ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଆସି ଯାଇଛି ବଡ ଖବର , ହଁ ବନ୍ଧୁ କମିଶନରେଟ ପୋଲିସ ହାତ ରେ mba ଛାତ୍ରୀ । ଏହି mba ଛାତ୍ରୀ ଜଣକ କଲେଜ ହଷ୍ଟେଲ ରୁ ମୋବାଇଲ୍ ଓ ଲାପଟପ୍ ଚୋରି କରୁଥିଲେ , ଇନିଫୋଷିସ ଥାନା ପାଖ ରେ ଥିବା ଏକ ପ୍ରତିଷ୍ଠିତ କଲେଜ ର ଛାତ୍ରୀ । କଲିକତା ବାଂଲାଦେଶ ଦେଶ କୁ ଚାଲାଣ ହେଉଥିଲା ସାମଗ୍ରୀ ।
ଦଲାଲ ଙ୍କ ଜରିଆ ରେ ପଠାଇଥିଲା । ପୂର୍ବ ରୁ ଛୋଟ ଛୋଟ ଚୋରି କରୁଥିଲେ , ବର୍ତ୍ତମାନ୍ ସମୟ ରେ ଦୁଇ ଜଣ ଙ୍କୁ ଗିରଫ କରିଛି ପୋଲିସ । ହଷ୍ଟେଲ ରେ ରହି ପାଖ ରେ ରହୁଥିବା ପିଲା ଙ୍କ ଠାରୁ ଚୋରି କରିଥିଲେ , ତାଙ୍କ୍ ଟାର୍ଗେଟ ରେ ଥିଲା ଖାଲି ଦାମୀ ମୋବାଇଲ୍ କୁ ଦାମୀ ଲାପଟପ୍ । ରାଜଧାନୀ ରୁ ଚୋରି କୋଲକାତା ଓ ବଙ୍ଗଳାଦେଶ କୁ ପଠାଇ ଥାନ୍ତି ପୂଜା ସାହ୍ ।
କୋଲକାତା ର ଏହି ଝିଅ ପୂଜା ସାହା mba ର ଦ୍ବିତୀୟ ବର୍ଷ ଛାତ୍ରୀ । ଉଚ୍ଚ ଶିକ୍ଷିତା ହେଇଥିଲେ ମଧ୍ୟ ଚୋରି ରେ କରିଛନ୍ତି ପିଜି , କଲେଜ ହଷ୍ଟେଲ ସହ ପଠିନି ଓ ସହପାଠୀ ରୁମ ଯାଇ ଚୋରି କରିଥିଲେ ଦାମିକିଆ ମୋବାଇଲ ଏବଂ ଲାପଟପ୍ ଓ ପରେ ସଙ୍ଗେ ସଙ୍ଗେ କୋଲକାତା ପଠାଇ ଦେଉଥିଲେ । ଏମିତି ଚତୁରତା ସହ ଚୋରି କରି ଥାଆନ୍ତି ଯେ ଯାହାକୁ ସନ୍ଦେହ କରିବା ଅସମ୍ଭବ ହୋଈ ପଡିଥିଲା ।
ଏ ନେଇ ଏନେଫୋଷିଟି ଥାନା ରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କୁ ଜେରା କରିବ ପରେ ସବୁ କିଛି ସତ୍ ବୋଲି ମାନି ଯାଇଛନ୍ତି ଏହି ଯୁବତୀ ଜଣକ । ତାଙ୍କ ଠାରୁ ୪ ଟି ମୋବାଇଲ୍ ଓ ୩ ଟି ଲାପଟପ୍ ଜବତ ହୋଇଛି , ପୂଜା ଙ୍କ ସହ ତାଙ୍କ ସହଯୋଗୀ ଅହମ୍ମଦ କୁ ଗିରଫ କରିଛି । ବର୍ତ୍ତମାନ୍ ସମୟ ରେ ଡାକ୍ତରୀ ପରୀକ୍ଷା କରିବା ପରେ ଉଭୟ ଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଦର୍ଶକ ବନ୍ଧୁ ପୂଜା ଯେଉଁ ହଷ୍ଟେଲ ରୁମ ରେ ରହୁଥିଲା ସେହି ରୁମ ରେ ଅନେକ ଯୁବତୀ ମାନେ ରହୁଥିଲେ ଓ ସେମାନ ଙ୍କ ମଧ୍ୟ ଫୋନ ଚୋରି ହୋଇଛି । ତେବେ ପୂଜା ଚୋରି କରିବା ପରେ ସବୁ ଜିନିଷ ସହଯୋଗୀ ଅହମ୍ମଦ କୁ ଦେଈ ଥାଆନ୍ତି ଓ ସେ ନେଇ ବାହାର୍ ରାଜ୍ୟ ମାନେ କୋଲକାତା ରେ ଦେଉଥିଲା ଓ ସେ ପୂଜା କୁ ଟଙ୍କା ମଧ୍ୟ ଦେଇ ଥାଆନ୍ତି ।
ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ୍ ସମୟ ରେ ଜାଣିବାକୁ ପାଇଲେ ଓ ପୂର୍ବ ରୁ ଶୁଣିବାକୁ ପାଇଥିବେ ଯେ ଚୋର ଘର୍ ଅନ୍ଧାର ନୁହେଁ ଏହା ଦିନେ ନା ଦିନେ ଲୋକ ଲୋଚନ କୁ ଆସିବ , ଯେମିତି କି ବର୍ତ୍ତମାନ୍ ଘଟିଛି ।।