ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟରେ ଆମ। ଓଡ଼ିଆ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପ୍ରିୟ ହୋଇ ପାରିଛି, ଏହି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ଦେଖାଇ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ବେଶ୍ ଲୋକ ପ୍ରିୟ କରାଇ ପାରିଛନ୍ତି । ସବୁଠାରୁ ଦୁଃଖ ଖବର ହେଲା ଯେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଲୋକ ପ୍ରିୟ କରାଇ ଥିବା ଅଭିନେତା ମାନେ ଆଉ ଏହି ଦୁନିଆ ରେ ନାହାଁନ୍ତି ।
ହଁ ବନ୍ଧୁ ଦୁନିଆ ରୁ ସବୁଦିନ ପାଇଁ ଛାଡ଼ି ଚାଲି ଯାଇଛନ୍ତି ଆର ପାରି କୁ । ଆପଣ ମାନେ ଜାଣିଥିବେ ଯେ ଅତି ନିକଟ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ଙ୍କ ବିୟୋଗ ଫଳ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ଝଟକା ପରେ ଝଟକା ଲାଗିଛି । ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ବରିଷ୍ଠ ଅଭିନେତା ମାନେ ଛାଡ଼ି ଚାଲି ଯାଇଛନ୍ତି । ବର୍ତ୍ତମାନ ସମୟ ରେ ଆପଣ ମାନଙ୍କୁ କହିବା ର କାରଣ ହେଉଛି ସେହିଭଳି ଏକ ଖବର ।
ବର୍ତ୍ତମାନ ସମୟ ଠିକ୍ ସେହିଭଳି ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତା ଯିଏ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ ହୋଇ ପାରିଥିଲେ ଓ ଦର୍ଶକ ମାନେ ମଧ୍ୟ ତାଙ୍କୁ ବହୁତ୍ ସାରା ଭଲ ପାଇବା ଦେଇଥିଲେ । ବର୍ତ୍ତମାନ ସମୟ ରେ ସେହି ମନୋରଞ୍ଜନ କରାଇ ଥିବା ଅଭିନେତା ଜଣକ ଏହି ଦୁନିଆ ଛାଡ଼ି ସମସ୍ତ ଙ୍କୁ ପର କରି ଆର ପାରି କୁ ଚାଲି ଯାଇଛନ୍ତି ।
ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଯିଏ କି ନିଜ ଜବରଦସ୍ତ ଅଭିନୟ ବହୁ ସାରା ଚରିତ୍ର ରେ ଦେଖାଇ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ବର୍ତ୍ତମାନ ସମୟ ରେ ଆଉ ଏହି ଅଭିନେତା ଜଣକ ନାହାଁନ୍ତି । ହାଇଦ୍ରାବାଦ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି ।
ଯାହାକି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଲଗିଛି । ଓଡ଼ିଆ ଇଣ୍ଡଷ୍ଟ୍ରି କୁ ପୁଣି ଆଉ ବଡ ଝଟକା ଲାଗିଛି , ପିଣ୍ଟୁ ଙ୍କୁ ଆଜି ଝୁରୁଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ । ପିଣ୍ଟୁ ଙ୍କ ପରିବାର ଲୋକ ମଧ୍ୟ ପିଣ୍ଟୁ ଙ୍କୁ ମନେ ପକାଇ ଅତୀତ ର କଥା କୁ ମନେ ପକାଇ କାନ୍ଦୁ ଛନ୍ତି । ପିଣ୍ଟୁ ନନ୍ଦ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ ।
ବିବାହ ପରେ ପିଣ୍ଟୁ ନନ୍ଦ ଙ୍କ ଦୁଇ ପୁଅ ହୋଇଥିଲା ଓ ଦୁଇ ହେବା ପରେ ବର୍ତ୍ତମାନ ସମୟ ରେ ସମସ୍ତ ଙ୍କୁ ପର କରି ଦେଇ ଆର ପାରି କୁ ଚାଲି ଯାଇଛନ୍ତି ଓ ପତ୍ନୀ ମଧ୍ୟ କାନ୍ଦି କାନ୍ଦି ବେହୋସ୍ ହେଉ ଯାଉଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।