ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତାହେଲେ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ବହୁ ସାରା ଧାରାବାହିକ ଓ ଚଳଚ୍ଚିତ୍ର ରେ ଦେଖାଇ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ମାନେ ଅଭିନୟ ସହ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ନିଜ ବ୍ୟକ୍ତିଗତ ଜୀବନ ର କିଛି ଦୃଶ୍ୟ କୁ ନେଇ ।
ବର୍ତ୍ତମାନ ସମୟ ରେ ଠିକ୍ ସେହିଭଳି ଭାବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ସୋସିଆଲ ମିଡିଆରେ ଓ ଆଜି ଆମେ ସେହି ବିଷୟ ରେ ଜାଣିବା । ଏହି ଅଭିନେତ୍ରୀ ଙ୍କ ଅଭିନୟ ଆପଣ ମାନେ ବହୁ ସାରା ଧାରାବାହିକ ଓ ଚଳଚ୍ଚିତ୍ର ରେ ଦେଖିଥିବେ । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର ।
ଆପଣ ମାନେ ନିଶ୍ଚିନ୍ତ ଭାବ ରେ ଏହି ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଲିପ୍ସା ମିଶ୍ର ଯିଏ କି ବହୁ ସାରା ଚଳଚ୍ଚିତ୍ର ଓ ଧାରାବାହିକ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ଦର୍ଶକ ମାନ ଙ୍କ ମନୋରଂଜନ କରାଇ ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି । ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି ।
ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଅନେକ ପରିଚୟ ପାଇ ପାରିଛନ୍ତି ଓ ଅନେକ କିଛି ପାଇଛନ୍ତି । ଗତ ଦିନ ମାନ ରେ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି ଓ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ହଳଦୀ ରେଶମ ସରି ଯାଇଛି । ହଳଦୀ ରେଶମ ର ଭିଡିଓ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ।
ଏହି ହଳଦୀ ରେଶମ ଲିପ୍ସା ମିଶ୍ର ଙ୍କ ସହ ନଜର ଆସିଛନ୍ତି ତାଙ୍କ ସ୍ଵାମୀ । ଲିପ୍ସା ମିଶ୍ର ଓ ତାଙ୍କ ସ୍ଵାମୀ ଏହି ହଳଦୀ ରେଶମ ରେ ବହୁ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ଓ ଯାହାର ଦୃଶ୍ୟ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ । ଏହି ହଳଦୀ ରେ ରେଶମ ଟି ବେଶ୍ ଧୁମ୍ ଧାମରେ ପାଳନ ହୋଇଥିଲା ।
ବିଶେଷ କରି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ନଜର ଆସିଥିଲେ ଓ ଲିପ୍ସା ମିଶ୍ର ଓ ତାଙ୍କ ସ୍ଵାମୀ ଙ୍କୁ ହଳଦୀ ଲଗାଇ ଦେଉ ଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ଓ ଯାହାର ଦୃଶ୍ୟ ଆପଣ ମାନେ ଆମର ଏହି ପେଜ ମାଧ୍ୟମରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।