ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବାବୁଶାନ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ତାଙ୍କ ଅକ୍ସିଜେନ୍ ଲେଵୁଲ କମି ଯାଇଥିବାରୁ । ଏହି ଖବର ଟି ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛି , ଏହାରି ଭିତରେ ଏହି ଖବର ବାବୁଶାନ ଙ୍କ ପତ୍ନୀ ତୃପ୍ତି ଜାଣିବା ପରେ ,
ବାବୁଶାନ୍ ଙ୍କୁ ଦେଖା କରିବା ପାଇଁ ଚାଲି ଆସିଛନ୍ତି ହସ୍ପିଟାଲ , ବାବୁଶାନ ଙ୍କ ସବୁ ଭୁଲ କୁ ଭୁଲି ଯାଇ ସବୁ ଦୋଷ କୁ କ୍ଷମା କରି ଦେଇ ବାବୁଶାନ ଙ୍କ ପାଖ ରେ ବସିବା ସହିତ ମୁଣ୍ଡ ଆଉଁସି କହିଲେ ତୁମେ ବ୍ୟସ୍ତ ହୁଅ ନାହିଁ ମୁଁ ତୁମ ପାଖ ରେ ଅଛି । ତୁମେ ସୁସ୍ଥ ହେବା ପରେ ଆମେ ସାଙ୍ଗ ହୋଇ ଘର୍ କୁ ଯିବା ।
ପୁଅ ମଧ୍ୟ ତୁମକୁ ବହୁତ୍ ମିସ କରିବା ସହ ତମ ପାଇଁ ଅପେକ୍ଷା କରି ରହିଛି । ଏହି ଭଳି ଅନେକ କଥା କହିଥିବେ ତୃପ୍ତି , ଦମନ ଚଳଚ୍ଚିତ୍ର ର ପ୍ରମୋଷନ ପାଇଁ ଯାଇଥିବା ସମୟ ରେ ତାଙ୍କ ଅକ୍ସିଜେନ ଲେବୁଲ କମି ଯାଇଥିଲା ଓ ଯେଉଁଥି ପାଇଁ ସେ ନିଜ କୁ ଅସୁସ୍ଥ ଅନୁଭବ କରି ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ଏହି ଖବର ଟି ତୃପ୍ତି ଶତପଥୀ ଜାଣିବା ପରେ ସେ ଆଉ ଘରେ ନ ରହି ,
କାର ନେଇ ପହଂଚି ଥିଲେ ବାବୁଶାନ ଙ୍କ ପାଖ ରେ , ବାବୁଶାନ୍ ଙ୍କୁ ଦେଖିବା ପରେ ତୃପ୍ତି କାନ୍ଦି ପକାଇଥିଲେ । ବାବୁଶାନ ଅଚେତ୍ ଥିବା ସମୟ ରେ ତାଙ୍କ ପାଖ ରେ ବସିଥିଲେ । ଉଭୟ ଙ୍କ ପୁତ୍ର ଗୁଆନ୍ ମଧ୍ୟ ନିଜ ବାପା କୁ ଝୁରୁଛି ଓ କେତେବେଳେ ତାର ବାପା ଆସିବେ ତାଙ୍କ ଅପେକ୍ଷା ସେ କରିଛି ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବାବୁଶାନ ପ୍ରକୃତି ଙ୍କ ବିବାଦ କାରଣ ରୁ ତୃପ୍ତି ବାବୁଶାନ୍ ଙ୍କ ଠାରୁ ଦୂରେଇ ହୋଇ ରହିଥିଲେ । ବାବୁଶାନ ଙ୍କ ଠାରୁ ପତ୍ନୀ ଓ ପୁତ୍ର ଉଭୟ ଦୂରେଇ ହୋଇ ରହିଥିଲେ । ବର୍ତ୍ତମାନ୍ ସମୟ ରେ ତୃପ୍ତି ସବୁ ରାଗ ଭୁଲିଯାଇ ବାବୁଶାନ ଙ୍କ ପାଖ କୁ ଆସିଛନ୍ତି ଓ ସେ ସୁସ୍ଥ ହେବା ପରେ ଉଭୟ ପୂର୍ବ ଭଳି ହସ ଖୁସି ରେ ରହିବେ ।
ବନ୍ଧୁଗଣ ଆପଣ ମାନେ ଯଦି ନିଜ ମନ ରେ କିଛି ରାଗ ଅଭିମାନ ଅଛି ଓ ଆପଣ ଙ୍କ ରାଗ ଅଭିମାନ କାରଣ ତୁ ଯଦି ଗୋଟେ ପରିବାର ନଷ୍ଟ ହେବା କୁ ଯାଉଛି , ସେଠାରେ ଆପଣ ମାନେ ରାଗ ଅଭିମାନ କୁ ଭୁଲି ଯାଆନ୍ତୁ ଶାନ୍ତ ହୋଇ ଖୁସି କୁ ଅପଣାନ୍ତୁ । ଏହି ମଣିଷ ଜୀବନ ଦୀର୍ଘ ସ୍ଥାୟୀ ନୁହେଁ ଏହା କେତେବେଳେ କୋଉ ମୁହୂର୍ତ୍ତ ରେ ଅଲଗା ହୋଇଯିବେ ମାନେ ଶରୀର ଆତ୍ମା ଅଲଗା ହୋଇ ଯିବେ । ଜୀବନ ଥିଲା ପର୍ଯ୍ୟନ୍ତ ଏମିତି କିଛି କାର୍ଯ୍ୟ କରନ୍ତୁ ଆପଣ ଚାଲିଗଲେ ବି ଲୋକ ମାନେ ଆପଣ ଙ୍କୁ ମନେ ରଖିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।