ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇ ରେ ବେଶ୍ ପାରଙ୍ଗମ । ହଁ ବନ୍ଧୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ନିଜ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ଓ ଘର୍ ଘରେ ପରିଚିତ ।
ଏହି ଅଭିନୟ କଳା ଯାହା ପାଖ ରେ ଅଛି ସେ ଯେଉଁଠି ବି ଅଭିନୟ କଲେ ସେ ବେଶ୍ ଲୋକ ପରିଚିତ ହୋଇଥାଏ । ହଁ ବନ୍ଧୁ ଆମ ଓଡ଼ିଶା ର କିଛି ଲୋକ ପ୍ରିୟ ଅଭିନେତ୍ରୀ ମାନେ ବାହାର୍ ଇଣ୍ଡଷ୍ଟ୍ରି ରେ କାମ କରୁଛନ୍ତି ଓ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ କିଛି ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ଓଡ଼ିଶା କୁ ଅଭିନୟ କରିବାକୁ ଆସି ଓଡ଼ିଶା ର ଘର୍ ଘରେ ପରିଚିତ ହୋଇଛନ୍ତି ।
ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ବା ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ । ଆପଣ ମାନେ ଝିଲ୍ଲିକ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ । ଏହି ଅଭିନେତ୍ରୀ ଙ୍କ ପ୍ରକୃତ ଘର୍ କହିଲେ ପଶ୍ଚିମବଙ୍ଗ ।
ସେ ଅଭିନୟ ପାଇଁ ଆମ ଓଡିଆ ଇଣ୍ଡଷ୍ଟ୍ରି କୁ ଆସିଥିଲେ ଓ ଅଭିନୟ କରି ଓଡ଼ିଶା ବାସୀ ଙ୍କ ହୃଦୟ କୁ ଜିତିଥିଲେ ଓ ଦର୍ଶକ ମାନେ ମଧ୍ୟ ତାଙ୍କୁ ବହୁତ୍ ସାରା ଭଲ ପାଇବା ଦେଇଥିଲେ । ଏହି ଅଭିନେତ୍ରୀ ଜଣକ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ମାନ ଙ୍କ ସହ ବହୁ ଚଳଚ୍ଚିତ୍ର ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପରିଚିତ ।
ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ବୋହୂ ବାସ୍ତବିକ ଜୀବନ ରେ ଓ ଏହା ସହିତ ସେ ମାଆ ମଧ୍ୟ ହୋଇ ସାରିଛନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଝିଲ୍ଲିକ ଙ୍କ ସ୍ବାମୀ ହେଉଛନ୍ତି ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେ଼ଇ ବା ଡ୍ୟାନି । ବର୍ତ୍ତମାନ୍ ସମୟ ଉଭୟ ଦୁଇ କନ୍ୟା ସନ୍ତାନ ର ବାପା ମାଆ ।
ବନ୍ଧୁଗଣ ଗତ କାଲି ଝିଲ୍ଲିକ ଙ୍କ ସ୍ବାମୀ ଡ୍ୟାନି ଙ୍କ ଜନ୍ମ ଦିନ ହୋଇଥିଲା ଓ ଏହି ଜନ୍ମ ଦିନ ଉପଲକ୍ଷେ ଡ୍ୟାନି ଙ୍କ ଜନ୍ମ ଦିନ ଟି ଝିଲ୍ଲିକ ବେଶ ଧୁମ୍ ଧାମରେ ପାଳନ କରି ଥିଲେ ଓ ଏହି ଜନ୍ମ ଦିନ ପାଳନ ହେଉଥିବା ସମୟ ରେ ଉଭୟ ଦୁଇ ଝିଅ ମଧ୍ୟ ଥିଲେ । ଝିଲ୍ଲିକ ଜଣ କୁ ଧରିଥିବା ସମୟ ରେ ଆଉ ଜଣେ କନ୍ୟା କୁ ଡ୍ୟାନି ଧରିଥିଲେ ଯାହାର ଦୃଶ୍ୟ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।