ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ କଳାକାର ଅଛନ୍ତି । ଏହି କଳାକାର ମାନ ଙ୍କ ପାଖ ରେ ଅନେକ କଳା ରହିଛି ଓ ସମସ୍ତେ ନିଜ ନିଜ କଳା ପାଇଁ ବେଶ୍ ଲୋକ ପରିଚିତ । ହଁ ବନ୍ଧୁ କିଏ ଅଭିନୟ କଳା ପାଇଁ ତ ଆଉ କିଏ ଗୀତ ଭଳି ଅନେକ କଳା ରହିଛି ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ କଳାକାର ମାନେ ନିଜ ଜବରଦସ୍ତ କଳା ପାଇଁ ବେଶ୍ ଲୋକ ପରିଚିତ ହେବା ସହିତ ସୋସିଆଲ ମିଡ଼ିଆ ରେ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି କିଛି ଦୃଶ୍ୟ କୁ ନେଇ । ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଦୁଇ ଲୋକ ପ୍ରିୟ କଳାକାର ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ସେହି ବିଷୟ ରେ ଜାଣିବା ।
ତାହେଲେ ବନ୍ଧୁଗଣ ଏହି ଦୁଇ କଳାକାର ମାନ ଙ୍କ ମଧ୍ୟ ରୁ ଜଣ ଟିଏ ଲୋକ ପ୍ରିୟ ଅଭିନେତ୍ରୀ , ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ପ୍ରିୟଙ୍କା । ଧାରାବାହିକ ଜଗତ ର ଜଣେ ଲୋକ ପରିଚିତ , ପ୍ରିୟଙ୍କା ଙ୍କ ପ୍ରଥମ ଧାରାବାହିକ ହେଉଛି ନୂଆ ବୋହୂ ଓ ଏହି ଧାରାବାହିକ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପରିଚିତ ହୋଇ ଥିଲେ ।
ପରେ ସେ ଜି ସାର୍ଥକ ଟିଭି ରେ ପୂର୍ବ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ହେ ପ୍ରଭୁ ରେ ଅଭିନୟ କରିଥିଲେ ।ବର୍ତ୍ତମାନ୍ ସମୟ ରେ ସେ ତୁ କହିବୁ ନା ମୁଁ ଧାରାବାହିକ ରେ ନିଜ ଅଭିନୟ ଜାରି ରଖିଛନ୍ତି । ଆଉ ଜଣେ କଳାକାର ହେଉଛନ୍ତି ଜଣେ ଲୋକ ପ୍ରିୟ ଗାୟକ ଯିଏ କି ନିଜ ଜବରଦସ୍ତ କଣ୍ଠ ପାଇଁ ବେଶ୍ ଲୋକ ପରିଚିତ ।
ଏହି ଗାୟକ ଙ୍କ ନାମ ହେଉଛି କିରନ୍ । ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ କିରଣ ଓ ପ୍ରିୟଙ୍କା ଏକ ସାକ୍ଷାତକାର ଆସି ଥିଲେ , ଏହି ସାକ୍ଷାତକାର ରେ ଅଭିନେତ୍ରୀ ପ୍ରିୟଙ୍କା ଙ୍କୁ ପଚରା ଯାଇଥିଲା ଯେ ସେ କେଉଁ ଆଡ଼ ପ୍ରଡ୍ୟୁସର୍ ଙ୍କୁ ପଟେଇ ଥାଆନ୍ତି ଓ ଏହା ର ଉତ୍ତର ରେ ସେ କହିଛନ୍ତି ହଁ ମୁଁ ପଟେଇଛି ଲିପ୍ସା ମିଶ୍ର ଙ୍କୁ । ଆପଣ ମାନେ ଲିପ୍ସା ମିଶ୍ରଙ୍କୁ ଜାଣିଥିବେ ଯିଏ କି ଓଡିଆ ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡିର ନାୟିକା ଅଟନ୍ତି ।
ପ୍ରିୟଙ୍କା ଏହି ସୋ ରେ କହିଛନ୍ତି ତାଙ୍କ୍ ୫ ଟି ବୟେଫ୍ରେଣ୍ଡ୍ ଥିଲେ ଓ ସମସ୍ତେ ତାଙ୍କ ଠାରୁ ସାନ । ଏହି ଭଳି ଅନେକ ପ୍ରଶ୍ନ ର ଉତ୍ତର ଦେଇଥିଲେ ପ୍ରିୟଙ୍କା । କିରନ ଙ୍କୁ ପଚରା ଯାଇଥିଲା ଯେ ଯଦି ତମେ ଏକ ଟଲ୍କ ସୋ ହୋଷ୍ଟ କର ତମେ ପ୍ରେମାନନ୍ଦ ଙ୍କୁ କଣ ପ୍ରଶ୍ନ ପଚାରିବ ଓ ଏହାର ଉତ୍ତର ରେ ସେ କହିଥିଲେ ସାର ମୋତେ କେବେ ସୁଯୋଗ ଦେବେ ଏହି ଭଳି ଅନେକ ପ୍ରଶ୍ନ ର ଉତ୍ତର ରଖିଥିଲେ କିରନ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।