Breaking News

ହିରୋଇନ ଝିଲ୍ଲିକ (Jhilik) ମା ହେବା ପରେ ପ୍ରଥମ ଥର ପାଇଁ ହିରୋ ଅନୁଭବ (Anubhav) ଙ୍କ ସହ ଫିଲ୍ମ କରିବେ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ଲୋକ ପ୍ରିୟ ହୋଇଥିଲେ ମଧ୍ଯ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରହିଛନ୍ତି ।

ସେହିଭଳି ଜଣେ ଅଭିନେତା ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ଅନୁଭବ ମହାନ୍ତି । ତାହେଲେ ଅନୁଭବ ମହାନ୍ତି ଙ୍କୁ ବେଶ୍ ଭଲ ଭାବ ରେ ଜାଣିଥିବେ , ଅଭିନେତା ଅନୁଭବ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତା ଓ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ଦୀର୍ଘ ବର୍ଷ ହେବ କାମ କରି ଆସୁଛନ୍ତି ।
ଅନୁଭବ ମହାନ୍ତି ତାଙ୍କ ଅଭିନୟ ଜୀବନୀ ମଧ୍ୟ ରେ ବହୁ ସାରା ଚଳଚିତ୍ର ଅଭିନୟ କରିଛନ୍ତି ।

ଦର୍ଶକ ମାନେ ମଧ୍ୟ ଅନୁଭବ ଙ୍କୁ ବେସ ପସନ୍ଦ କରିବା ସହିତ ତାଙ୍କ ଅଭିନୟ କୁ ବେସ ପସନ୍ଦ କରିଥାନ୍ତି । ତାହେଲେ ବନ୍ଧୁଗଣ ଅନୁଭବ ଆଜି ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଘର ଘରେ ପରିଚିତ । ଅଭିନୟ ଦୁନିଆ ଛାଡ଼ିବା ପରେ ସେ ରାଜନୀତି ଦୁନିଆ ରେ ପାଦ ଥାପି ଥିଲେ ।

୩ ବର୍ଷ ହୋଇଯିବ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ହୋଇ ଯିବାର । ଠିକ୍ ସେହିଭଳି ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ଆପଣ ମାନେ ତାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ।

ଝିଲ୍ଲିକ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଓଡିଶା ର ଘର ଘରେ ପରିଚିତ। ଅଭିନେତ୍ରୀ ଝିଲ୍ଲିକ ହେଉଛନ୍ତି ଜଣେ ବଙ୍ଗୀୟ ଅଭିନେତ୍ରୀ ଓ ତାଙ୍କ ଘର୍ ପଶ୍ଚିମ ବଙ୍ଗ କିନ୍ତୁ ସେ ଓଡିଶା ଆସିଥିଲେ ଅଭିନୟ କରିବା ପାଇଁ । ଅଭିନୟ ପାଇଁ ସେ ବହୁତ୍ ସାରା ଭଲ ପାଇବା ପାଇଥିଲେ ଓଡିଆ ଇଣ୍ଡଷ୍ଟ୍ରି ରୁ ।

ବାସ୍ତବିକ୍ ଜୀବନ ରେ ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେ଼ଇ ଙ୍କୁ ବିବାହ କରିଥିଲେ । ବିବାହ ପରେ ବର୍ତ୍ତମାନ୍ ସମୟ ରେ ଝିଲ୍ଲିକ ମାଆ ହୋଇଛନ୍ତି । ବନ୍ଧୁଗଣ ଯାହା ସୂଚନା ମିଳିଛି ଯେ ଆଗାମୀ ଦିନ ମାନ ଙ୍କ ରେ ଅନୁଭବ ମହାନ୍ତି ଓ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଙ୍କୁ ନେଇ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି , ଏହି ଚଳଚ୍ଚିତ୍ର ନାମ କଣ ରହିଛି ତାହା ଜଣା ପଡି ନାହିଁ କିନ୍ତୁ ଆଗାମୀ ଦିନ ରେ ଉଭୟ ଙ୍କୁ ନେଇ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *