Breaking News

ସ୍ଵୀଟିଙ୍କ ସଂଘର୍ଷ ର କାହାଣୀ, ବାରରେ ପ୍ରଥମ ରାତିରେ ୬୦ ହଜାର ଟଙ୍କା ରୋଜଗାର କରିଥିଲେ – ଦେଖନ୍ତୁ ଭିଡିଓ

ମଣିଷ ବଞ୍ଚିବା ପାଇଁ ଅନେକ ସଂଘର୍ଷ କରେ । ଟିକିଏ ପେଟ ପାଇଁ କ’ଣ କରିବାକୁ ପଡେ ସେ ନିଜେ ବି ଜାଣି ପାରେନି । ଘର କୁ ପୋଶିବା ପାଇଁ ହେଉ କି ସ୍ଥିତି ଜାହିରି କରିବା ପାଇଁ ହେଉ ପରିଚୟ ସୃଷ୍ଟି କରିବା ରେ ଏମିତି ଅନେକ ସମୟ ବିତି ଯାଏ ସେ ପରିଚୟ ଟେ ଖୋଜିବା ପାଇଁ ତାକୁ ବହୁତ କଷ୍ଟ ହୁଏ । ତେବେ ଆଜି ଆମେ ଆପଣ ମାନଂକୁ କହିବାକୁ ଯାଉଛି ଯିଏ କି ନିଜ ର ପରିଚୟ ସୃଷ୍ଟି କରିବା ପାଇଁ ଓ ଲୋକ ଙ୍କ ସେବା କରିବା ପାଇଁ ନିଜ କୁ ସବୁବେଳେ ପ୍ରସ୍ତୁତ କରି ରଖିଛନ୍ତି ।

ସେ ହେଉଛି ସ୍ବିଟି କିନ୍ନର୍ । କିନ୍ନର ହେଲେ ମଧ୍ୟ ସେ ତାଙ୍କର ଯେଉଁ ସାମାଜିକ ପ୍ରତି ଯେଉଁ ଭଲ ପାଇବା ଅଛି ସେ ସବୁ ବିଷୟ ରେ ଆମେ ଆଜି ଆପଣ ମାନଂକୁ କହିବାକୁ ଯାଉଛୁ । ତେବେ ଆମେ ଆପଣ ମାନଂକୁ ପ୍ରଥମେ କହିବାକୁ ଯାଉଛି କି ସେକିପରି ତାଙ୍କର ଜୀବନ ଶୈଳୀ କିଭଳି ଥିଲା ଆଉ ସ୍ବିଟି ନିଜେ କିନ୍ନର ବୋଲି କେମିତି ଜାଣିଲେ ।

ସେ ଯେତେବେଳେ 5ମ ଶ୍ରେଣୀ ପାଠ ପଢିଥିଲେ ସେତେବେଳେ ସେ ନିଜ କୁ ସ୍ତ୍ରୀ ବୋଲି ଫିଲିଙ୍ଗ୍ କଲେ ଆଉ ଝିଅ ଭଳି ସଜେଇ ହେବା ଝିଅ ଙ୍କ ଭଳି ଫ୍ରକ୍ ପିନ୍ଧିବା ଆଉ ନିଜ କୁ ପୁରା ଝିଅ ବୋଲି ଭାବିବା ଏ ସବୁ ଲକ୍ଷଣ କୁ ନେଇ ଅନୁମାନ କରିଥିଲେ କୁ ସେ କିନ୍ନର୍ ବୋଲି । ସେଇଠି ପାଇଁ ତାଙ୍କ ପରିବାର ଏବେ ପର୍ଯ୍ୟନ୍ତ ବି ଗ୍ରହଣ କରି ନଥିଲେ ବହୁତ ଦିନ ଧରି ସଂଘର୍ଷ କରି ଥିଲେ ।

ଆଉ ଯେତେବେଳେ ସ୍କୁଲ ରେ ପଢୁଥିଲେ ସେତେବେଳେ ସେ ନିଜ କୁ ପୁଅ ଭାବରେ ରଖି ଆସୁଥିଲେ । ବହୁତ ଦିନ ଧରି ସଂଘର୍ଷ କଲା ପରେ ଯାଇ ତାଙ୍କୁ ଏବେ ଘରେ ଗ୍ରହଣ କରିଛନ୍ତି । ତାଙ୍କ ର ଚାଲି ଚଳନ୍ କୁ ବଦଳାଇବା ପାଇଁ ତାଙ୍କୁ ବହୁତ ଅକାଟ କରିଥିଲେ । ଆଉ ସେଇଠି ପାଇଁ ତାଙ୍କୁ ବାହାରକୁ ମହରାଷ୍ଟ୍ର କୁ ପଠେଇ ଥିଲେ ପଠା ପଢ଼ାଇବା ପାଇଁ ।

ସେ ବାର୍ ରେ ମଧ୍ୟ ରହୁଥିଲେ ଡ୍ୟାନ୍ସ କରିବା ପାଇଁ । ବାର୍ ତାଙ୍କ ର ପ୍ରଥମ ଦିନ ସଂଘର୍ଷ ପୂର୍ଣ୍ଣ ଥିଲା । ସେଥି 50 ରୁ 60 ଜଣ ଝିଅ ଥିଲେ ଆଉ ସେଠାରେ ସେ ଏକୁଟିଆ ଥିଲେ । ସେ ଭାବିକି ଡରୁଥିଲେ କି ତାଙ୍କୁ ଅପମାନ୍ ଦେବ କି ତାହି ଟାପରା ଦେବ ତଥାପି ସେ ତାକୁ ନ ଡରି ନିଜ ର କଳା ଓ ଦକ୍ଷତା କୁ ଦେଖେଇ ଥିଲେ ।

ସେ ଦିନ ସେ ଫାଷ୍ଟ ରାତିରେ ସେ 50 ରୁ 60 ହଜାର କମେଇ ଥିଲେ । କିନ୍ତୁ ସେଠାରେ ସେ ପ୍ରଫମ୍ କଲା ପରେ ମଧ୍ୟ କେହି ଜାଣି ପାରି ନଥିଲେ ସମସ୍ତେ ଭବିଥିଲେ ସେ ଝିଅ ବୋଲି । କିଛି ଦିନ ପରେ ନିଜ ର ଆଇଡ୍ ପ୍ରୋଫ୍ ଦେବାକୁ ଯାଇଥିଲେ ସେତେବେଳେ ତାଙ୍କୁ କେହି ବିସ୍ବାସ କଲେ ନାହିଁ ସେ କିନ୍ନର୍ ବୋଲି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *