ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଶା ର ଘର୍ ଘରେ ପରିଚିତ , ଆପଣ ମାନେ ଜାଣିଥିବେ ଏହି ଅଭିନେତା ବେଳେ ବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।
ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତା ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଏହି ଅଭିନେତା ଜଣକ ହେଉଛନ୍ତି ବାବୁଶାନ ମହାନ୍ତି । ଆପଣ ମାନେ ଏହି ଅଭିନେତା ଙ୍କୁ ଭଲ ଭାବ ରେ ଜାଣିଥିବେ । ଅଭିନେତା ବାବୁଶାନ୍ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତା ଭାବେ ସେ ବେଶ୍ ପରିଚିତ ।
ଏହି ଲୋକ ପ୍ରିୟ ଅଭିନେତା ଜଣକ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଦୀର୍ଘ ବର୍ଷ ହେଲା କାମ କରି ଆସୁଛନ୍ତି ଓ ନିଜ ଅଭିନୟ ଫଳ ରେ ସେ ଅନେକ ପ୍ରଶଂସକ ସୃଷ୍ଟି କରି ପାରିଛନ୍ତି । ମେଡିକାଲ ରେ ସୁସ୍ଥ ହୋଇ ଘର୍ କୁ ଫେରିବା ପରେ ପୁଣି ବାବୁଶାନ୍ ଙ୍କ ଦେହ ଖରାପ୍ ହୋଇଛି । ଅତି ନିକଟ ରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ସେ ମେଡିକାଲ ରେ ଚିକିତ୍ସା ହେଉଥିଲେ ।
ବାବୁଶାନ୍ ନିଜ ଆଗାମୀ ଚଳଚ୍ଚିତ୍ର ଦମନ୍ ର ପ୍ରମୋସନ୍ ପାଇଁ ଲଦାଖ ଯାଇଥିଲେ , ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବାଇକ୍ ଚଳାଇବା କାରଣ ରୁ ତାଙ୍କର ବଡି ର ଅକ୍ସିଜେନ ଲେବୁଲ କମି ଯାଇଥିଲା ଓ ଯେଉଁଥି ପାଇଁ କି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ଯାଇଥିଲା । ସେଠାରେ ସେ ପ୍ରାଥମିକ ଚିକିତ୍ସା ନେବା ପରେ ସେ ଭୁବନେଶ୍ୱର ଆସିଥିଲେ ।
ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ , ଚିକିତ୍ସା ପାଇଁ ଭର୍ତ୍ତି ହେବା ପରେ ବାବୁଶାନ୍ ଙ୍କ ଠାରୁ ଦୂରେଇ ହୋଇ ଯାଇଥିବା ତାଙ୍କ ପତ୍ନୀ ତୃପ୍ତି ତାଙ୍କ ପାଖ କୁ ଫେରିଥିଲେ ଓ ତାଙ୍କ ସେବା କରି ସୁସ୍ଥ କରି ଥିଲେ । ବର୍ତ୍ତମାନ୍ ସମୟ ରେ ପୁଣି ବାବୁଶାନ୍ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଛି , ହଁ ବନ୍ଧୁ ଏକ ପାର୍ଟି କୁ ବାବୁଶାନ୍ ଯାଇଥିବା ସମୟ ରେ ତାଙ୍କ ଦେହ ପୁଣି ଅସୁସ୍ଥ ହୋଇ ଯାଇଛି ।
ବନ୍ଧୁଗଣ ଅତି ନିକଟ ରେ ବାବୁଶାନ୍ ଓ ପ୍ରକୃତି ମିଶ୍ର ଙ୍କ ପାଇଁ ବାବୁଶାନ୍ ଙ୍କ ଠାରୁ ଦୂରେଇ ଯାଇଥିଲେ ପତ୍ନୀ ତୃପ୍ତି ଶତପଥୀ । ବାବୁଶାନ୍ ଙ୍କ ଦେହ ଅସୁସ୍ଥ ହେବା ପରେ ସେ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହେବା ପରେ ତୃପ୍ତି ଆସିଥିଲେ ଓ ବାବୁଶାନ୍ ଙ୍କ ସେବା କରି ଥିଲେ । ବାବୁଶାନ୍ ମଧ୍ୟ ନିଜ ପତ୍ନୀ ଓ ଶଶୁର ଙ୍କୁ କ୍ଷମା ମାଗିବା ସହ ଏମିତି ଭୁଲ ଆଉ କେବେ ହେଲେ କରିବେ ନାହିଁ ବୋଲି କହିଥିଲେ । ବର୍ତ୍ତମାନ ସମୟ ରେ ବାବୁଶାନ୍ ଙ୍କ ଦେହ ପୁଣି ଅସୁସ୍ଥ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।