ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ବେଶ୍ ସକ୍ରିୟ ରହୁଛନ୍ତି ଓ ଏହି ଅଭିନେତ୍ରୀ ମାନେ ବେଳେ ବେଳେ କିଛି ଦୃଶ୍ୟ କୁ ନେଇ ବେଶ୍ ଚର୍ଚ୍ଚା ରେ ଥାଆନ୍ତି । ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଭାବେ ଆମ୍ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।
ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ୍ ସମୟ ରେ ନିଜ ବ୍ୟକ୍ତି ଗତ ଜୀବନ ଦୃଶ୍ୟ କୁ ନେଇ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଆଜି ଆମେ ସେହି ବିଷୟ ରେ ଜାଣିବା , ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯିଏ କି ଚୁଲବୁଲି ନାୟିକା ଭାବେ ଓଡ଼ିଶା ର ଘର୍ ଘରେ ପରିଚିତ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେଶ୍ ପରିଚିତ ।
ଏହି ଅଭିନେତ୍ରୀ ଜଣକ ଆଜି ଯଦି ଲୋକ ପ୍ରିୟ ହୋଇ ପାରିଛନ୍ତି ତାହେଲେ ନିଜ ଅଭିନୟ ପାଇଁ । ନିଜ ଅଭିନୟ ଜୀବନ ଭିତରେ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ଆପଣ ମାନେ ତାଙ୍କୁ ବହୁତ୍ ସାରା ଚଳଚ୍ଚିତ୍ର ରେ ଦେଖିଥିବେ , ମୂଖ୍ୟ ଅଭିନେତ୍ରୀ ଚରିତ୍ର ରେ । ସେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ଙ୍କ ସହ ଅଭିନୟ କରିଛନ୍ତି ।
ବନ୍ଧୁଗଣ ଏହି ଅଭିନେତା ଜଣକ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କ ସହ ବହୁତ୍ ସାରା ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ଓ ପରବର୍ତ୍ତୀ ସମୟ ରେ ସୁଟିଂ ସେଟ ରୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବିବାହ କରିବା ପରେ ଉଭୟ କିଛି ପାରିବାରିକ ବିବାଦ ପାଇଁ ଅଲଗା ହୋଇ ଯାଇଥିଲେ ।
ଅଲଗା ହୋଇ ଯିବା ପରେ ସେ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ଙ୍କ ଘରେ ରହୁଥିଲେ ଓ ଅନୁଭବ ଙ୍କ ଘର୍ ଲୋକ ଆଉ ଏକ ସ୍ଥାନ କୁ ଯାଇ ରହୁଥିଲେ । ଏହାରି ଭିତରେ କୋର୍ଟ ନିର୍ଦ୍ଦେଶ ଦେବା ପରେ ବର୍ଷା ଅନୁଭବ ଙ୍କ ଘର୍ ଛାଡ଼ି ନିଜ ଘରେ ରହୁଛନ୍ତି ନିଜ ମାଆ ଙ୍କ ପାଖ ରେ । ହଁ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ।
ଏହି ଭିଡିଓ ରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ମାଆ ବର୍ଷା ଙ୍କ ଦାୟିତ୍ୱ ନେଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।