Breaking News

ହଠାତ ରୂପା (Rupa) ଙ୍କ କଣ ଘଟିଲା, କିଏ ବା କହିବ କେତେବେଳେ କଣ ହବ ? ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ରୂପା ଏବଂ ପିଣ୍ଟୁଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ସେ ଏବେ ସୋସିଆଲ୍ ମିଡ଼ିଆ ରେ ଚର୍ଚ୍ଚିତ ଯୋଡି ଅଟନ୍ତି । ସେ ବର୍ତ୍ତମାନ ସମୟ ରେ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ଏହି ଦୁଇ ଯୋଡି ବେଶ୍ ପରିଚିତ ଚେହେରା ଭାବରେ ପରିଚିତ ହୋଇଛନ୍ତି । ଏବେ ସବୁ ଦର୍ଶକ ମାନେ ତାଙ୍କୁ ଏବଂ ତାଙ୍କ ର ସବୁ ଭିଡିଓ କୁ ସମସ୍ତେ ଦେଖିବାକୁ ଭଲ ପାଆନ୍ତି ।

ରୁପା ଓ ପିଣ୍ଟୁ ତାଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ କରୁଛନ୍ତି। ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି।ତେବେ ସେମାନେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ। ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି।ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ଅଧିକ।

ଲୋକେ ତାଙ୍କ ର ସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି।ଏହି ଯୋଡ଼ି ମ୍ୟୁଜିକ ଭିଡିଓ ରୁ ବେଶ୍ ପପୁଲାର୍ ହୋଇ ପାରିଛନ୍ତି ଓ ଦର୍ଶକ ମାନଙ୍କ ର ମନ କୁ ଜିତି ପାରି ଛନ୍ତି । ତାଙ୍କର କିଛି ସର୍ଟ ରିଲ ଭିଡିଓ ପ୍ରଥମେ ପ୍ରଥମେ ଦେଖିବାକୁ ମିଳୁଥିଲା ଏବଂ ପରେ ସେମାନେ ତାଙ୍କ ର ଡାନ୍ସ ଭିଡିଓ ଜରିଆରେ ଲୋକ ମାନଙ୍କ ସାମ୍ନାକୁ ଆସିଥିଲେ ଆଉ ପରେ ରୁପା ଏବଂ ପିଣ୍ଟୁ ଙ୍କ ଲୋକପ୍ରିୟତା ଧିରେ ଧିରେ ବଢିବାରେ ଲାଗୁଛି।

ତେବେ ଏହି ଯୋଡ଼ି ବହୁତ୍ ଲୋକପ୍ରିୟ ହେବା ପରେ ଏବେ ସେମାନେ ବ୍ଲଗ୍ କରିବା ବି ଆରମ୍ଭ କରି ଦେଇଛନ୍ତି ଯାହା କି ଆପଣ ମାନେ ବହୁତ ଭଲ ଭାବରେ ଜାଣିଛନ୍ତି । ବର୍ତ୍ତମାନ ସମୟ ରେ ପିଣ୍ଟୁ ଙ୍କ ର ଏକ ଭିଡିଓ ଭାଇରାଲ ହେଇଚି । ସେ ରାତି ରେ ଜଣେ ବୁଢ଼ୀ ମାଉସୀ ଙ୍କୁ ସାହାଯ୍ୟ କରିଛନ୍ତି । ମାଉସୀ ଜଣ ଙ୍କ ବୋଧେଏ କିଛି ଅସୁବିଧା ରେ ପଡ଼ିଥିଲେ ରାତି ରେ ଯାହା କି ପିଣ୍ଟୁ ତାଙ୍କ ର ମାନବିକତା କୁ ଦେଖି ତାଙ୍କୁ ସାହାଯ୍ୟ କରିଥିଲେ ଆଉ ରାତି ସକାଳ ର ଖାଇବା ବ୍ୟବସ୍ଥା ମଧ୍ୟ କରିଥିଲେ ।

ତାହା ସହ ସେ ସମସ୍ତ ଙ୍କୁ ଅନୁରୋଧ କରି କହିଛନ୍ତି ଯିଏ ଯାହା ବି ପାଇଛନ୍ତି ତାହା ଭଗବାନ ଙ୍କ କୃପା ରୁ । ତେଣୁ ଯଦି ଆମେ ମାନେ କାହାକୁ ସାହାଯ୍ୟ କରିବା ତେବେ ଭଗବାନ ବି ଆମ କୁ ନିହାତି ଭାବରେ ସାହାଯ୍ୟ କରିବେ । ଏହି ବୁଢ଼ୀ ମାଉସୀ ଙ୍କୁ ବୋଧେ ତାଙ୍କ ପିଲା ଛୁଆ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି । ଆଉ ଏମିତି ଅସୁବିଧା ସମୟ ରେ ନିହାତି ଭାବରେ ସାହାଯ୍ୟ କରିବା ଦରକାର । କଥା ରେ ଅଛି ମାନବ ସେବା ହିଁ ମାଧବ ର ସେବା ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *