Breaking News

ସ୍ଵାମୀ ଡାନିଏଲ ସହ ଝିଲିକ୍ ଭଟ୍ଟାଚାର୍ଯ୍ୟ ଧୂମ ଧାମ ରେ ପାଳିଲେ ଦୁଇ ଝିଅ ର ଜନ୍ମଦିନ …. ଭିଡିଓ ଶୀଘ୍ର ଦେଖନ୍ତୁ

ନିକଟରେ ଅଭିନେତ୍ରୀ ଝିଲିକ୍ ଭଟାଚାର୍ଯ୍ୟ ତାଙ୍କ ଦୁଇ ଝିଅ ଙ୍କ ର ଜନ୍ମ ଦିନ ପାଳନ କରିଛନ୍ତି। ଏବଂ ତାଙ୍କ ଦୁଇ ଝିଅ ଙ୍କୁ ଏକ ବର୍ଷା ବୟସ ହୋଇଛି।ଆଉ ଏହା ହେଉଛି ତାଙ୍କ ଝିଅ ଙ୍କ ର ପ୍ରଥମ ଜନ୍ମ ଦିନ ।ସେ ତାଙ୍କ ଦୁଇ ଝିଅ ଙ୍କ ର ଜନ୍ମ ଦିନ କୁ ବହୁତ୍ ଧୁମ୍ ଧାମ ରେ ସେଲିବ୍ରେଟ କରିଥିଲେ। ଏବଂ ବହୁତ୍ ଖୁସିର ସହିତ ତାଙ୍କ ପରିବାର ରେ ଜନ୍ମ ଦିନ ପାଳି ଥିଲେ।ତାଙ୍କ ଦୁଇ ଝିଅ ଜନ୍ମ ଦିନ ରେ ସେ ଓଲିଉଡ଼ ର ଅନେକ କଳାକାର ମାନଙ୍କୁ ନିମନ୍ତ୍ରଣ କରିଥିଲେ। ଏବଂ ସମସ୍ତେ ତାଙ୍କ ଦୁଇ ଝିଅ ଙ୍କ ଜନ୍ମ ଦିନରେ ଯୋଗଦାନ ଦେଇଥିଲେ।

କିଛି ବର୍ଷ ପୂର୍ବରୁ ଝିଲୀକ ଓଲିଉଡ଼ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ଏନଟ୍ରି କରିଥିଲେ। ଏବଂ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଟାର୍ଗେଟ୍। ତା ପରେ ସେ ଅନେକ ସୁପରହିଟ ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ । ଝିଲିକ୍ ଜଣେ ବେଙ୍ଗଲୀ ଅଭିନେତ୍ରୀ ହେଲେ ମଧ୍ୟ ସେ ଓଡ଼ିଆ ସିନେମା ରେ ବହୁତ୍ ସୁନ୍ଦର ଭାବରେ ଅଭିନୟ କରିପାରନ୍ତି।ତାଙ୍କ ଅଭିନୟ କୁ ଓଡ଼ିଆ ଦର୍ଶକ ମାନେ ବେସ୍ ପସନ୍ଦ କରିଛନ୍ତି। ଝିଲିକ୍ ଓଲିଉଡ଼ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଅନେକ ଆଗ ଧାଡ଼ିର କଳାକାର ମାନଙ୍କ ସହିତ ଅଭିନୟ କରିଛନ୍ତି।

ଝିଲିକ୍ ଯାଜପୁର ଜିଲ୍ଲା ସୁକିନ୍ଦା ର ବିଧାୟକ ପ୍ରିତିରଞ୍ଜନ ଘଡାଇ ଙ୍କୁ ବିବାହ କରିଛନ୍ତି। ଝିଲିକ୍ ବେଙ୍ଗଲୀ ଝିଅ ହୋଇ ମଧ୍ୟ ଓଡ଼ିଆ ଘର ର ବୋହୂ ହୋଇଛନ୍ତି। ଏବଂ ତାଙ୍କର ଏକ ବର୍ଷ ହେବ ଦୁଇ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଛନ୍ତି।ତାଙ୍କ ଦୁଇ ଝିଅ ଙ୍କୁ ସେ ବହୁତ୍ ଭଲ ପାଆନ୍ତି।ସେ ଓଡ଼ିଆ ଘର ର ବୋହୂ ସାଜିଛନ୍ତି ଏବଂ ଓଡ଼ିଶା ରେ ରହି ସେ ଓଡ଼ିଆ ସଂସ୍କୃତି ଓ ପରମ୍ପରା କୁ ସମ୍ମାନ ଦେଇଛନ୍ତି। ଓଲିଉଡ଼ ରେ ସେ ଅନେକ ସିନେମା ରେ ଅଭିନୟ କରିଛନ୍ତି ଏବଂ ତାଙ୍କ ଅଭିନୟ ରେ ସେ ଓଡ଼ିଆ ଦର୍ଶକ ମାନଙ୍କ ହୃଦୟ କୁ ଜିତି ପାରିଛନ୍ତ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *