ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ କୌଣସି ନା କୌଣସି କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।
ବର୍ତ୍ତମାନ୍ ସମୟ ରେ ଠିକ ସେହିଭଳି ଜଣେ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ତେବେ ଏହି ଅଭିନେତ୍ରୀ ଜଣକ ଧାରାବାହିକ ଜଗତ ଓ ଆଲବମ ଜଗତର ର ଜଣେ ଲୋକ ପରିଚିତ ଅଭିନେତ୍ରୀ , ତାଙ୍କ ନାମ ହେଉଛି କୁକିଜ୍ ସ୍ବାଇଁ । ଆପଣ ମାନେ ଅଭିନେତ୍ରୀ କୁକିଜ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ।
ଅଭିନେତ୍ରୀ କୁକିଜ ନିଜ ଜବରଦସ୍ତ ଅଭିନୟ ଓ ନାଚ ପାଇଁ ସେ ଆଜି ଓଡ଼ିଶା ର ଘର ଘରେ ପରିଚିତ ହେବା ସହିତ ଏକ ସ୍ବତନ୍ତ୍ର ପରିଚୟ ପାଇ ପାରିଛନ୍ତି । ଆପଣ ମାନେ ତାଙ୍କ ଅଭିନୟ ବହୁ ସାରା ଆଲବମ୍ ଓ କିଛି ଧାରାବାହିକ ରେ ବେଶ୍ ଭଲ ଭାବରେ ଦେଖିଥିବେ । କୁକୀଜ୍ ଙ୍କ ସମସ୍ତ ଆଲବମ ସୁପର ହିଟ ହେବା ସହ ବର୍ତ୍ତମାନ୍ ମଧ୍ୟ ସୁପର ହିଟ ହୋଇ ରହିଛି ।
ଏହି ଅଭିନେତ୍ରୀ ଜଣକ ମଞ୍ଜରୀ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ନଣନ୍ଦପୁଟୁଳି ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ନଜର ଆସୁଥିଲେ । ଏହି ଧାରାବାହିକ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ସେ ସବୁଠି ଲୋକ ପ୍ରିୟ ହୋଇ ପାରିଥିଲେ । ଆପଣ ମାନେ ମଧ୍ୟ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଭଲ ନାଚ ମଧ୍ୟ କରନ୍ତି ।
ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ବହୁ ସାରା ସର୍ଟ ରିଲ୍ସ ଭିଡିଓ ପୋଷ୍ଟ କରି ଥାଆନ୍ତି ଓ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି । ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ନିଜ ବ୍ୟକ୍ତିଗତ ର କିଛି ଦୃଶ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ଆସନ୍ତୁ ଏହି ଚର୍ଚ୍ଚା ର ବିଷୟ ରେ ଜାଣିବା ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ଏକ କାର କିଣିଛନ୍ତି । i20 sports car କିଣି ଛନ୍ତି ଓ ଏହି କାର ର ମୂଲ୍ୟ ପ୍ରାୟ ୧୧ ଲକ୍ଷ୍ ଟଙ୍କା । କାର କିଣି ଥିବାର ସୂଚନା କୁକିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରି ଜଣାଇଛନ୍ତି ଓ ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।