Breaking News

ହିରୋଇନ ଜେସୀ (Jessy) ଙ୍କର ସରିଲା ହଳଦୀ ରସମ, ଖୁବ ଶୀଘ୍ର ବିବାହ କରିବେ ! – ଦେଖନ୍ତୁ ଭିଡିଓ

ସରି ଯାଇଛି ହଳଦୀ ରସମ୍ ଆଉ ଅଳ୍ପ ଦିନ ଭୀତ ରେ ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନ ଜେସି ସାମଲ । ତେବେ ବନ୍ଧୁଗଣ ଜେସି କାହାକୁ ବାହା ହେବେ ଆଉ ତାଙ୍କ ବାହାଘର କେବେ ହେଉଛି ଏହା ବିଷୟ ରେ ଯଦି ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁ ଛନ୍ତି ତାହେଲେ ଆପଣ ମାନେ ଆମ ର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏଁ ପଢନ୍ତୁ ତାହେଲେ ଯାଇ ଆପଣ ମାନେ ଆମେ ଦେଇଥିବେ ସମ୍ପୁର୍ଣ୍ଣ ବିବରଣୀ ବିଷୟ ରେ ଜାଣି ପାରିବେ ।

ଆପଣ ମାନେ ଗତ ଦିନ ମାନଙ୍କ ରେ ଜେସି ସାମଲ ଙ୍କୁ ତୁ ମୋର ଜୀବନ ସାଥି ସିରିଏଲ ରେ ଅଭିନୟ କରୁଥିବାର ଦେଖିବାକୁ ପାଇଥିବେ । ଏହି ସିରିଏଲ ରେ ତାଙ୍କ ର ସୁନ୍ଦର ଅଭିନୟ ଦେଖିବାକୁ ପାଇଥିବେ । ଜୀ ସାର୍ଥକ ଚ୍ୟାନେଲ୍ ଏହି ସିରିଏଲ ଟି ପ୍ରସାରିତ ହେଉଥିଲା ଆଉ ଏହି ଚ୍ୟାନେଲ୍ ରେ ହିଁ ଲୋକପ୍ରିୟ ସିରିଏଲ ତୁ ମୋ ଜୀବନ ସାଥି ପ୍ରସାରିତ ହେଉଥିଲା । ଏହି ସିରିଏଲ ଟିକୁ ସାରା ଓଡିଶା ବାସୀ ବହୁତ ପସନ୍ଦ କରୁଥିଲେ ଆଉ ଏହି କାରଣ ରୁ ତୁ ମୋ ଜୀବନ ସାଥି ସିରିଏଲ ଟି ପ୍ରାୟ 4 ବର୍ଷ ପର୍ଯ୍ୟନ୍ତ ଟିଭି ରେ ପ୍ରସାରିତ ହୋଇ ଥିଲା ।


ତାହେଲେ ଗତ ଦିନ ମାନଙ୍କ ରେ ଏହି ସିରିଏଲ ଟି ସରି ଯାଇଛି । ତେବେ ଏହି ସିରିଏଲ ଟି ସରିଗଲା ପରେ ଜେସି ଙ୍କୁ ଓଲିଓଡ ଇଣ୍ଡଷ୍ଟ୍ରୀ ରେ କୌଣସି ଥିରେ ସିରିଏଲ ରେ ଅଭିନୟ କରୁଥିବାର ନଜର ରେ ଆସି ନାହାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଷ୍ଟାର କିରଣ ରେ ଗୋଟିଏ ସିରିଏଲ ରେ ଅଭିନୟ କରିବେ ଜେସି ସାମଲ । ଏହି ସିରିଏଲ ରେ ଜେସି ଙ୍କୁ ହଳଦୀ ରସମ୍ ରେ ଦେଖିବାର ନଜର ରେ ଆସିବେ ।


ତାହେଲେ ସିରିଏଲ ରେ ତାଙ୍କ ର ବିବାହ ହେବାକୁ ଯାଉଛି ଆଗାମୀ ଦିନ ମାନଙ୍କ ରେ ସେ ରିୟଲ୍ ଲାଇଫ ରେ ନୁହଁ ସେ ରିଲ୍ ଲାଇଫ ରେ ବିବାହ କରିବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ଜେସି ଙ୍କୁ 35 ବର୍ଷ ବୟସ ହୋଇ ଗଲାଣି । ତାହେଲେ ବାହାଘର ପାଇଁ ଉପଯୁକ୍ତ ବୟସ ହୋଇ ଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି ।

ପୂର୍ବ ରୁ ତୁଳସୀ ସିରିଏଲ ରେ ଦେଖି ଥିବାର ପାଇଥିବେ ଆଉ ଏହା ଛଡା ସେ ବହୁତ ସାରା ସିରିଏଲ ରେ ମଧ୍ୟ ଦେଖିବାକୁ ପାଇଥିବେ । ସେ ଗତ ଦିନ ମାନଙ୍କ ରେ ସୁନ୍ଦର ଅଭିନୟ କାରଣ ରୁ ସାରା ଓଡିଶା ର ଲୋକ ମାନଂକୁ ଭଲ ପାଇବା ପାଇ ପାରିଥିଲେ ଜେସି ସାମଲ । ଆଗାମୀ ଦିନ ମାନଙ୍କ ରେ ଷ୍ଟାର କିରଣ ରେ ପ୍ରସାରିତ୍ ହେଉଥିବାକୁ ଯାଉଥିବା ଏକ ନୂଆ ସିରିଏଲ ରେ ଜେସି ଅଭିନୟ କରିବାର୍ ନଜର ରେ ଆସିବେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *