ଓଲିଉଡ଼ ସିନେମା ଇଣ୍ଡଷ୍ଟ୍ରି ର ଚୁଲବୁଲି ନାୟିକା ପ୍ରକୃତି ମିଶ୍ର ହୋଲି ସେଲିବ୍ରେଟ୍ କରିବାର ନଜର ଆସିଛନ୍ତି। ହଟ୍ ଡ୍ରେସ୍ ପିନ୍ଧି ଅଭିନେତ୍ରୀ ପ୍ରକୃତି ମିଶ୍ର ତାଙ୍କ ଫ୍ରେଣ୍ଡ୍ସ୍ ମାନଙ୍କ ସହିତ ହୋଲି ସେଲି ବ୍ରେଟ୍ କରିଛନ୍ତି । ଅଭିନେତ୍ରୀ ପ୍ରକୃତି ମିଶ୍ର ବର୍ତ୍ତମାନ ବଲିଉଡ୍ ରେ ଅଭିନୟ କରୁଛନ୍ତି । ଆଉ ସେ ଏବେ ମୁମ୍ବାଇ ରେ ରହୁଛନ୍ତି ।
ମୁମ୍ବାଇ ରେ ତାଙ୍କ ଫ୍ରେଣ୍ଡ୍ସ୍ ମାନଙ୍କ ସହିତ ହୋଲି ରେ ରଙ୍ଗ ଖେଳିଛନ୍ତି । ଆଉ ଅନେକ ମଜା ମସ୍ତି କରିବାର ନଜର ଆସିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର।
ଅଭିନେତ୍ରୀ ପ୍ରକୃତି ମିଶ୍ର ଓଲିଉଡ଼ ସିନେମା ଜଗତରେ ପ୍ରଥମେ ଶିଶୁ କଳାକାର ଭାବରେ ଅଭିନୟ କରିବା ଆରମ୍ଭ କରିଥିଲେ । ଆଉ ପରେ ସେ ହିରୋଇନ୍ ଭୂମିକାରେ ଅଭିନୟ କରିଛନ୍ତି ।
ଅତି କମ୍ ବୟସରୁ ସେ ସିନେମା ରେ ଅଭିନୟ କରିଥିଲେ । ସେ ଓଲିଉଡ଼ ରେ ଅନେକ ସିନେମା ରେ ଅଭିନୟ କରିଛନ୍ତି ଆଉ ତାଙ୍କର ସୁନ୍ଦର୍ ଅଭିନୟ ପାଇଁ ସେ ଆଜି ଓଡ଼ିଶା ଏବଂ ଓଡ଼ିଶା ବାହାରେ ମଧ୍ୟ ପରିଚିତ ହୋଇ ପାରିଛନ୍ତି। ଓଲିଉଡ଼ ସିନେମା ଜଗତ ରେ ଅନେକ ସିନେମା ରେ ଅଭିନୟ କରି ସରିବା ପରେ ସେ ବଲିଉଡ୍ ଇଣ୍ଡଷ୍ଟ୍ରି ରେ ଅଭିନୟ କରିବା ପାଇଁ ଅଡିସନ୍ ଦେଇଥିଲେ ।
ସେ ପ୍ରଥମେ ଗୋଟିଏ ରିଆଲିଟି ସୋ ରେ ଅଡିସନ୍ ଦେଇଥିଲେ । ଯେଉଁ ଥିରେ କି କେବଳ ନୂଆ କଳାକାର ମାନଙ୍କୁ ଅଭିନୟ କରିବା ପାଇଁ ସୁଯୋଗ ଦିଆ ଯାଉଥିଲା । ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର ଆଗରୁ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ କାମ କରିଥିବା କାରଣ ରୁ ତାଙ୍କୁ ସିଲେକ୍ଟ କରା ଯାଇ ନଥିଲା ।
ଆଉ ପରେ ତାଙ୍କୁ ବେଟି ବିଜନେସ ୱାଲି ସୀରିଏଲ୍ ପାଇଁ ମୁଖ୍ୟ ହିରୋଇନ୍ ଭୂମିକା ରେ ଅଭିନୟ କରିବାର ସୁଯୋଗ ଦିଆ ଯାଇଥିଲା। ଆଉ ସେ ବଲିଉଡ୍ ରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଅଭିନେତ୍ରୀ ପ୍ରକୃତି ମିଶ୍ର ହେଉଛନ୍ତି ଓଲିଉଡ଼ ପ୍ରଥମ ହିରୋଇନ୍ ଯିଏ କି ବଲିଉଡ୍ ରେ ଶିରୀଏଲ୍ ରେ ଅଭିନୟ କରିଛନ୍ତି ।
ଆଉ ହୋଲି ରେ ସେ ରଙ୍ଗ ଖେଳିବାର ନଜର ଆସିଛନ୍ତି । ତାଙ୍କ ଫ୍ରେଣ୍ଡ୍ସ୍ ମାନଙ୍କ ସହିତ ହୋଲି ରେ ରଙ୍ଗ ଖେଳି ଖୁବ୍ ମଜା ମସ୍ତି କରିବା ର ନଜର ଆସିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ।।