ଦର୍ଶକ ବନ୍ଧୁ ଆପଣ ଜାଣିଥିବେ ଆମ ସଂସ୍କୃତି ରେ ଅନେକ ପର୍ବ ପର୍ବାଣୀ ରହିଛି , ଯେଉଁ ପର୍ବ ପର୍ବାଣୀ ପଡିଲେ ସମସ୍ତେ ବେଶ୍ ଖୁସି ହୁଅନ୍ତି , ଚଳିତ ବର୍ଷ ଅନେକ ପର୍ବ ପର୍ବାଣୀ ସରି ଯାଇଛି , ତାହେଲେ ବନ୍ଧୁଗଣ ଆଜି ହେଉଛି ଦୀପାବଳି । ଯାହାକୁ ଆମ ଭାରତ କୋଣ ଅନୁକୋଣ ରେ ବେଶ୍ ଧୁମ୍ ଧାମରେ ପାଳନ କରି ଥାଆନ୍ତି ଓ ଖୁସି ରେ ବାଣ ଫୁଟାଇ ଥାଆନ୍ତି ।
ତାହେଲେ ବନ୍ଧୁଗଣ ବନ୍ଧୁଗଣ ଏହି ଦୀପାବଳୀ କୁ ଆମ ଓଡ଼ିଶା ର ଲୋକ ମାନେ ପିମ୍ପେଇ ଅମାବାସ୍ୟା କହନ୍ତି । ଏହି ପର୍ବ ଟି ଅନ୍ଧକାର ଉପରେ ଆଲୋକ ର ବିଜୟ ହୋଇଥାଏ , ହଁ ବନ୍ଧୁ ଛୋଟ ଠୁ ବଡ ଲୋକ ମାନ ଙ୍କ ପର୍ଯ୍ୟନ୍ତ ସମସ୍ତେ କାଉଁରିଆ କାଠି ଧରି ତାକୁ ଜଳାଇ ସମସ୍ତେ ଏକସ୍ୱର୍ ରେ କହି ଥାଆନ୍ତି ଯେ , ବଡ ବଡୁଆ ହୋ ଅନ୍ଧାର ଆସି ଆଲୁଅ ରେ ଯା, ଗଙ୍ଗା ଯାଆ , ଗୟା ଯାଆ , କାଶୀ ଯାଆ , ମଥୁରା ଯାଆ ପୁରୁଷୋତ୍ତମ ରେ ମହାପ୍ରସାଦ ଖାଇ ବାଇଶି ପାହାଚ ରେ ଗଡଗଡ଼ଉ ଥା ।
ତାହେଲେ ସାଧାରଣ ବ୍ୟକ୍ତି ଙ୍କ ଠାରୁ ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ଏହାକୁ ବେଶ୍ ଧୁମ୍ ଧାମରେ ପାଳନ କରି ଥାଆନ୍ତି । ଆଜି ଆମେ ଜାଣିବା ଝିଲ୍ଲିକ ଭଟ୍ଟାଚାର୍ଯ୍ୟ କେମିତି ପାଳନ କରିବାକୁ ଯାଉଛନ୍ତି , ତାହେଲେ ଆସନ୍ତୁ ଜାଣିବା , ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବେଶ୍ ଲୋକ ପରିଚିତ ।
ତାହେଲେ ଆପଣ ମାନେ ଅଭିନେତ୍ରୀ ଝିଲ୍ଲିକ ଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ମାନ ଙ୍କ ସହ ଅଭିନୟ କରି ସେ ଆଜି ବେଶ୍ ଲୋକ ପରିଚିତ ହୋଇ ପାରିଥିଲେ । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଜଣେ ବଙ୍ଗୀୟ ।
ସେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଅଭିନୟ ପାଇଁ ଆସିଥିଲେ , ଚଳଚ୍ଚିତ୍ର ରେ ଅଭିନୟ କରିବା ପରେ ଦର୍ଶକ ମାନେ ତାଙ୍କ ଅଭିନୟ କୁ ବହୁତ୍ ସାରା ଭଲ ପାଇବା ଦେଇଥିଲେ । ପରେ ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେ଼ଇ ଙ୍କୁ ବିବାହ କରିଥିଲେ ଓ ବର୍ତ୍ତମାନ୍ ସମୟ ରେ ଦୁଇ ଟି କନ୍ୟା ସନ୍ତାନ ମାଆ । ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ସଦା ସର୍ବଦା ପର୍ଯ୍ୟନ୍ତ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।
ତାହେଲେ ବର୍ତ୍ତମାନ୍ ସମୟ ରେ ମାନେ ଆଜି ସେ ଦୀପାବଳୀ କୁ ବେଶ୍ ଧୁମ୍ ଧାମରେ ପାଳନ କରିବାକୁ ଯାଉଛନ୍ତି ତା ପୂର୍ବ ସେ ଏକ ଭିଡ଼ିଓ ଜାରି କରୁଛନ୍ତି ଏହି ଭିଡିଓ ରେ ସେ ଦର୍ଶକ ମାନ ଙ୍କୁ ଦୀପାବଳୀ ଓ କାଳୀପୂଜା ପାଇଁ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।