Breaking News

ହିରୋଇନ ରଞ୍ଜିତା ପାଣିଗ୍ରାହୀଙ୍କୁ (Ranjita Panigrahi) ଶାଶୂ ଘର ଲୋକ କଣ ସବୁ ଗିପ୍ଟ ଦେଇଛନ୍ତି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟରେ ଆମ ଓଡ଼ିଆ ଧାରାବାହିକ ଜଗତ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ଏହି ଧାରାବାହିକ ଜଗତ ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି। ଏହି ସମସ୍ତ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ।

ବର୍ତ୍ତମାନ ସମୟ ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରହିଛନ୍ତି । ସମସ୍ତେ ଦୂରେଇ ହୋଇ ଯିବାର ଅନେକ କାର୍ଯ୍ୟ ରହିଛି , ଭିନ୍ନ ଭିନ୍ନ କାରଣ ପାଇଁ ସମସ୍ତେ ଦୂରେଇ ହୋଇ ରହୁଛନ୍ତି ଓ ବିଶେଷ କରି ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରହିଛନ୍ତି ।

ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ ଅତି ନିକଟ ରେ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ନିଜ ଶାଶୁଘରେ ବେଶ୍ ଖୁସି ରେ ଅଛନ୍ତି । ଧାରାବାହିକ ରେ ଅଭିନୟ କରୁ ଥିବା ସମୟ ରେ ନିଜ ବିବାହ କାରଣ ପାଇଁ ବାହାରି ଯାଇଛନ୍ତି ଓ ଶଶୁର ଘରେ ବେଶ୍ ଖୁସି ରେ ଅଛନ୍ତି । ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟରେ ଜାଣିବା ଅମର ଏହି ପେଜ ମାଧ୍ୟମରେ ।

ଆପଣ ମାନେ ଅଭିନେତ୍ରୀ ରଞ୍ଜିତା ପାଣିଗ୍ରାହୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ତନୁଜା ଖୁଡି ନାମ ରେ ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି । ଆପଣ ମାନେ ରଞ୍ଜିତା ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ , ଅଳ୍ପ ଦିନ ଅଭିନୟ ମଧ୍ୟ ରେ ସେ ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି ଓ ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି ।

ଦର୍ଶକ ମାନେ ତାଙ୍କ ଅଭିନୟ କୁ ବହୁତ୍ ସାରା ଭଲ ପାଇବା ଦେବା ସହ ପସନ୍ଦ କରିଛନ୍ତି । ରଞ୍ଜିତା ପାଣିଗ୍ରାହୀ ଧାରାବାହିକ ରେ ଅଭିନୟ କରୁ ଥିବା ସମୟ ରେ ଧାରାବାହିକ ରୁ ବାହାରି ଯାଇଥିଲେ ବିବାହ କାରଣ ପାଇଁ ଓ ବର୍ତ୍ତମାନ ସମୟରେ ସେ ନିଜ ଶଶୁର ଘରେ ଅଛନ୍ତି ଓ ବେଶ୍ ଖୁସି ରେ ଅଛନ୍ତି । ଅଭିନେତ୍ରୀ ତନୁଜା ଖୁଡି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ରଞ୍ଜିତା ନିଜ ଶଶୁର ଘରେ ଅଛନ୍ତି ଓ ଶଶୁର ଘରେ ଦେଇଥିବା ଉପହାର କୁ ଖୋଲି ଏକ ଭିଡିଓ କରି ସମସ୍ତ ଙ୍କୁ ଦେଖାଉ ଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ଓ ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମରେ ଦେଖିବାକୁ ପାଉ ଥିବେ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *