ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ଅଭିନେତା ମାନେ ନିଜ ଅଭିନୟ ମାଧ୍ୟମ ରେ ଦର୍ଶକ ମାନ ମନୋରଂଜନ କରାଇ ଥାଆନ୍ତି । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ କମ୍ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁ ମାନେ ଦର୍ଶକ ମାନ ଙ୍କୁ ଦୀର୍ଘ ବର୍ଷ ହେବ ଅଭିନୟ କରି ସେମାନଙ୍କ ମନୋରଂଜନ କରାଇ ଆସୁଛନ୍ତି ।
ଏହି ଅଭିନେତା ଙ୍କ ମଧ୍ୟ ରୁ ବର୍ତ୍ତମାନ୍ ସମୟ ରେ ଆଉ ଜଣେ ଅଭିନେତା ଙ୍କୁ ନେଇ ଆସି ଯାଇଛି ଏକ ଦୁଃଖ ଖବର । ହଁ ବନ୍ଧୁ ଦର୍ଶକ ମାନ ଙ୍କୁ ଯିଏ ସବୁଦିନ ନିଜ ଅଭିନୟ ମାଧ୍ୟମ ରେ ମନୋରଂଜନ କରାଇ ଥାଏ ଆଜି ସେହି ଅଭିନେତା ଜଣକ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ଓ ଏହି ଅଭିନେତା ଜଣକ ହେଉଛନ୍ତି ପ୍ରୀତି ରାଜ ।
ବନ୍ଧୁଗଣ ଆପଣ ମାନେ ପ୍ରୀତି ରାଜ୍ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଏହି ଅଭିନେତା ଜଣକ ଦୀର୍ଘ ବର୍ଷ ହେବ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ଆସୁଛନ୍ତି ଓ ଦର୍ଶକ ମାନ ଙ୍କ ମନୋରଂଜନ କରାଇ ଆସୁଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ନିଜ ଅଭିନୟ ଜୀବନୀ ମଧ୍ୟ ରେ ବହୁତ୍ ସାରା ଚଳଚ୍ଚିତ୍ର ଓ ଧାରାବାହିକ ରେ ନଜର ଆସିଛନ୍ତି ।
ଆପଣ ମାନେ ନିଶ୍ଚୟ ତାଙ୍କର ବହୁତ୍ ସାରା ଚଳଚ୍ଚିତ୍ର ଓ ଧାରାବାହିକ ରେ ଦେଖିଥିବେ ପ୍ରୀତି ରାଜ ଙ୍କ ଜବରଦସ୍ତ ଅଭିନୟ । ନିଜ ଅଭିନୟ ପାଇଁ ସେ ଆଜି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ନାମ ଅର୍ଜନ କରିବା ସହ ଓଡ଼ିଶା ର ଘର୍ ଘରେ ପରିଚିତ । ଦର୍ଶକ ମାନେ ମଧ୍ୟ ଏହି ଅଭିନେତା ଙ୍କ ଅଭିନୟ କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି । ବର୍ତ୍ତମାନ ସମୟ ରେ ମଧ୍ୟ ସେ ନିଜ ଅଭିନୟ ଜାରି ରଖିଛନ୍ତି ।
ଷ୍ଟାର୍ କିରଣ ର ଲୋକ ପ୍ରିୟ ଧାରାବାହିକ ଶାନ୍ତି ରେ ସେ ଅଭିନୟ କରୁଛନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବାସ୍ତବିକ ଜୀବନ ରେ ପ୍ରୀତି ରାଜ୍ ବର୍ତ୍ତମାନ୍ ସମୟ ରେ ଚିକିତ୍ସାଧୀନ ଅଛନ୍ତି । ଅତି ନିକଟ ରେ ସେ ଅସୁସ୍ଥ ହୋଇ ଭୁବନେଶ୍ଵର ସମ ହସ୍ପିଟାଲ ରେ ଚିକିତ୍ସା ହେବା ପାଇଁ ଭର୍ତ୍ତି ହୋଇଥିଲେ । ତାଙ୍କର ଚିକିତ୍ସା ପାଇଁ ଓ ନେଗେଟିଭ ର-କ୍ତ ଦରକାର୍ ଥିଲା ବୋଲି ତାଙ୍କ ସହ ଅଭିନୟ କରିଥିବା ସୁଶାନ୍ତ ଜଣାଇ ଥିଲେ ।
ବର୍ତ୍ତମାନ୍ ସମୟ ରେ ର-କ୍ତ ଯୋଗାଡ ହେବା ପରେ ପ୍ରୀତି ରାଜ୍ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ରେ ସୁଧାର ଆସିଛି । ବର୍ତ୍ତମାନ୍ ସମୟ ରେ ସେ ମେଡିକାଲ ରେ ଅଛନ୍ତି ଓ ବହୁତ୍ ଶୀଘ୍ର ସେ ସୁସ୍ଥ ହୋଇ ଆପଣ ଙ୍କ ମନୋରଂଜନ କରାଇବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।