ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ବେଳେ ବେଳେ ଚର୍ଚ୍ଚା ରେ ମଧ୍ୟ ରହୁଛନ୍ତି ।
ବର୍ତ୍ତମାନ ସମୟ ରେ ଅର୍ଚ୍ଚିତା ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ଆଜିଆମେ ଏହି ଭିଡିଓ ବିଷୟ ରେ ଜାଣିବା । ଆପଣ ମାନେ ଅର୍ଚ୍ଚିତା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ବହୁ ସାରା ଚଳଚିତ୍ର ନିଜ ଜବରଦସ୍ତ ଅଭିନୟ ଦେଖାଇ ଚଳଚିତ୍ର କୁ ଲୋକ ପ୍ରିୟ କରାଇ ପାରିଛନ୍ତି ।
ଆପଣ ମାନେ ଜାଣିଥିବେ ଅର୍ଚ୍ଚିତା ଅଭିନେତା ସବ୍ୟ ଙ୍କ ସହିତ ବହୁ ସାରା ଚଳଚିତ୍ର ରେ ନଜର ଆସିଛନ୍ତି । ଅର୍ଚିତା ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଅନେକ ନାମ ଅର୍ଜନ କରିଛନ୍ତି ।
ଅର୍ଚ୍ଚିତା ଙ୍କୁ ନେଇ ପ୍ରତିବର୍ଷ ଗୋଟିଏ କିମ୍ବା ଦୁଇ ଟି ଚଳଚ୍ଚିତ୍ର ଆସିଥାଏ କିନ୍ତୁ କିଛି ବର୍ଷ ହେବ କୌଣସି ଚଳଚ୍ଚିତ୍ର ରେ ନଜର ଆସି ନାହାଁନ୍ତି କାରଣ କରୋନା ପରେ ଏହି ଅଭିନେତ୍ରୀ ଜଣକ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟ ଙ୍କୁ ବିବାହ କରି ବେସ୍ ଖୁସି ରେ ଅଛନ୍ତି । ବିବାହ ପରେ ନିଜ ସ୍ବାମୀ ଙ୍କ ସହ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହୁଥିଲେ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅର୍ଚ୍ଚିତା ଙ୍କୁ ନେଇ ଏକ ଖୁସି ଖବର ଆସିଯାଇଛି ସେମାନେ ଙ୍କ ପ୍ରଶଂସକ ମାନ ଙ୍କ ପାଇଁ । ଏହି ଖବର ଟି ହେଉଛି ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ନେଇ ଖୁବ୍ ଶୀଘ୍ର ଏକ ଚଳଚ୍ଚିତ୍ର ଆସିବା କୁ ଯାଉଛି । ଏହି ଚଳଚ୍ଚିତ୍ର ଟି ର ନାମ ହେଉଛି ମହିଷାସୁର । ତରଙ୍ଗ ଚ୍ୟାନେଲ ର ୪୭ ତମ ଚଳଚ୍ଚିତ୍ର
ମହିଷାସୁର ଚଳଚ୍ଚିତ୍ର ରେ ସବାନା ବେଗମ୍ ଚରିତ୍ର ରେ ନଜର ଆସିବେ ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଏହି ଚଳଚ୍ଚିତ୍ର ରେ ସେ ଆଇନଜୀବୀ ହୋଇଛନ୍ତି ଓ ସେ ମୁସଲିମ ପରିବାର ର । ଏହି ଚଳଚ୍ଚିତ୍ର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଓ ଏହି ଚଳଚ୍ଚିତ୍ର ବିଷୟ ରେ ଅର୍ଚ୍ଚିତା କିଛି ପ୍ରତିକ୍ରିୟା ରଖି ସୁଟିଂ ସେଟ ଚାଲି ଯାଉଛନ୍ତି ।।