Breaking News

ହିରୋଇନ ଅରୁନ୍ଧତୀ ଦେବୀକା (Arundhati Devika) ଙ୍କ ମା ତିଳୋତ୍ତମାଙ୍କ ଏକାଦଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଏହି ଦୁନିଆ ମଣିଷ ଆସିଛି ମାନେ ଦିନେ ନା ଦିନେ ସେ ଚାଲିଯିବ ଏହି ଦୁନିଆ ଛାଡ଼ି । ମଣିଷ ଜନ୍ମ ପରେ ଓ ତାର ମରଣ ପୂର୍ବ ସେ କରି ଯାଇଥିବା କାର୍ଯ୍ୟ କୁ ଲୋକ ମାନେ ମନେ ପକାଇ ଦୁଃଖିତ ଅନୁଭୁବ କରି ଥାଆନ୍ତି । ସେଥିପାଇଁ ଜୀବିତ ଥିବା ସମୟ ରେ ଏମିତି କିଛି କାମ କରନ୍ତୁ ଯାହା ଫଳ ରେ ଆପଣ ମାନେ ଯିବା ପରେ ସମସ୍ତେ ଆପଣ ଙ୍କୁ ମନେ ପକାଇବେ , ମୃତ୍ୟୁ କରିଥିଲେ ମଧ୍ୟ ଅମର ହୋଇ ରହିବେ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଲୋକ ମାନ ଙ୍କ ବେଶ୍ ଲୋକ ପ୍ରିୟ ହୋଇ ରହିଛନ୍ତି । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଜି ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ଅଭିନୟ ଦୁନିଆ ଦୁନିଆ ଠାରୁ ଦୂରେଇ ହୋଇ ଏହି ଦୁନିଆ ଛାଡ଼ି ସଦା ସର୍ବଦା ପର୍ଯ୍ୟନ୍ତ ଆର ପାରି କୁ ଚାଲି ଯାଇଛନ୍ତି ।

ସେମାନେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେ ଅମର ହୋଇ ରହୁଛନ୍ତି ଦର୍ଶକ ମାନ ଙ୍କ ମନ ରେ , ଦର୍ଶକ ମାନେ ବର୍ତ୍ତମାନ୍ ମଧ୍ୟ ଏହି ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ମନେ ପକାଇ ଅତୀତ ର ଅଭିନୟ କୁ ମନେ ପକାଇ ଦୁଃଖ କରନ୍ତି । କାରଣ ଏହି ମନୋରଂଜନ ଦୁନିଆ ଦର୍ଶକ ମାନ ଙ୍କ ମନୋରଂଜନ କରାଇବା ରେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ବେଶ୍ ପାରଙ୍ଗମ ।

କହିବାକୁ ଗଲେ ଏହି ଦୁଇ ରୁ ତିନି ବର୍ଷ ମଧ୍ୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ମୃତ୍ୟୁ ବରଣ କରିଛନ୍ତି । ଯାହା ଫଳ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ କୁ ଅନେକ କ୍ଷତି ସହିବାକୁ ପଡୁଛି । ଏହାରି ଭିତରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ ମୃତ୍ୟୁ ବରଣ କରିବା ର ଅନେକ ଦିନ ଗଲାଣି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ ଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ଓ ଧାରାବାହିକ ରେ ଦେଖିଥିବେ । ଏହି ଅଭିନେତ୍ରୀ ଜନକ ନିଜ ଜବରଦସ୍ତ ପାଇଁ ସାରା ଓଡ଼ିଶା ଘର୍ ଘରେ ପରିଚିତ ହୋଇ ପାରିଥିଲେ , ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ଆଉ ନାହାଁନ୍ତି କିନ୍ତୁ ସେ ଯିବା ପୁର୍ବ ରୁ ଓଡ଼ିଆ ଦୁଇ ନୂଆ କଳାକାର ଛାଡ଼ି ଯାଇଛନ୍ତି ।

ତାହେଲେ ଏହାରି ଭିତରେ ତିଳୋତ୍ତମା ଖୁଣ୍ଟିଆ ମୃତ୍ୟୁ କରିବା ର ୧୧ ଦିନ ହୋଇ ଯାଇଛି । ତିଳୋତ୍ତମା ଙ୍କ ଏକାଦଶ ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *