ଆପଣ ମାନେ ମଧ୍ୟ ଜାଣିଥିବେ କି ସୋସିଆଲ୍ ମିଡ଼ିଆ ରେ ବହୁତ ସାରା ଭିଡିଓ ଭାଇରାଲ୍ ହେଉଛି ଯେପରି କି କମେଡି ହଉ କି ଇମୋସ୍ନାଲ୍ ଭରା ଭିଡିଓ ସବୁ ଭେରାଇଟିର ଭିଡିଓ ଦେଖିବାକୁ ମିଳେ । ସୋସିଆଲ୍ ମିଡିଆ ପାଇଁ ଆମେ ସମସ୍ତେ ଯାହା ବି ଭିଡିଓ ସେୟାର କରୁଛନ୍ତି ତାହା ବହୁତ ଶୀଘ୍ର ସମସ୍ତ ଙ୍କ ପାଖ କୁ ଭାଇରାଲ ହେଇ ପହଞ୍ଚି ଯାଉଛି । ଏବେ ବି କାହା ପାଖ ରେ ସମୟ ନାହିଁ ଯେ ନ୍ୟୁଜ ଦେଖିବା ପାଇଁ କିମ୍ବା ନ୍ୟୁଜ ପେପର ପଢିବା ପାଇଁ ସମୟ ନଥାଏ କିନ୍ତୁ ସମସ୍ତ ଙ୍କ ପାଖ ରେ ମୋବାଇଲି ଥାଏ ଆଉ ତାହା ଦ୍ବାରା ସାରା ଦେଶ ବିଦେଶ କଥା ଜାଣିବା ବହୁତ ସହଜ ହେଇଯାଏ ।
ତେବେ ଆପଣ ମାନେ ଯଦି ସମ୍ପୁର୍ଣ୍ଣ ବିବରଣୀ କୁ ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏଁ ପଢନ୍ତୁ ତେବେ ଯାଇ ଆପଣ ମାନେ ଜାଣି ପାରିବେ ସମ୍ପୁର୍ଣ୍ଣ ତଥ୍ୟ ଟିକୁ ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ତଥ୍ୟ ଟିକୁ । ଆପଣ ମାନେ ଜାଣିଥିବେ ଆମ ପିଲା ମାନେ ଆମ ଦେଶ ଭବିଷ୍ୟତ ନାଗରିକ ହେବେ । ଆଉ ତାଙ୍କ ଭବିଷ୍ୟତ ଉଜ୍ଜଳ କରିବା ପାଇଁ ବାପା ମାଆ ଦିନ ରାତି ଏକ କରି ଦେଇ ଥାନ୍ତି ।
ହେଇ ପରେ ବାପା ମାଆ ଦିନେ ଉପାସ ରହି ଯାଇଥାନ୍ତି କିନ୍ତୁ ନିଜ ପିଲା ମାନ ଙ୍କୁ ଗୋଟିଏ ଓଳି ବି ଉପାସ ରଖି ନଥାନ୍ତି କେବଳ ଆଉ କେବଳ ତାଙ୍କ ପିଲା ର ଉଜ୍ଜଳ ଭବିଷ୍ୟତ ପାଇଁ । ସେ ଚାହାନ୍ତି କି ସେ ବାପା ମାଆ ହୋଇ ଯେଉଁ କଷ୍ଟ ପାଉଛନ୍ତି ସେ କଷ୍ଟ ତାଙ୍କ ପିଲା ର ଭବିଷ୍ୟତ ଅନ୍ଧାର ନା ହେଉ । ସେଇଠି ପାଇଁ ତାଙ୍କ ପିଲା ମାନେ ଭଲ ପଢିଲେ ସେ ଭଲ ମଣିଷ ହେବେ ଆଉ ତାଙ୍କ ଜୀବନ ତାଙ୍କ ବାପା ମାଆ ଙ୍କ ଭଳି ଆଉ କଷ୍ଟ ପାଇବେ ନାହିଁ । ସେଇଠି ପାଇଁ ଅଧିକ ପଇସା ଖର୍ଚ୍ଚ ହେଉ କିମ୍ବା କଷ୍ଟ ଅଧିକ ପଢୁ କିନ୍ତୁ ତାଙ୍କ ପିଲା ମାନେ ଭଲ ପାଠ ପଢି ମଣିଷ ହେବେ ।
ସେଇଠି ପାଇଁ ତାଙ୍କ ପିଲା ବଡ଼ ବଡ଼ ସ୍କୁଲ କଲେଜ୍ ପଢେଇବା ପାଇଁ ସେମାନଙ୍କ ପିଲା ଙ୍କ ହଷ୍ଟେଲ୍ ରେ ପଢ଼େଇବେ । ହେଲେ ପିଲା ମାନେ ବାହାରେ କ’ଣ କରୁଛନ୍ତି ତାହା ଠିକ ନାହିଁ । ପିଲା ମାନେ ହଷ୍ଟେଲ୍ ରେ ପାଠ ପଢିବା ପାଇଁ ଛାଡ଼ୁଛନ୍ତି । ତେବେ ଏ ନେଇ ଏକ ଭିଡିଓ ଭାଇରାଲ ହେଇଚି ଯାହା କି ଏବେ ସୋସିଆଲ୍ ମିଡ଼ିଆ ରେ ଖୁବ ଚର୍ଚ୍ଚା ଚାଲିଛି ।
କିଛି ଝିଅ ଙ୍କ ର ଏକ ଭିଡିଓ ଭାଇରାଲ ହେଉଛି ସେହି ଝିଅ ମାନେ ହଷ୍ଟେଲ୍ ରେ ଥିବା ଜଣା ପଡିଛି ସେମାନେ ଗୀତ ଲଗାଇ ଯେପରି ଭାବ ରେ ଡ୍ୟାନ୍ସ କରୁଛନ୍ତି । ହଷ୍ଟେଲ ରେ ଏମିତି ଗୀତରେ ଡ୍ୟାନ୍ସ କରିବା କେତେ ଦୂର ଠିକ ଆପଣ ମାନେ କୁହନ୍ତୁ। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।