପରେ ଅନୁଭବ ତାଙ୍କୁ ଏକ ଭଡ଼ା ଘର ଦେଇଥିଲେ । ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ମାଆ ଙ୍କ ସହିତ ରହୁଥିଲେ । ତାଙ୍କର ଏହି ଛାଡ଼ପତ୍ର କେସ ଆଜି ପର୍ଯ୍ୟନ୍ତ ଚାଲିଛି ।

ଆଉ ଏବେ ସେ ଗାଁ ରେ ରହିବାର ନଜର ଆସିଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ମାଆ ଙ୍କ ସହିତ ଗାଁ ରେ ରହିଛନ୍ତି । ଆଉ ତାଙ୍କ ମାଆ ଙ୍କ ସହିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନେକ ଫୋଟୋ ଓ ଭିଡ଼ିଓ ବନେଇ ତାଙ୍କ ସୋସିଆଲ ଆକାଉଣ୍ଟ୍ ରେ ଅପଲୋଡ଼ କରିଛନ୍ତି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଜୋର୍ ରେ ଭାଇ ରାଲ୍ ହେବାରେ ଲାଗିଛି।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *