ବନ୍ଧୁଗଣ ଆମେ ମାନେ ସମସ୍ତେ ସଂଗୀତଜ୍ଞ ପ୍ରଫୁଲ୍ଲ୍ କର ଙ୍କୁ ବହୁତ ଭଲ ଭାବରେ ଜାଣିଛେ । ସେ ନିଜ ର ସଂଗୀତ ମାଧ୍ୟମ ରେ ଅନେକ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ତେବେ ବନ୍ଧୁଗଣ ତାଙ୍କ ର ସଂଗୀତ ରେ ଏକ ବିଶେଷ ଆକର୍ସଣ ରହି ଥାଏ । ଏହା ସହିତ ଅନେକ ଲୋକ ମାନେ ତାଙ୍କ ର ସଂଗୀତ ବହୁତ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ ଏହି ସଂଗୀତଜ୍ଞ ଆଉ ଏହି ଦୁନିଆ ରେ ନାହାନ୍ତି ।
ବର୍ତ୍ତମାନ ସମୟରେ ସେ ଆପଣ ମାନଙ୍କୁ ଆମ ସମସ୍ତ ଙ୍କୁ ଛାଡି ଚାଲି ଯାଇଛନ୍ତି । ତେବେ ସେ ନିଜ ସଂଗୀତ ପାଇଁ ଅନେକ ପ୍ରତିଷ୍ଠା ପାଇଥିବା ବେଳେ ଆଜି ସେ ଆଉ ଏ ଦୁନିଆ ରେ ନାହାନ୍ତି । ସେ ଓଡ଼ିଆ ସଂଗୀତ ଜଗତ କୁ ବହୁତ ବଡ଼ ପ୍ରତିଷ୍ଠା ଦେଇ ପାରିଥିଲେ ନିଜର ସଂଗୀତ ପାଇଁ ସେ ଅନେକ ଲୋକ ମାନଙ୍କ ପାଖ ରେ ପ୍ରିୟ ହୋଇ ପାରିଥିଲେ । ହେଲେ ଏବେ ସେ ଆଉ ଏ ଦୁନିଆ ରେ ନାହାନ୍ତି ଯାହା କି ବହୁତ ଦୁଃଖ ପୂର୍ଣ୍ଣ ଖବର ଅଟେ ।
ସେ ଆମ ସମସ୍ତ ଙ୍କୁ ଚାଲି ଯାଇଛନ୍ତି । ଏମିତି ତାଙ୍କ ବିୟୋଗ ହେବା କାରଣ ଅନେକ ଲୋକ ଅନେକ ଭାବରେ ନିଜର ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ସଂଗୀତଜ୍ଞ ନିଜ ର ଜୀବନ କାଳ ରେ ଅନେକ ସଂଗୀତ କରିଛନ୍ତି । ଏହ ସହିତ ସେ ସଂଗୀତ ଜଗତ କୁ ଅନେକ ଆଗକୁ ନେଇ ଯାଇଥିଲେ । ତାଙ୍କ ର ସଂଗୀତ ଜଗତ କୁ ଯେଉଁ ଭଳି ଅବଦାନ ରହିଛି ତାହା ସମ୍ପୁର୍ଣ୍ଣ ଅତୁଳନୀୟ ଅଟେ ।
ତେବେ ବର୍ତ୍ତମାନ ଏହି ସଂଗୀତଜ୍ଞ ଆଉ ଏହି ଦୁନିଆ ରେ ନାହାନ୍ତି । ତାଙ୍କ ର ଏ ବିୟୋଗ ରେ ବଡ଼ ଅଭିନେତା ଓ ଅଭିନେତ୍ରୀ ମାନେ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ତାଙ୍କ ର ସଂଗୀତ ପାଇଁ ସମସ୍ତ ଙ୍କ ମନ ରେ ଦୁଃଖ ରହିଛି ତେବେ ସେ ଏହି ପରି ଭାବରେ ଛାଡି ଚାଲି ଯିବା କଥା କିଏ ବି ବିଶ୍ବାସ କରି ପାରୁ ନାହାନ୍ତି । ତାଙ୍କ ର ମୃତ୍ଯୁରୁ ହେବା ପରେ ଅନେକ ଲୋକ ସମ୍ପୁର୍ଣ୍ଣ ଭାବରେ ଭାଙ୍ଗି ପଡି ଛନ୍ତି ।
ଏହା ଛଡା ଅନେକ ଲୋକ ଅନେକ ଭାବରେ ଦୁଃଖ ପ୍ରକାଶ କରୁଛନ୍ତି । ଏହା ସହିତ ତାଙ୍କ ର ସଂଗୀତ ଅନେକ ଲୋକ ଙ୍କୁ ଅନେକ ଭାବରେ ପସନ୍ଦ ଆସିଥାଏ । ତେବେ ଅନେକ ଲୋକ ଙ୍କ ର ପ୍ରିୟ ସଂଗୀତଜ୍ଞ ଥିଲେ ତେବେ ସେ ଆଉ ଏ ଦୁନିଆ ରେ ନାହାନ୍ତି ଯାହା ପରେ ଅନେକ ଅଭିନେତା ଓ ଅଭିନେତ୍ରୀ ବହୁତ୍ ପରିମାଣ ରେ ନିଜ ର ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ଅଭିନେତା ଆକାଶ ତାଙ୍କ ବିୟୋଗ ରେ ବହୁତ ଦୁଃଖ ପ୍ରକାଶ କରିଛନ୍ତି ।