ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତା , ଅଭିନେତ୍ରୀ ମାନ ଙ୍କ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହେବା ସହ ଓଡ଼ିଶା ର ଘର୍ ଘରେ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଭୁ ଶିଶୁ କଳାକାର ଅଛନ୍ତି ଯେଉଁ ମାନେ କି ବର୍ତ୍ତମାନ୍ ସମୟ ରେ ବଡ ହୋଇ ଯାଇଛନ୍ତି ।
ତାହେଲେ ବନ୍ଧୁଗଣ ସେହିଭଳି ଜଣେ ଅଭିନେତା ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସ୍ଵରାଜ ବାରିକ । ଏହି ଅଭିନେତା ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଜଣକ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ମୁଖ୍ୟ ଅଭିନେତା ଚରିତ୍ର ରେ ନଜର ଆସୁଥିଲେ ମଧ୍ୟ ସେ ଶିଶୁ କଳାକାର ଭାବେ ବେଶ୍ ପରିଚିତ ।
ସ୍ଵରାଜ ନିଜ ପିଲା ଦିନ ସମୟ ରେ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରୁଛନ୍ତି ଶିଶୁ କଳାକାର ଚରିତ୍ର ରେ । ବର୍ତ୍ତମାନ୍ ସମୟ ରେ ଅନେକ ଚଳଚ୍ଚିତ୍ର ସେ ମୁଖ୍ୟ ଅଭିନେତା ଚରିତ୍ର ରେ ନଜର ଆସୁଛନ୍ତି , ମୂଖ୍ୟ ଅଭିନେତାଚରିତ୍ର ରେ ନଜର ଆସୁଥିଲେ ମଧ୍ୟ ସେ ଶିଶୁ କଳାକାର ଭାବରେ ବେଶ୍ ପରିଚିତ । ସେହି ଭଳି ଆପଣ ମାନେ ଅଭିନେତ୍ରୀ ଭୂମିକା ଦାସ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ।
ଆପଣ ମାନେ ଜାଣିଥିବେ ଯେ ଭୂମିକା ଆମ ଓଡିଆ ଇଣ୍ଡଷ୍ଟ୍ରି ର ଶିଶୁ କଳାକାର ଭାବେ ବେସ ପରିଚିତ । ଆପଣ ମାନେ ତାଙ୍କ ଜବରଦସ୍ତ ଅଭିନୟ ତାଙ୍କ ଛୋଟ ବେଳୁ ଦେଖି ଆସୁଥିବେ। ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବହୁତ କମ ବୟସ ରୁ ବେସ ଲୋକ ପ୍ରିୟ ହୋଇପାରିଥିଲେ ଓ ଘରେ ମଧ୍ୟ ପରିଚିତ ହୋଇଥିଲେ ।
ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଭୂମିକା ସମସ୍ତ ଚଳଚିତ୍ର ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ନଜର ଆସୁଛନ୍ତି । ଭୁକିମା ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ବହୁ ଅଭିନେତା ଙ୍କ ସହ ଅଭିନୟ କରି ସାରିଛନ୍ତି । ବର୍ତ୍ତମାନ୍ ସମୟ ରେ ସ୍ବରାଜ ଓ ଭୂମିକା ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।
ହଁ ବନ୍ଧୁ ଉଭୟ ଙ୍କୁ ନେଇ ଆଗାମୀ ଦିନ ରେ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି ଓ ଏହି ଚଳଚ୍ଚିତ୍ର ର ନାମ ହେଉଛି ଟିକେ ଟିକେ ଅଚିହ୍ନା ତୁ । ଏହି ଚଳଚ୍ଚିତ୍ର ର ସୁଟିଂ ସେଟ ର ଦୃଶ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।।